fbpx
Browsing Category

ପରମ୍ପରା

ମୁସଲିମମାନେ କାହିଁକି ହଜ ଯାତ୍ରା କରନ୍ତି: ଜାଣନ୍ତୁ ଏହାର ନିୟମ ଓ ପରମ୍ପରା ସମ୍ବନ୍ଧରେ ବିସ୍ତୃତ ତଥ୍ୟ

ନୂଆଦିଲ୍ଲୀ: ଇସଲାମର ପାଞ୍ଚଟି ସ୍ତମ୍ଭ ମଧ୍ୟରୁ ହଜକୁ ଗୋଟିଏ ବୋଲି ଗ୍ରହଣ କରାଯାଇଥାଏ । ଶାରୀରିକ ଓ ମାନସିକ ଭାବେ ସକ୍ଷମ ମୁସଲିମଙ୍କୁ ନିଜ ଜୀବନ କାଳ ମଧ୍ୟରେ ଅତି କମରେ ଥରେ ହଜ ଯାତ୍ରା କରିବା ଉଚିତ । ହଜ ପାପ…

ସୁନାବେଶ ପାଇଁ ଟ୍ରାଫିକ ବ୍ୟବସ୍ଥା, ଜାଣନ୍ତୁ କେଉଁଠି କରିବେ ପାର୍କିଂ

ପୁରୀ : ଆଜି ୩ ଠାକୁରଙ୍କ ପବିତ୍ର ସୁନାବେଶ । ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଦର୍ଶନର କାର୍ଯ୍ୟକ୍ରମ । ତେବେ ସୁନାବେଶ ନେଇ ଟ୍ରାଫିକ ବ୍ୟବସ୍ଥାକୁ କଡା କଡି କରାଯାଇଛି । ଟ୍ରାଫିକ ବ୍ୟବସ୍ଥା ଲାଗି ୫୧ ପ୍ଲାଟୁନ…

ସୁନାବେଶରେ ଦର୍ଶନ ଦେବେ ମହାବାହୁ: ୫ଟାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ

ପୁରୀ: ପୁରୀ ଶ୍ରୀ ମହାପ୍ରଭୁଙ୍କ ଆଜି ସୁନାବେଶ । ଗତକାଲି ବାହୁଡ଼ା ଯାତ୍ରା ସରିବା ପରେ ଆଜି ସଂଧ୍ୟା ୫ଟା ସମୟରେ ରଥାରୁଢ ମହାପ୍ରଭୁଙ୍କ ସୁନାବେଶ କାର୍ଯ୍ୟକ୍ରମ ଆରମ୍ଭ ହେବ । ସୁନାବେଶ ନେଇ ଚଳଚଞ୍ଚଳ ସେବାୟତ । ଚାଲିଛି…

ବାହୁଡାଯାତ୍ରାରେ ଚାଲିଗଲା ଶ୍ରଦ୍ଧାଳୁଙ୍କ ଜୀବନ: ରଥଟଣା ବେଳେ ପ୍ରାଣ ହରାଇଲେ ୩ ଭକ୍ତ

ଭୁବନେଶ୍ୱର: ଆଜି ପବିତ୍ର ବାହୁଡାଯାତ୍ରା । ମାଉସୀମା’ ମନ୍ଦିରରେ ୯ ଦିନର ଲୀଳାଖେଳା ପରେ ପୁଣି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ୩ ଦିଅଁ । କିନ୍ତୁ ଏଭଳି ଏକ ପବିତ୍ର ଦିବସରେ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି ।…

ବଡଦାଣ୍ଡରେ ବିରାଟ ଅଘଟଣ: ବାହୁଡାଯାତରେ ଛିଡିଲା ତାଳଧ୍ୱଜ ରଥର ଦଉଡି, ଭକ୍ତ ଆହତ

ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ମାଉସୀ ଘରେ ନବଦିନାତ୍ମକ ଲୀଳାଶେଷ କରି ପୁଣି ବଡ ଦେଉଳକୁ ଫେରୁଛନ୍ତି ଚତୁର୍ଦ୍ଧାମୂରତୀ । ପ୍ରଥମେ ବଡ ଭାଇ ବଳଭଦ୍ର ଶରଧାବାଲିରୁ ବାହାରି ଶ୍ରୀମନ୍ଦିରକୁ ଆସିଥିଲେ ଏବଂ ପରେ ମା’…

ନବମୀ ତିଥିରେ ଚତୁର୍ଦ୍ଧା ବିଗ୍ରହଙ୍କ ସନ୍ଧ୍ୟା ଦର୍ଶନ, ସକାଳ ୭ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ

ପୁରୀ :  ଜନ୍ମବେଦୀରେ ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳ । ନବମୀ ତିଥିରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ହେବ ଆଜି ସନ୍ଧ୍ୟାରେ । ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ନବମୀ ସନ୍ଧ୍ୟା ଦର୍ଶନ ।…

ନନ୍ଦିଘୋଷ ରଥ ଭାଙ୍ଗିଲେ ମା’ ଲକ୍ଷ୍ମୀ, ୬ ଦିନରେ ହେଲା ହେରାପଞ୍ଚମୀ ନୀତି ପରମ୍ପରା

ପୁରୀ : ବର୍ଷବର୍ଷ ଧରି ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମଦିନରେ ହେରାପଞ୍ଚମୀ ନୀତି ପାଳନ କରାଯାଏ । ଏହି ହେରାପଞ୍ଚମୀ ନୀତିରେ ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କ ଗୋପନଯାତ୍ରା ଓ ରଥଭଙ୍ଗା ନୀତି ସଂପନ୍ନ…

ଆରମ୍ଭ ହେବ ବାହୁଡା ଯାତ୍ରା ପ୍ରସ୍ତୁତି, ରବିବାରରେ ହେବ ୩ ରଥର ଦକ୍ଷିଣମୋଡ

ପୁରୀ : ଗୁଣ୍ଡିଚା ମନ୍ଦିରରେ ଶେଷ ହୋଇଆସୁଛି ମହାପ୍ରଭୁଙ୍କ ଲୀଳାଖେଳ । ପୂଜାପଣ୍ଡା ସାମନ୍ତଙ୍କ ଆଜ୍ଞାମାଳ ଆସିବା ପରେ ଟଣା ଯିବ ରଥ । ରବିବାରରେ ୩ରଥର ହେବ ଦକ୍ଷିଣ ମୋଡ । ବର୍ତ୍ତମାନ ଚାଲିଛି ୩ରଥର ଯାଞ୍ଚ । ଏହା ପରେ…

ଭକ୍ତଙ୍କୁ ଜନ୍ମବେଦୀରେ ଦର୍ଶନ ଦେବେ ମହାପ୍ରଭୁ : ଆଜିଠୁ ମିଳିବ ଆଡ଼ପ ଅବଢ଼ା

ପୁରୀ : ଶ୍ରୀ ଗୁଣ୍ଡିଚା ଯାତ୍ରାରେ ଦୁଇ ଦିନର ଲୀଳା ସାରି ନିଜ ଜନ୍ମବେଦୀରେ ବିଜେ କରିଛନ୍ତି ଶ୍ରୀଜିଉ । ଗୁରୁବାର ସନ୍ଧ୍ୟାରେ ରଥ ଉପରେ ଆଳତି ସାରି ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ବିରାଜ ମାନ ହୋଇଛନ୍ତି ଆଡ଼ପ…

ଶରଧାବାଲିରେ ବିଜେ କରିଲେ ତିନି ରଥ, ଆଜି ମହାପ୍ରଭୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ

ପୁରୀ : ମାଉସୀ ମାଆ ମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି ତିନିରଥ । ମଙ୍ଗଳବାର ମହାପ୍ରଭୁଙ୍କ ରଥଯାତ୍ରା ଆରମ୍ଭ ହୋଇ ବୁଧବାର ଅପରାହ୍ନରେ ଶେଷ ହୋଇଥିଲା । ରଥ ଉପରେ ବସି ଭକ୍ତଙ୍କୁ ଦେଖାଦେଉଛନ୍ତି ଶ୍ରୀଜିଉ । ମହାପ୍ରଭୁ…