
Browsing Category
ବିଦେଶ
YouTubeର ପୂର୍ବତନ ସିଇଓଙ୍କ ପୁଅ ମୃତ, ଜେଜେମା କହିଲେ- ଡ୍ରଗ୍ସ ନେଇଥିଲା, ସତ ପଦାକୁ ଆସିବା ପାଇଁ ଲାଗିବ ୩୦ ଦିନ
ନୂଆଦିଲ୍ଲୀ: ପୂର୍ବତନ ୟୁଟ୍ୟୁବର ସିଇଓ ସୁଜାନ୍ ୱୋଜିକ୍କିଙ୍କ ୧୯ ବର୍ଷର ପୁଅ ମାର୍କୋ ଟ୍ରପରଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବରେଲି କ୍ୟାମ୍ପସରେ ଥିବା ଏକ ଛାତ୍ରାବାସରେ ମିଳିଛି।…
ମହାକାଶ ଆଧାରିତ ଅସ୍ତ୍ର ନିର୍ମାଣ କରୁଛି ରୁଷ, ଭୟଭୀତ ଆମେରିକା ପୁତିନଙ୍କୁ ବୁଝାଇବାକୁ ଭାରତକୁ କଲା ଅନୁରୋଧ
ନୂଆଦିଲ୍ଲୀ: ଭାରତ କେବଳ ଆର୍ଥିକ ମହାଶକ୍ତି ନୁହେଁ ବରଂ ସାମରିକ ସ୍ତରରେ ବି ବିଶ୍ୱରେ ନିଜର ଶକ୍ତି ବେଶ୍ ପ୍ରଦର୍ଶନ କରିପାରିଛି । ଗତ କିଛି ବର୍ଷ ମଧ୍ୟରେ ସାରା ବିଶ୍ୱରେ ଭାରତର ପ୍ରଭାବ ବେଶ୍ ବୃଦ୍ଧି ପାଇଛି ।…
ଦୁନିଆରେ ପ୍ରଥମ ଥର ଘଟିଲା: ‘DIPG’ ନାମକ ଏକ ବିରଳ ଓ ବିପଜ୍ଜନକ ବ୍ରେନ କ୍ୟାନସର ବିରୋଧରେ ଲଢ଼ି ସୁସ୍ଥ ହେଲା ୧୩ ବର୍ଷୀୟ ବାଳକ
ନୂଆଦିଲ୍ଲୀ: ଆଜିର ସମୟରେ ମଣିଷ ଅନେକ ଭୟଙ୍କର ରୋଗର ସାମ୍ନା କରୁଥିବା ବେଳେ ଏ କ୍ଷେତ୍ରରେ ଚିକିତ୍ସା ବିଜ୍ଞାନର କମାଲ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଗୋଟିଏ ୧୩ ବର୍ଷୀୟ ବାଳକ…
ପୁଟିନ୍ଙ୍କ ସମାଲୋଚକ ଆଲେକ୍ସି ନାଭାଲନୀଙ୍କ ମୃତ୍ୟୁ ରେ କ’ଣ କହିଲେ ବାଇଡେନ୍?
ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ଆଲେକ୍ସି ନାଭାଲନୀଙ୍କ ମୃତ୍ୟୁ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରତିକ୍ରିୟା ପ୍ରକାଶ କରି ଏଥିପାଇଁ ପୁଟିନଙ୍କୁ ଦାୟୀ କରିଛନ୍ତି। ପୁଟିନ୍ଙ୍କ…
ସୀମା-ହାଇଦର ମାମଲାରେ ନୂଆ ମୋଡ଼; ପିଲାଙ୍କୁ ପାକ୍ ନେଇଯିବେ ଗୁଲାମ ହାଇଦର
ନୂଆଦିଲ୍ଲୀ: ପାକିସ୍ତାନୀ ମହିଳା ସୀମା ହାଇଦରଙ୍କ ପ୍ରଥମ ସ୍ୱାମୀ, ଯିଏ କି ୨୦୨୩ରେ ନିଜ ପ୍ରେମିକା ସହିତ ରହିବା ପାଇଁ ୪ ଟି ପିଲାଙ୍କ ସହ ବେଆଇନ ଭାବରେ ଭାରତ ଆସିଥିଲେ, ନିଜ ପିଲାମାନଙ୍କୁ ଫେରାଇ ଆଣିବାରେ ସାହାଯ୍ୟ…
ସଂସଦରେ ୭୬-୧୭୬ ଭୋଟ୍ ପାରିତ ହେବା ପରେ ସମଲିଙ୍ଗୀ ବିବାହକୁ ମିଲିଲା ମଞ୍ଜୁରି
ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ମଞ୍ଜୁରି ଦେବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି ଗ୍ରୀସ୍। ଗ୍ରୀସ ହେଉଛି ପ୍ରଥମ ପାରମ୍ପରିକତାବାଦୀ ଖ୍ରୀଷ୍ଟିଆନ ଦେଶ ଯିଏ କି ଏଭଳି ବିବାହକୁ ବୈଧତା ପ୍ରଦାନ କରିଛି । ସମଲିଙ୍ଗୀ…
ଜେଲରେ ବନ୍ଦୀ ଅବସ୍ଥାରେ ‘ନେତା’ଙ୍କ ମୃତ୍ୟୁ: କାରଣ ଏବେ ବି ଅସ୍ପଷ୍ଟ
ନୂଆଦିଲ୍ଲୀ: ଜେଲରେ ବନ୍ଦୀ ଅବସ୍ଥାରେ ଥାଇ ପ୍ରାଣ ହରାଇଛନ୍ତି ଋଷର ବିରୋଧୀ ନେତା ଏଲେକ୍ସି ନବଲନୀ । ୟମାଲୋ-ନେନେଟ୍ସ ଅଞ୍ଚଳର ଜେଲ ସେବା ଏ ନେଇ ସୂଚନା ଦେଇଛନ୍ତି । ୱେବସାଇଟରେ ଏ ନେଇ ଏକ ବୟାନରେ ୟମାଲୋ-ନେନେଟ୍ସ…
ଭାରତ-ଇଂଲଣ୍ଡ ଟେଷ୍ଟ: ୪୪୫ ରନ୍ରେ ଶେଷ ହେଲା ଭାରତର ପ୍ରଥମ ଇନିଂସ
ରାଜକୋଟ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ଦଳ ୪୪୫ ରନ୍ କରି ଆଉଟ୍ ହୋଇଯାଇଛି। ରାଜକୋଟରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଭାରତର ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଅଧିନାୟକ ରୋହିତ…
OpenAI ଲଞ୍ଚ କଲା ନୂଆ ପ୍ଲାଟଫର୍ମ ‘Sora’: ଟେକ୍ସଟ ଲେଖିବାର କିଛି ସମୟ ପରେ ଭିଡିଓ ଜେନେରେଟ ହୋଇ ହୋଇପାରିବ
ନୂଆଦିଲ୍ଲୀ: ଏଣକି ଆପଣମାନେ କେବଳ ଟେକ୍ସଟ ଲେଖିକରି ଭିଡିଓ ଜେନେରେଟ କରିପାରିବେ । ଭିଡିଓ ସୃଷ୍ଟି କରିବା ପାଇଁ ଆପଣଙ୍କୁ ଆଉ ଫଟୋ ବା କ୍ଲିପର ଆବଶ୍ୟକତା ପଡ଼ିବ ନାହିଁ । ଭିଡିଓ ସୃଷ୍ଟି କରିବା ପାଇଁ ଓପନଏଆଇ ନିଜର ନୂଆ…
ବାପ୍ରେ ଏଲନ୍ ମସ୍କଙ୍କର ଘଣ୍ଟାକର ଦରମା ଏତେ ..! ଭାରତୀୟଙ୍କ ବର୍ଷକ ସାଲାରୀ ବି ତା’ ଠାରୁ କମ୍ ପଡିଯିବ
ନୂଆଦିଲ୍ଲୀ:ଟେକ୍ ଅରବପତି ଏଲନ ମସ୍କଙ୍କ ଘଣ୍ଟାକର ଆୟ ବିଷୟରେ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । କାରଣ ପ୍ରତି ମିନିଟ୍ରେ ସେ ୬,୮୮୭ ଡଲାର, ପ୍ରତି ଘଣ୍ଟାରେ ୪,୧୩,୨୨୦ ଡଲାର, ପ୍ରତିଦିନରେ ସେ ୯୯,୧୭,୨୮୦ ଡଲାର ଓ…