Browsing Category
ସ୍ୱାସ୍ଥ୍ୟ
‘ମରିବୁ ପଛେ ଏଇଠୁ ଉଠିବୁନି’, ତାତିଲେ ଜିମ୍ ମାଲିକ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଲ୍ ଓଡ଼ିଶା ଜିମ୍ ଓନର୍ସ ଆସୋସିଏସନ ତରଫରୁ ହଙ୍ଗର ଷ୍ଟ୍ରାଇକ୍ ଆରମ୍ଭ ହୋଇଛି । ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଆସୋସିଏସନ୍ କର୍ମକର୍ତ୍ତା ଧାରଣାରେ ବସିଛନ୍ତି । ଜିମ୍ ଖୋଲିବାକୁ…
ଓଡ଼ିଶାରେ ପ୍ରକୃତ କରୋନା ମୃତ୍ୟୁସଂଖ୍ୟାକୁ ଲୁଚାଯାଉଛି? ଏହା ସତ ନା ମିଛ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁର ପ୍ରକୃତ ସଂଖ୍ୟା କେତେ? ମୃତ୍ୟୁ ସଂଖ୍ୟା ଲୁଚାଇବାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ବିବାଦ । ଆଜି ସୁଦ୍ଧା ରାଜ୍ୟର ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୧୦୯ ହୋଇଥିଲେ ହେଁ…
ଆଗକୁ ଭୟଙ୍କର ରୂପ ଧାରଣ କରିବ ଡେଲଟା, ଡେଲଟା ପ୍ଲସ୍ ଚିନ୍ତାଜନକ ନୁହେଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ନୂଆଦିଲ୍ଲୀ: ଭାରତବର୍ଷରେ ପ୍ରଥମେ ଚିହ୍ନଟ ହୋଇଥିବା ଡେଲଟା ଭାରିଆଣ୍ଟ ବର୍ତ୍ତମାନ ସମଗ୍ର ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ନିଜର କାୟା ମେଲାଇ ସାରିଛି । ୯୬ଟି ଦେଶରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି…
ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ଆଜି ୩୨୨୨ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା କିଛିଦିନ ଧରି ଲୁଚକାଳି ଖେଳିବାରେ ଲାଗିଛି । ଦୁଇଦିନ ଧରି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଉପରେ ରହୁଛି । ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସଂକ୍ରମଣ…
ଆଜି ପୁଣି ରାଜ୍ୟରେ ୪୬ କରୋନା ରୋଗୀଙ୍କ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟତଃ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୭୧ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୭୧ ହଜାର ୪୪୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୩୪ ଲକ୍ଷ ୧୪…
ଭୁବନେଶ୍ୱର ଏମ୍ସକୁ ଆସିଲା ଇକମୋ ମେସିନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଶାକୁ ପ୍ରଥମ ଇକମୋ ମେସିନ୍ ଆସିଛି। ଆଉ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ ଯୋଗେ ବାହାରକୁ ଚିକିତ୍ସା ପାଇଁ ନେବାକୁ ପଡିବ ନାହିଁ। ଭୁବନେଶ୍ୱର ଏମ୍ସରେ ପ୍ରଥମ ଇକମୋ ମେସିନ୍ ସ୍ଥାପନ ହେବ।…
ପ୍ରତିଷ୍ଠା ଦିବସରେ ପିଏମ୍ କେୟାର୍ସକୁ ୬୨ କୋଟି ଦେଲା ଏସବିଆଇ
ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ୬୬ତମ ପ୍ରତିଷ୍ଠା ଦିବସରେ ବ୍ୟାଙ୍କ ପକ୍ଷରୁ ପିଏମ୍ କେୟାର୍ସ ଫଣ୍ଡ ଉଦ୍ଦେଶ୍ୟରେ ୬୨.୬୨ କୋଟି…
ଗଙ୍ଗାଜଳରୁ କରୋନା ଟିକା, ମୂଲ୍ୟ ମାତ୍ର ୩୦ ଟଙ୍କା: କ୍ଲିନିକାଲ ଟ୍ରାଏଲ୍ ପାଇଁ ଯାଚିକା
ଆହ୍ଲାବାଦ: ଗଙ୍ଗାଜଳରୁ ପ୍ରସ୍ତୁତ ହୋଇଛି କରୋନା ଟିକା । ଏହି ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି । ଆଇସିଏମଆର ଏବଂ ଭାରତ ସରକାରଙ୍କ ପକ୍ଷରୁ ଏହି ନାଜାଲ ସ୍ପ୍ରେ…
ଏଣିକି ୧୨-୧୮ ବର୍ଷର ପିଲାଙ୍କୁ ମିଳିବ କରୋନା ଟିକା!; ପଢନ୍ତୁ ପୂରା ଖବର
ନୂଆଦିଲ୍ଲୀ: ୧୮ରୁ ଅଧିକ ବର୍ଷର ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ କରାଯାଇଥିବା ବେଳେ ଏଥିରେ ପରିବର୍ତ୍ତନ ଆସିବାକୁ ଯାଉଛି । ଏଣିକି ୧୨-୧୮ ବର୍ଷର ପିଲାଙ୍କ ପାଇଁ ଏକ କରୋନା ଟିକା ବାହାରିଛି । ଏହି ଟିକାଟି ବିନା…