Browsing Category

Featured

ଅମାନିଆ କଟକ, କଟକଣା ସତ୍ୱେ ଚାଲିଛି ବାଣ ବିକ୍ରି

କଟକ,୭ ।୧୧(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ଚଳିତବର୍ଷ ରାଜ୍ୟରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ନଭେମ୍ବର ୧୦ରୁ ୩୦ ପର୍ଯ୍ୟନ୍ତ ବାଣ ବିକ୍ରି ଓ ଫୁଟାଇବା ମନା ହୋଇଛି । ବାଣ…

ଭୁବନେଶ୍ୱରରୁ ଆଜି ୬୪ ପଜିଟିଭ ଚିହ୍ନଟ, ୮୭ ସୁସ୍ଥ

ଭୁବନେଶ୍ୱର,୭।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ମାତ୍ର ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…

EOS-01 ସାଟେଲାଇଟର ଉତକ୍ଷେପଣ

ଆନ୍ଧ୍ର, ୭ ।୧୧ ଆଜି ଅପରାହ୍ନରେ ଅର୍ଥ ଅବଜର୍ଭେସନ ସାଟେଲାଇଟ ଲଞ୍ଚ କରିଛି ଇସ୍ରୋ । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ EOS-01 ସାଟେଲାଇଟ ଉତକ୍ଷେପଣ କରିଛି ଇସ୍ରୋ । PSLV-C49 ରକେଟ ଯୋଗେ ଇସ୍ରୋ ଏହି ସାଟେଲାଇଟ୍‌…

ପୁରୀରୁ ସେକ୍ସ ରାକେଟ୍ ଠାବ, ବନ୍ଧାହେଲେ ୩ ଅଭିଯୁକ୍ତ

ପୁରୀ, ୭ ।୧୧(ଓଡିଶା ଭାସ୍କର): ଶ୍ରୀକ୍ଷେତ୍ର ଧାମକୁ ଖରାପ କରିବାରେ ଲାଗିଛନ୍ତି କିଛି ଦୃବୁର୍ତ୍ତ । କେତେକ ପ୍ରଶାସନର ନଜରକୁ ଆସୁଥିବା ବେଳେ ଆଉ କେତେକ ଆଖିରେ ଧୂଳି ଦେଇ ଖସି ପଳାଉଛନ୍ତି । ଏହାରି ମଧ୍ୟରେ ପୁରୀ…

ସ୍ୱାଭିମାନ ଅଞ୍ଚଳରେ ମାଓ ଦମନ ପାଇଁ ପ୍ରସ୍ତୁତି, ଆକାଶରେ ବାୟୁସେନାର ପଇଁତରା

ମାଲକାନିଗିରି, ୭ ।୧୧(ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମାଓ ଦମନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମାଓବାଦୀଙ୍କ ଉପରେ ନଜର ରଖିଛି ବାୟୁସେନାର ସ୍ୱତନ୍ତ୍ର ହେଲିକାପ୍ଟର । ସ୍ୱାଭିମାନ…

୩୨ ବର୍ଷ ପରେ ଦୀପାବଳିରେ ୫ଟି ଗ୍ରହର ଦୁଲର୍ଭ ସଂଯୋଗ: ୨ ରାଶିର ବ୍ୟକ୍ତି ହେବେ ଲାଭବାନ୍, ଜାଣନ୍ତୁ କେଉଁ ରାଶିକୁ ସତର୍କବାଣୀ?

ଭାରତବର୍ଷରେ ଦିନ୍ଦୁମାନଙ୍କ ଦ୍ୱାରା ପାଳନ ହେଉଥିବା ବଡ ପର୍ବ ମଧ୍ୟରେ ଦୀପାବଳି ଅନ୍ୟତମ । ଚଳିତବର୍ଷ ଏହା ନଭେମ୍ବର ୧୪ ଶନିବାର ଦିନ ପଡୁଛି ।ଦୀପାବଳିର ସନ୍ଧ୍ୟା ୭ଟା ବେଳେ ମଙ୍ଗଳ ମୀନ ରାଶିରେ ରହିବ । ୨୩ ଡିସେମ୍ବର…

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର,୭ ।୧୧(ଓଡିଶା ଭାସ୍କର): ବାଲେଶ୍ବର ସହଦେବଖୁଣ୍ଟାରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । ୩ ଅଭିଯୁକ୍ତଙ୍କଠାରୁ ୧ କେଜି ୧୦୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ବାଲେଶ୍ୱର…

୧୦ମ ପରୀକ୍ଷା ଫର୍ମ ପୂରଣ ସ୍ଥଗିତ

ଭୁବନେଶ୍ୱର,୭ ।୧୧(ଓଡିଶା ଭାସ୍କର): ରାଜ୍ୟରେ ସ୍ଥଗିତ ହେଲା ମାଟ୍ରିକ୍ ଫର୍ମ ପୂରଣ । ସ୍ଥଗିତ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରବର୍ତ୍ତୀ ବିଜ୍ଞପ୍ତିରେ ଫର୍ମ ପୂରଣ ନେଇ ସୂଚନା…

ଧନେତରସ୍-ଦୀପାବଳୀ ପୂର୍ବରୁ ଶସ୍ତା ସୁନା କିଣିବାକୁ ସୁଯୋଗ ଦେଉଛନ୍ତି ସରକାର, ଡିସକାଉଣ୍ଟ ସହ ମିଳିବ ଏହି ଫାଇଦା

ନୂଆଦିଲ୍ଲୀ,୭ ।୧୧: ଧନତେରସ୍-ଦୀପାବଳୀ ପୂର୍ବରୁ ସୁନାରେ ନିବେଶ କରି ରୋଜଗାର କରିବାର ଏକ ବଡ ସୁଯୋଗ ଦେଉଛନ୍ତି କେନ୍ଦ୍ର ସରକାର । ସରକାରାଙ୍କ Sovereign Gold Bond Scheme 2020-21 ସିରିଜର VIII ସଦସ୍ୟତା ୯…

ହ୍ୱାଟ୍ସଆପ୍ ବ୍ୟବହାରୀକାରୀ ସାବଧାନ୍! ଏଣିକି ୭ଦିନରେ ଆପେ ଆପେ ଡିଲେଟ୍ ହୋଇଯିବ ମେସେଜ୍

ନୂଆଦିଲ୍ଲୀ,୭ ।୧୧: ଆଜିକାଲିର ଯୁବପିଢୀମାନେ ହ୍ୱାଟ୍ସଆପ ଆପର ବହୁଳ ବ୍ୟବହାର କରୁଛନ୍ତି । ଏହାରି ମଧ୍ୟରେ ହ୍ୱାଟ୍ସଆପ ନିଜର ନୂଆ ଫିଚର ସାମ୍ନାକୁ ଆଣିଛି, ଯେଉଁଥିରେ ୭ ଦିନ ପର ମେସେଜ୍ ଆପେ ଆପେ ଡିଲେଟ୍ ବା ଅଦୃଶ୍ୟ…