Browsing Category
ବିଦେଶ
ରୁଷ୍-ୟୁକ୍ରେନ୍ଙ୍କୁ କଥା ବାର୍ତ୍ତା କରିବାକୁ ହେବ, ଚାହିଁଲେ ଭାରତ ପରାମର୍ଶ ଦେବାକୁ ପ୍ରସ୍ତୁତ’, ଏସ୍ ଜୟଶଙ୍କର
ନୂଆଦିଲ୍ଲୀ: ଜର୍ମାନୀର ରାଜଧାନୀ ବର୍ଲିନ୍ ଭାରତ ୟୁକ୍ରେନ୍ ରୁଷିଆରୁ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଆଲୋଚନା ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଙ୍ଗଳବାର ପୁଣି ଥରେ ସମର୍ଥନ କରିଛନ୍ତି। ଏହାର ଗୋଟିଏ ଦିନ…
ରାହୁଲଙ୍କ ଟାର୍ଗେଟରେ ବିଜେପି ଓ ଆରଏସଏସ, ନିର୍ବାଚନକୁ ପ୍ରଭାବିତ କରି ମୋଦି ଗଢିଛନ୍ତି ସରକାର
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଏବେ ତ୍ରିଦିବସୀୟ ଆମେରିକା ଗସ୍ତରେ । ସେଠି ସେ ଘନ ଘନ ବିଜେପି ଓ ଆରଏସଏସ ଉପରେ ଟାର୍ଗେଟ କରିଚାଲିଛନ୍ତି । ଚଳିତ ସାଧାରଣ ନିର୍ବାଚନ ଉପରେ ମଧ୍ୟ ଟିପ୍ପଣୀ ଦେଇ ଦେଶର ନିର୍ବାଚନ ବ୍ୟବସ୍ଥାର…
ABC ଚ୍ୟାନେଲରେ କମଳା ଓ ଟ୍ରମ୍ପଙ୍କ ମଧ୍ୟରେ ହେବ ହଟ୍ ଡିବେଟ୍
ୱାସିଂଟନ: ଆମେରିକାରେ ୫ ନଭେମ୍ବରକୁ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଡେମୋକ୍ରାଟିକ ଓ ରିପବ୍ଲିକ ପାର୍ଟିର ପ୍ରାର୍ଥୀ କମଲା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆମେରିକୀୟ ସମୟ ମୁତାବକ, ବୁଧବାର ସକାଳ…
ଦୁର୍ଗା ପୂଜାରେ ବାସିବନି ଇଲିଶି ମାଛ ବେସର, ରୋକ୍ ଲଗାଇଲା ବାଂଲାଦେଶ
ନୂଆଦିଲ୍ଲୀ: ଆଉ ମାସେ ରହିଲା ଦୁର୍ଗା ପୂଜା । ତେବେ ପୂଜା ପୂର୍ବରୁ ବଙ୍ଗାଳୀମାନଙ୍କ ହାଣ୍ଡିଶାଳରେ ବାସେ ଇଲିଶି ମାଛ । ସୋରିଷ ଦିଆ ଇଲିଶି ମାଛ ବେସର ସମସ୍ତେ ଖାଇଥାନ୍ତି । କିନ୍ତୁ ଚଳିତ ବର୍ଷ ଏହା ବଙ୍ଗାଳୀମାନଙ୍କ…
ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ଼ ‘ୟାଗି’; ନେଲାଣି ୫୯ ମୁଣ୍ଡ, ଭାସିଗଲା ପୋଲ, ଗାଡ଼ି-କୋଠାବାଡ଼ି
ନୂଆଦିଲ୍ଲୀ: ଭିଏତନାମଉପପ୍ରଧାନମନ୍ତ୍ରୀ ସୋମବାର କହିଛନ୍ତି ଯେ, ବାତ୍ୟା ୟାଗି ଯୋଗୁଁ ଲାଲ ନଦୀ ଉପରେ ଥିବା ଏକ ପୋଲ ଭୁଶୁଡ଼ି ପଡ଼ିଛି । ୧୦ଟି କାର୍ ଓ ୨ଟି ସ୍କୁଟି ଭାସି ଯାଇଛି । ଉପପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୩…
ବିଶ୍ୱକୁ ଆଉ ଏକ ଭୟଙ୍କର ମହାମାରୀ ଭେଟିଦେବାକୁ ଯାଉଛି ଚୀନ
ନୂଆଦିଲ୍ଲୀ: ୨୦୧୯ରେ ଚୀନ ଲାବରେଟୋରୀରୁ ସଂକ୍ରମିତ କୋଭିଡ ୧୯ ଭୂତାଣୁର ଭୟ ଲୋକଙ୍କ ମନରୁ ସମ୍ପୂର୍ଣ୍ଣ ହଜିନି, ପୁଣି ଏକ ଭାଇରସ ଚୀନରେ ଚିହ୍ନଟ ହେଲାଣି । ଏହି ଭୂତାଣୁ ମଣିଷର ମସ୍ତିଷ୍କକୁ ସଂକ୍ରମିତ କରି ରୋଗ ସୃଷ୍ଟି…
ଏମିତି ଏକ ଜାଗା ରହିଛି, ଯେଉଁଠି କ୍ରିକେଟ ସମ୍ପୂର୍ଣ୍ଣ ବ୍ୟାନ୍
ନୂଆଦିଲ୍ଲୀ: କେବେ ଶୁଣିଛନ୍ତି, କ୍ରିକେଟ ଖେଳିଲେ ଦେବାକୁ ହୁଏ ଜରିମାନା? ହଁ ଏମିତି ଏକ ଦେଶ ଅଛି ଯେଉଁଠି କ୍ରିକେଟ ଖେଳିବା ହେଉଛି ଅପରାଧ । କ୍ରିକେଟ ଖେଳିଲେ ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ଯାଏ ସେଠାରେ ଓ ଆଦାୟ କରେ…
ପୁଣି ଦୁନିଆ ଦେଖିବ ମୃତ୍ୟୁର ତାଣ୍ଡବ! ଗୋଟିଏ ସପ୍ତାହରେ ୧୫ ଶହରୁ ଅଧିକ ମୃତ୍ୟୁ: କ’ଣ ହେବ ଭବିଷ୍ୟତ?
ନୂଆଦିଲ୍ଲୀ: ଲଗାତାର ୩ ବର୍ଷ ପର୍ଯ୍ୟନ୍ତ ସାରା ବିଶ୍ୱକୁ କବଳିତ କରିଥିଲା, ଏବେ ପୁଣିଥରେ ଫେରୁଛି ମୃତ୍ୟୁର ସେହି ଦାନବ । ମାତ୍ର କେଇଟା ଦିନରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା ଏହି ଭୂତାଣୁ । ଏବେ ପୁଣିଥରେ…
ବିଶ୍ୱ କବିଙ୍କ ରଚିତ ‘ଆମାର ସୋନାର ବାଙ୍ଗଲା’କୁ ବଦଳାଇବାକୁ ନେଇ ଚର୍ଚ୍ଚା ଭିତରେ ୟୁନୁସଙ୍କ ବୟାନ
ଢାକା: ବାଙ୍ଗଲାଦେଶର ଶାସନ ଭାର ମହମ୍ମଦ ୟୁନୁସଙ୍କ ହାତକୁ ଯିବା ପରେ ଦେଶରେ ବହୁ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି ।ଆଉ ଏହି ସମୟରେ ଜଣେ ପୂର୍ବତନ ସେନା ଅଧିକାରୀଙ୍କ ବୟାନ, ବାଙ୍ଗଲାଦେଶର ଜାତୀୟ ସଂଗୀତ…
ନାଇଜେରିଆରେ ତେଲ ଟ୍ୟାଙ୍କର ବିସ୍ଫୋରଣ; ୫୦ରୁ ଅଧିକ ମୃତ
ନୂଆଦିଲ୍ଲୀ: ନାଇଜେରିଆରେ ଏକ ତେଲ ଟ୍ୟାଙ୍କର ଓ ଲୋକ ଭର୍ତ୍ତି ଟ୍ରକ୍ ମୁହାଁମୁହିଁ ଧକ୍କା ହେବାଫଳରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି କହିଛି ଯେ ରବିବାର ଅପରାହ୍ନ ସାଢ଼େ ୧୨ଟା…