Browsing Category
ସ୍ୱାସ୍ଥ୍ୟ
ଜୁଲାଇରେ ସରିବ ରାଜଧାନୀରେ ଟିକାକରଣ, ଜାଣନ୍ତୁ କଣ କହିଲେ କମିସନର୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା କବଳରେ କଲବଲ ହୋଇଗଲାଣି ରାଜ୍ୟ ଓ ରାଜଧାନୀ । ଏଥିପାଇଁ ବ୍ୟାପକ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ୱ । ଇତିମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ୧୫ଲକ୍ଷ ଡୋଜ ଟିକା ଦିଆସାରିଛି…
ରାଜ୍ୟରେ ଗର୍ଭବତୀଙ୍କୁ କେବେ ଟିକାକରଣ? ଜାଣନ୍ତୁ କ’ଣ କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ କରୋନାର ତୃତୀୟ ଲହରର ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଗର୍ଭବତୀମାନଙ୍କୁ ଟିକାକରଣ ନେଇ ସରକାର ଅନୁତି ଦେଇଛସାରିଛନ୍ତି । ରାଜ୍ୟରେ ୧୫ ତାରିଖ ପରେ…
ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ଆଜି ୯୧୧ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା…
ଆଜି ୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ, ରାଜ୍ୟରେ ଟିକାର ଅଭାବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଦେଖାଦେଇଛି ଟିକାର ଅଭାବ । ସେଥିପାଇଁ ଆଜି ରାଜ୍ୟର ୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ରାଜ୍ୟର ଏକାଧିକ ଜିଲ୍ଲାରେ କୋଭିସିଲ୍ଡ ଟିକା ନଥିବାରୁ ଟିକାକରଣକୁ ବନ୍ଦ…
ରାଜ୍ୟରେ କରୋନାର ସ୍ଥିତି ଅସ୍ପଷ୍ଟ, ଆଜି ୨୮୦୬ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ…
ରେକର୍ଡ ସ୍ତରରେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା, ଆଜି ୬୧ ଜଣ ଟଳିଲେ
ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ଚାରିଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ…
ଅଗଷ୍ଟ ସୁଦ୍ଧା ଆସିବ ଫାଇଜର ଓ ମଡର୍ଣ୍ଣା ଟିକାର ୩ରୁ ୪ ମିଲିୟନ୍ ଡୋଜ
ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର): କରୋନାର ତୃତୀୟ ଲହର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଟିକାକରଣକୁ ବେଶ୍ ଗୁରତ୍ୱାରୋପ କରିଛନ୍ତି । କୋଭିଡ୍-୧୯ ଟିକାକରଣକୁ ବିସ୍ତାର କରିବା ପାଇଁ ଦେଶରେ ଅଧିକରୁ ଅଧିକ…
ଟିକାକରଣ କେନ୍ଦ୍ରରେ ପ୍ରବଳ ଭିଡ଼, ଲୋକଙ୍କ ଠେଲାପେଲାରେ ତଳେ ପଡି ବୃଦ୍ଧ ମହିଳାଙ୍କ ଭାଙ୍ଗିଲା ପିଞ୍ଜରା ହାଡ଼
ଗଞ୍ଜାମ (ଓଡ଼ିଶା ଭାସ୍କର) : ଗଞ୍ଜାମ ଜିଲ୍ଲାରେ କିଛି ଦିନର ବ୍ୟବଧାନ ପରେ ଗତ ସୋମବାର ଠାରୁ ପୁଣି ଥରେ ଜିଲ୍ଲାର ବିଭିନ୍ନ ସହର ଓ ପୁରପଲ୍ଲୀରେ କରୋନା ପ୍ରତିଶେଧକ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପୂର୍ବରୁ…
୮ ରାଜ୍ୟରେ ୧୦ ଉପରେ ପଜିଟିଭିଟି ହାର: ଚେତାଇଲେ ସ୍ୱାସ୍ଥ୍ୟ ସଚିବ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଥିଲେ ହେଁ ଦ୍ୱିତୀୟ ଲହର ଏଯାଏଁ ସମାପ୍ତ ହୋଇନାହିଁ । ଏପରି ଘଡିସନ୍ଧି ମୂହୂର୍ତ୍ତରେ ଦେଶ କରୋନାର ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ୮ଟି…
‘ପଖାଳ’ ବଢ଼ାଏ ଶକ୍ତି, AIIMSର ନୂଆ ଅଧ୍ୟୟନରୁ ଆହୁରି କଣ ଜଣାପଡ଼ିଲା ଜାଣନ୍ତୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଖାଳ ସହ ସମସ୍ତ ଓଡ଼ିଆ ବେଶ୍ ପରିଚିତ । ପଖାଳ ମୁଠାଏରେ ଓଡ଼ିଆଙ୍କ ମନପ୍ରାଣ । ଜଗତର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଟଙ୍କ ତୋରାଣୀ । କି ଗରିବ କି ଧନୀ, ପଖାଳ କଂସାଏ…