fbpx
BJD SKY
BJD SKY

ଟ୍ୱିନ ସିଟିରେ ବଢିଲା ନାଇଟ କର୍ଫ୍ୟୁର ସମୟ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ଅକ୍ଟୋବର ମାସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ସ୍ଥାନରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି ।
ରାଜ୍ୟର ସମସ୍ତ ସ୍ଥାନରେ ଏହି ନାଇଟ କର୍ଫ୍ୟୁର ଅବଧି ରାତି ୧୦ରୁ ଭୋର ୫ଟା ଯାଏଁ ରହିଛି । ତେବେ କଟକ-ଭୁବନେଶ୍ୱରରେ ଏହି ଅବଧି ରାତି ୮ଟାରୁ ଭୋର ୫ଟା ଯାଏଁ ରଖାଯାଇଛି । ଏହି ବର୍ଦ୍ଧିତ ସମୟ କେବଳ ଦୁର୍ଗା ପୂଜାର ୧୦ ଦିନ ପାଇଁ ରହିବ । ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ନାଇଟ କର୍ଫ୍ୟୁର ଅବଧି ଅଧିକ ରହିବ ଏବଂ ବାକି ସମୟରେ ନାଇଟ କର୍ଫ୍ୟୁ ରାତି ୧୦ରୁ ଭୋର ୫ଟା ଯାଏଁ ବଳବତ୍ତର ରହିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.