Browsing Category
ବିଦେଶ
ଆଇଏମ୍ଏଫର ବଡ଼ ଘୋଷଣା: ବିଶିଷ୍ଟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥଙ୍କୁ ମିଳିଲା ପଦୋନ୍ନତି, ଏବେ ଏହି ପଦରେ ହେବ ନିଯୁକ୍ତି
ନୂଆଦିଲ୍ଲୀ: ବିଶିଷ୍ଟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ର ପ୍ରଥମ ମ୍ୟାନେଜିଂ ଡାଇରେକ୍ଟର୍ ହେବେ । ଗୁରୁବାର ଦିନ ଆଇଏମ୍ଏଫ୍ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ୨୦୨୨ ଜାନୁଆରୀ…
ଶକ୍ତିଶାଳୀ ରାଷ୍ଟ୍ରରେ କାୟା ମେଲାଉଛି ଓମିକ୍ରନ୍: ଚିହ୍ନଟ ହେଲେଣି ୫ ସଂକ୍ରମିତ, ଯାତ୍ରୀଙ୍କ ପାଇଁ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ବିଶ୍ୱରେ କରୋନାର ନୂତନ ପ୍ରଜାତି ଓମିକ୍ରନ୍ କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ଏହାର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷଜ୍ଞ ମାନେ ମଧ୍ୟ ଏହାକୁ ନେଇ ସମଗ୍ର ବିଶ୍ୱକୁ ଚେତାବନୀ…
ରେଳ ଷ୍ଟେସନ ନିକଟରେ ଚାଲିଥିଲା ନିର୍ମାଣ କାର୍ଯ୍ୟ, ହଠାତ ଫୁଟିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ବେଳର ବୋମା; ୪ ଆହତ
ନୂଆଦିଲ୍ଲୀ: ମ୍ୟୁନିକ୍ର ମୁଖ୍ୟ ରେଳ ଷ୍ଟେସନ୍ ନିକଟରେ ବୁଧବାର ଦିନ ଗୋଟାଏ ପୁରାତନ ବୋମା ବିସ୍ଫୋରଣ ଘଟିଛି । ଯାହା ଫଳରେ ୪ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି । ଏନେଇ ଟୁଇଟ୍ କରି ପୁଲିସ ସୂଚନା ଦେଇଛି ।…
୨୧ ରାଷ୍ଟ୍ରକୁ ମାଡିଗଲାଣି ନୂଆ ପ୍ରଜାତି ‘ଓମିକ୍ରନ୍’, ଦକ୍ଷିଣ ଆଫ୍ରିକାରେ ରକେଟ ବେଗରେ ବ୍ୟାପୁଛି
ନୂଆଦିଲ୍ଲୀ: କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ ଏବେ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରକୁ ବ୍ୟାପିବାରେ ଲାଗିଛି । ଇତି ମଧ୍ୟରେ ଓମିକ୍ରନ୍ ପ୍ରଜାତି ୨୧ ରାଷ୍ଟ୍ରକୁ ବ୍ୟାପିସାରିଲାଣି । ଅଧିକାଂଶ ୟୁରୋପୀୟ ରାଷ୍ଟ୍ରରେ…
ଅନ୍ତର୍ଜାତୀୟ ବିମାନ ଉଡ଼ାଣ ନିଷ୍ପତ୍ତି ରଦ୍ଧ, ସ୍ଥିତି ଦେଖି ପରର୍ବତ୍ତୀ ସମୟରେ ନିଆଯିବ ନିଷ୍ପତ୍ତି
ନୂଆଦିଲ୍ଲୀ,: ଚଳିତ ମାସ ୧୫ ତାରିଖରୁ ଯାତ୍ରୀବାହୀ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବାକୁ ବାଣିଜ୍ୟକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । କିନ୍ତୁ ବିଶ୍ୱର ଅନେକ ରାଷ୍ଟ୍ରରେ କୋଭିଡ୍ର ନୂଆ…
Facebook CEOଙ୍କ ନାମରେ ଉତ୍ତର ପ୍ରଦେଶରେ ରୁଜୁ ହେଲା ମାମଲା; ବିବାଦ ପଛରେ ଅଛନ୍ତି ଅଖିଳେଶ ଯାଦବ
ନୂଆଦିଲ୍ଲୀ:ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ ନାମରେ ମାମଲା । ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ । ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ନାମରେ ବିବାଦୀୟ ପୋଷ୍ଟକୁ ନେଇ ଜୁକରବର୍ଗ ଏବଂ…
କେବଳ ପରାଗ୍ ନୁହନ୍ତି ବରଂ ଏହି ଟପ୍ ଆମେରିକୀ କମ୍ପାନୀର ସୁପରବସ୍ ହେଉଛନ୍ତି ଭାରତୀୟ, ପଢ଼ନ୍ତୁ ପୂରା ଖବର
ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ ର କୋ-ଫାଉଣ୍ଡର୍ ଜ୍ୟାକ୍ ଡୋରସେ ସିଇସ ପଦବୀ ଛାଡ଼ିବା ନେଇ ଘୋଷଣା କରିସାରିଛନ୍ତି । ଏବେ ଟୁଇଟର୍ ର ନୂତନ ସିଇଓ ଭାବରେ ଭାର ସମ୍ଭାଳିବେ ପରାଗ ଅଗ୍ରୱାଲ୍ । ଅର୍ଥାତ୍ ଜଣେ…
Twitter CEO ହେବା ପରେ ପରାଗଙ୍କୁ ଶୁଭେଚ୍ଛାର ସୁଅ, ଏଲନ୍ ମସ୍କ କହିଲେ- ଭାରତୀୟ ପ୍ରତିଭା ଦ୍ୱାରା ଆମେରିକାକୁ ଅନେକ ଫାଇଦା
ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ ର ସିଇଓ ଭାରତ ସମ୍ବାଳିବେ ଭାରତୀୟ ପୁଅ ପରାଗ ଅଗ୍ରୱାଲ୍ । ପୂର୍ବରୁ ସେ ସିଟିଓ ବା ଚିଫ୍ ଟେକ୍ନୋଲୋଜି ଅଫିସର୍ ଭାବରେ କାମ କରୁଥିବା ବେଳେ ଏବେ ତାଙ୍କୁ ସିଇଓ ପଦ ମିଳିଛି ।…
Omicronର ପ୍ରଭାବ: ହ୍ରାସ ପାଇଲା ଅଶୋଧିତ ତୈଳ ଦର
ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହା ବିଶ୍ୱ କମୋଡିଟି ବଜାରକୁ ଚହଲାଇ ଦେଇଛି । ଶେୟାର ବଜାରରୁ ଆରମ୍ଭ କରି କମୋଡିଟି ବଜାର ପର୍ଯ୍ୟନ୍ତ ସବୁକିଛି ନିମ୍ନମୁଖୀ । ବିଶ୍ଳେଷକଙ୍କ କହିବାନୁସାରେ, ଯଦି…
ଡରୁଛି ସରକାର, ଜାଣିଥିଲେ ଭୁଲ୍ କାମ କରୁଛନ୍ତି: କୃଷି ଆଇନ ପ୍ରତ୍ୟାହାର ପରେ କେନ୍ଦ୍ର ଉପରେ ବର୍ଷିଲେ ରାହୁଲ
ନୂଆଦିଲ୍ଲୀ : କୃଷି ଆଇନ ପ୍ରତ୍ୟାହାର ଉପରେ ଲୋକସଭା ଓ ରାଜ୍ୟସଭାରେ ମୋହର ବାଜିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂତନ ଦାବି ଉଠାଇଛନ୍ତି । ସେ କହିଛନ୍ତି ଏହି ବିଲ୍ ପ୍ରତ୍ୟାହାର କରି ଖୋଦ୍ ପ୍ରଧାନମନ୍ତ୍ରୀ…