Browsing Category

ଜୀବନଚର୍ଯ୍ୟା

ହାର୍ଟ ଆଟାକ୍ ଆସିବାର ୧ ମାସ ପୂର୍ବରୁ ଏପରି ଲକ୍ଷଣ ଅନୁଭବ କରନ୍ତି ୯୫% ମହିଳା, ଭୁଲରେ ବି କରନ୍ତୁ ନାହିଁ କରଦେଖା

ହାଟା ଆଟାକ୍ ପ୍ରାୟତଃ ପୂର୍ବ ସୂଚନା ବିନା ଆସିଥାଏ, କିନ୍ତୁ କେତେକ କ୍ଷେତ୍ରରେ ଏହା ଧୀରେ ଧୀରେ ବିକଶିତ ହୁଏ ଏବଂ ଏକ ମାସ ପୂର୍ବରୁ କିଛି ସଙ୍କେତ ମିଳିଥାଏ । ଏପରି ପରିସ୍ଥିତିରେ ଉପଯୁକ୍ତ ସମୟରେ ଉପଯୁକ୍ତ ପଦକ୍ଷେପ…

ମାନବ ଇତିହାସରେ ଜୁଲାଇ ୨୦୨୩ ସବୁଠାରୁ ଉତ୍ତପ୍ତ ମାସ, ଆସନ୍ତା ବର୍ଷ ପାଇଁ ବୈଜ୍ଞାନକଙ୍କ ସତର୍କବାଣୀ

ନୂଆଦିଲ୍ଲୀ: ଏହି ବର୍ଷର ଜୁଲାଇ ମାସ ଗତ ୧୦୦ ବର୍ଷ ମଧ୍ୟରେ ରେକର୍ଡ ହିଟ୍ ୱେଭର ସମ୍ମୁଖୀନ ହୋଇଛି । ଏଥି ସହିତ ନାସାର ଜଳବାୟୁ ବିଶେଷଜ୍ଞ ଗୁରୁବାର ଦିନ କହିଛନ୍ତି ଯେ, ଜୁଲାଇ ୨୦୨୩ ସମ୍ଭବତଃ ଶହ ଶହ ନୁହେଁ ବରଂ ହଜାରେ…

ଅସହ୍ୟ ହେଉଛି କି ଋତୁସ୍ରାବର ଯନ୍ତ୍ରଣା ? କମ କରିବାକୁ ଖାଆନ୍ତୁ ଏହି ସବୁ ଖାଦ୍ୟ

ନାରୀ ମାନଙ୍କୁ ପ୍ରତି ମାସରେ ମାସିକ ଧର୍ମ ଅଥବା ଋତୁସ୍ରାବ ଜନିତ ସମସ୍ୟା ଦେଖାଦେଇଥାଏ । ଯେଉଁଥିପାଇଁ ସେମାନଙ୍କୁ ଖୁବ୍ ଯନ୍ତ୍ରଣା ଅନୁଭବ ହୁଏ । ଖାସ କରି ଶୀତଦିନେ କିମ୍ବା ବର୍ଷାଦିନେ ଏହି ସମସ୍ୟା ଅଧିକ ବଢ଼ିଥାଏ ।…

ମଶାଙ୍କ ଦାଉରୁ ମିଳିବ ମୁକ୍ତି, ଘରେ ଲଗାନ୍ତୁ ଏହି ୫ଟି ଗଛ

ବର୍ଷାଦିନ ଆସିବା ମାତ୍ରେ ମଶାମାନଙ୍କର ଉତ୍ପାତ ବଢିଯାଏ । ମଶାଙ୍କ ପ୍ରକୋପ ଏତେ ବୃଦ୍ଧି ପାଏ ଯେ, ରାତିରେ ଶାନ୍ତିରେ ଶୋଇବା କଷ୍ଟକର ହୋଇପଡେ । ମଶାଙ୍କ ଦ୍ୱାରା ଅନେକ ରୋଗ ମଧ୍ୟ ବିସ୍ତାର ହୁଏ । ତେଣୁ ମଶା ଘଉଡାଇବା…

ବାସିଖାଦ୍ୟ ଖାଉଥିଲେ ସାବଧାନ ! କିଡ୍‌ନୀ ପାଇଁ ହୋଇପାରେ କ୍ଷତିକାରକ

ବର୍ଷାଦିନେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଦରକାର, ନଚେତ ଅନେକ ସଂକ୍ରମଣ ରୋଗ ହେବାର ଆଶଙ୍କା ଥାଏ। କୌଣସି ଖାଦ୍ୟ ଅଧିକ ରାନ୍ଧି ଦେଇଥିଲେ, ସେସବୁ ନଷ୍ଟ ନହେବା ପାଇଁ ଆପଣ ତାକୁ ଫ୍ରିଜ୍‌ରେ ରଖିଥା’ନ୍ତି। ହେଲେ…

କାହିଁକି ଧରୁଛି ଆଖି ? ଜାଣନ୍ତୁ ଏହି ସମସ୍ୟାରୁ କିପରି ମୁକୁଳିବେ

ଆଖିଧରା ହେଉଛି ଏକ ସଂକ୍ରାମକ ରୋଗ। ବର୍ଷାଦିନରେ କିମ୍ବା ଋତୁ ପରିବର୍ତ୍ତନ କାରଣରୁ ସଂକ୍ରମଣ ହୋଇ ଆଖି ଲାଲ୍‌ ହୋଇଯାଏ। ତେଣୁ ଏହାକୁ ଇଂରାଜୀରେ ପିଙ୍କ୍‌ ଆଏ ଡିଜିଜ୍‌ ବୋଲି କୁହାଯାଏ। ଏବେ ଆଖିଧରା ରୋଗୀଙ୍କ ସଂଖ୍ୟା…

କ୍ୟାନ୍ସର ମଧ୍ୟରେ ସବୁଠାରୁ ବିପଜ୍ଜନକ ହେଉଛି ଲଙ୍ଗ କ୍ୟାନ୍ସର, ଜାଣନ୍ତୁ ଏଥିରୁ ବର୍ତ୍ତିବାର ଉପାୟ

କ୍ୟାନ୍ସର ସବୁଠାରୁ ବିପଜ୍ଜନକ ମାରାତ୍ମକ ରୋଗ ମଧ୍ୟରୁ ଅନ୍ୟତମ। ଯଦିଓ ବର୍ତ୍ତମାନ ସମୟରେ ଏହାର ଚିକିତ୍ସା ପୂର୍ବ ଅପେକ୍ଷା ବହୁତ ସହଜ ହୋଇଛି, ତଥାପି ଆଜି ମଧ୍ୟ ଏହି ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ…

ବାସ୍ତୁଶାସ୍ତ୍ର: ଶୋଇବା ସମୟରେ କରନ୍ତୁ ନାହିଁ ଏପରି ଭୁଲ , ଜାଣନ୍ତୁ ଏହାର କୁ-ପ୍ରଭାବ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ମଧ୍ୟ କିଛିଟା ନିୟମ ମାନିବା ନିହାତି ଆବଶ୍ୟକ। କାରଣ ଏହାକୁ ନ ମାନିଲେ ମନ ଭାରାକ୍ରାନ୍ତ ରହିବା ସହ ଭଲ ନିଦ ହୋଇ ନଥାଏ। ଏପରିକି ବେଳେବେଳେ ଏହାର କୁ-ପ୍ରଭାବ ଆମ ଶରୀର ଉପରେ…

ପ୍ଲାକ୍ ଏବଂ ସ୍କ୍ୱାଟସ୍ ମାଧ୍ୟମରେ ହାଇ ବ୍ଲଡ ପ୍ରେସରକୁ କରାଯାଇପାରେ କଣ୍ଟ୍ରୋଲ: ଅଧ୍ୟୟନରେ ଖୁଲାସା

ନୂଆଦିଲ୍ଲୀ: ଅନଲାଇନ୍ ପୋର୍ଟାଲ୍ ‘ବ୍ରିଟିଶ୍ ଜର୍ନାଲ୍ ଅଫ୍ ସ୍ପୋର୍ଟସ୍ ମେଡିସିନ୍'ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଷ୍ଟାଟିକ୍ ଆଇସୋମେଟ୍ରିକ୍ ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପାଇଁ ଭଲ । ଏହା ଏପରି ଏକ ବ୍ୟାୟାମ…

ଘର ବାହାରେ ଓଲଟା ଚପଲ ରଖୁଥିଲେ ସାବଧାନ ! ଘୋଟିଯିବ ଦରିଦ୍ରତା

ଘରେ ଓଲଟା ଚପଲ ଦେଖିଲେ ଆମକୁ ଅନେକ ପାଟି କରିଥାନ୍ତି। ଏପରିକି ଓଲଟା ଚପଲକୁ ସିଧା କରିଦେବାକୁ କହିଥାନ୍ତି। ତେବେ କ’ଣ ଆପଣ ଜାଣନ୍ତି ଏହା ପଛରେ ଥିବା କାରଣ କ’ଣ। କୁହାଯାଏ ଘରେ ଓଲଟା ଚପଲ ଥିଲେ ଝଗଡ଼ା ହୋଇପାରେ।…