fbpx
Browsing Category

ପରମ୍ପରା

ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଟ୍ୱିଟ କରି ସମସ୍ତଙ୍କର କଲେ ମଙ୍ଗଳ କାମନା

ନୂଆଦିଲ୍ଲୀ: ପବିତ୍ର ରଥଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ ମାଧ୍ୟମରେ ସେ ରଥଯାତ୍ରାର ଶୁଭେଚ୍ଛା ସମସ୍ତଙ୍କୁ ଜଣାଇଛନ୍ତି । ସେ ଲେଖିଛନ୍ତି ଯେହେତୁ ଆମେ ଏହି ପବିତ୍ର ଉତ୍ସବ…

ଆଜି ବଡ ଦେଉଳରୁ ବାହାରିବେ ଶ୍ରୀଜୀଉ: ନୀତିକାନ୍ତି ପରେ ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା

ପୁରୀ: ଆଜି ଶ୍ରୀକ୍ଷେତ୍ର ପୁରୀରେ ହେବ ଭକ୍ତ-ଭଗବାନଙ୍କ ମହାମିଳନ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀର ବଡଦାଣ୍ଡ ହୋଇଛି ଚଳଚଞ୍ଚଳ । ମହାପ୍ରଭୁଙ୍କ ତିନି ରଥ, ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦର୍ପଦଳନ ସିଂହଦ୍ୱାର…

ଆସନ୍ତା କାଲି ଅହମ୍ମଦାବାଦରେ ମଧ୍ୟ ପାଳନ ହେବ ରଥଯାତ୍ରା: ପ୍ରଧାନମନ୍ତ୍ରୀ ପଠାଇଲେ ପ୍ରସାଦ, ଗୃହମନ୍ତ୍ରୀ କରିବେ ମଙ୍ଗଳ ଆରତୀ

ଅହମ୍ମଦାବାଦ: ଆସନ୍ତା କଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ବ୍ୟତୀତ ରାଜ୍ୟ ଏବଂ ଦେଶ ବାହାରେ ମଧ୍ୟ ମହାପ୍ରଭୁଙ୍କ ଏହି ରଥଯାତ୍ରା ଖୁବ ଆଡମ୍ବର ସହ…

ରଥଯାତ୍ରାକୁ ଯିବା ପୂର୍ବରୁ ଜାଣି ରଖନ୍ତୁ ଟ୍ରାଫିକ ବ୍ୟବସ୍ଥା: କେଉଁଠି ରଖିବେ ଆପଣଙ୍କ ଗାଡି?

ପୁରୀ: ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପୁରୀ ପ୍ରଶାସନର ଟ୍ରାଫିକ ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ବିଶେଷ କରି ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଗାଡି…

ପୁରୀରେ ରଥଯାତ୍ରା କିଏ ଆରମ୍ଭ କରିଥିଲେ? ଜାଣନ୍ତୁ ଇତିହାସ

ପୁରୀ: ରାତି ପାହିଲେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁ ଅଣସର ଘରୁ ବାହାରି ଭଉଣୀ ଭାଇଙ୍କୁ ଧରି ଶୋଭାଯାତ୍ରା କରିବେ। ବାହାରେ ଲକ୍ଷ ଲକ୍ଷ ଭକ୍ତ ଭଗବାନଙ୍କୁ ପାଖରେ ଦେଖିବେ ବୋଲି ଅନେଇ ବସିଛନ୍ତି। ସେଥିପାଇଁ ଏହି…

ଆଜି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ: ସକାଳ ୮ଟା ରୁ ହେବ ଦର୍ଶନ

ପୁରୀ: ଆସନ୍ତାକାଲି ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ପୁରୀ । ଘୋଷଯାତ୍ରା ପୂର୍ବରୁ ଆଜି ନବଯୌବନ ବେଶରେ ବେଶରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ସକାଳ…

ନୀଳଚକ୍ର କଲ୍‌ଚରାଲ୍ ଆସୋସିଏସନ ପକ୍ଷରୁ ପାଳିତ ହେଉଛି ରଜ ମହୋତ୍ସବ, ମନମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଆ ଖାଦ୍ୟ

ଭୁବନେଶ୍ୱର: ପାହାଳ ଉତ୍କଳ ହାଇଟ ସ୍ଥିତ ନୀଳଚକ୍ର କଲ୍‌ଚରାଲ୍ ଅସୋସିଏସନ ପକ୍ଷରୁରଜ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହା ୩ ଦିନ ଧରି ଚାଲିବ। ମହୋତ୍ସବର ପ୍ରଥମ ଦିନର ପ୍ରାରମ୍ଭରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ…

ଗାଁଠୁ ସହର ସବୁଠି ଜମିଛି ରଜର ଆସର: ପାନ ଓ ପୁର ପିଠା ବାସ୍ନାରେ ମହକୁଛି ସବୁରି ଘର

ଓଡିଶାର ଗଣପର୍ବ ରଜ ଉତ୍ସବର ଆଜି ଦ୍ୱିତୀୟ ଦିନ । ଅର୍ଥାତ୍ ଆଜି ରଜ ସଂକ୍ରାନ୍ତି । ରଜ ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ…

ଆଜି ପହିଲି ରଜ: ଗାଁଠୁ ସହର ସବୁଠି ଦୋଳିଗୀତର ଗୁଞ୍ଜରଣ, ପିଠାପଣା ଓ ପାନର ମହକରେ ସମସ୍ତେ ମତୁଆଲା

ରଜ ଓଡିଶାର ଏକ ପାରମ୍ପାରିକ ଗଣ ପର୍ବ । ରଜ ସାଧାରଣତଃ ତିନଦିନ ଧରି ପାଳନ କରାଯାଏ । ପହିଲି ରଜ, ରଜ ସଂକ୍ରାନ୍ତି, ଭୂଇଁ ନଅଣ ବା ବସୁମତୀ ସ୍ନାନ । ଏହା ପୂର୍ବରୁ ସଜବାଜ ପାଳନ କରାଯାଇଥାଏ । ଆଜି ରାଜ୍ୟର ପୁରପଲ୍ଲୀରେ…

ରଜ ପାଇଁ ସଜ ହେଉଛି ବଜାର, ଏଥର ସ୍ମୋକ ପାନର ଚାହିଦା ଅଧିକ

ଭୁବନେଶ୍ୱର: ରଜ ପର୍ବ ଓଡିଶାର ଲମ୍ବା ପର୍ବ ଭାବେ ପାଳିତ ହୋଇଥାଏ । ସାଧାରଣତଃ ଆମେ ଏହାକୁ ୩ ଦିନ ପାଳନ କରୁ । କିନ୍ତୁ ରଜ ୫ ଦିନ । ପ୍ରଥମ ଦିନକୁ ସଜବାଜ, ଦ୍ୱିତୀୟ ଦିନକୁ ପହିଲି ରଜ, ତୃତୀୟ ଦିନକୁ ରଜ ସଂକ୍ରାନ୍ତି,…