Browsing Category

ଦେଶ

ରାଜଧାନୀରେ ନାୟକ ଫିଲ୍ମର ସିନ୍, ଡ୍ରେନ ସଫା କରିବା ପରେ କ୍ଷୀରରେ ସ୍ନାନ କଲେ ନେତାଜୀ

ନୂଆଦିଲ୍ଲୀ : ନିର୍ବାଚନ ସମୟରେ ନେତାମାନେ ଏମିତି ଅଜବ ଗଜବ କାମ କରନ୍ତି ଯାହା ଜନତାଙ୍କ ପାଇଁ ବୁଝିବା ମୁସ୍କିଲ ହୋଇଥାଏ ଯେ, ରାଜନୀତିରେ ଡ୍ରାମା ହେଉଛି କି ଡ୍ରାମାରେ ରାଜନୀତି ଚାଲିଛି ? ଦିଲ୍ଲୀରେ ନଗର ନିଗମ…

ସମୁଦ୍ରରେ ଲୀନ ହେବ କୋଲକାତା!: ପରିସ୍ଥିତି ନ ସୁଧୁରିଲେ ଏହି ତାରିଖ ସୁଦ୍ଧା ବୁଡିଯିବ ସାରା ସହର

କୋଲକାତା: ବିପର୍ଯ୍ୟୟ ଏବଂ ଏହାଦ୍ୱାରା ହେଉଥିବା ମୃତ୍ୟୁସଂଖ୍ୟା ଅନୁସାରେ କୋଲକାତା ମଧ୍ୟ ଭାରତର ୮ ସହର ମଧ୍ୟରେ ସ୍ଥାନ ପାଇଛି । ସମୁଦ୍ର ପତନ ବଢିବା ସହ ବନ୍ୟା ଏବଂ ପ୍ରଳୟର ସମ୍ଭାବନା ବଢୁଥିବା ସହର ମଧ୍ୟରେ କୋଲକାତା…

ଆବଶ୍ୟକ ହେଲେ ଖୋଲାଯିବ କାଶ୍ମୀର ଫାଇଲ୍ସ: ଡିଜିପି ଦିଲବାଗ ସିଂଙ୍କ ବୟାନକୁ ନେଇ ବିବାଦ

ନୂଆଦିଲ୍ଳୀ: ଜାମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ଆବଶ୍ୟକ ପଡିଲେ କାଶ୍ମୀର ଫାଇଲ୍ସକୁ ଆଉଥରେ ଖୋଲାଯିବ ବୋଲି କହିଛନ୍ତି ଡିଜିପି । ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ପଳାୟନର…

ଜନ୍ମ ଦିନରେ ଭଗତ ସିଂଙ୍କୁ ଶ୍ରଦ୍ଧାଞ୍ଜଳି: ସୈନିକ ସ୍କୁଲକୁ ନାମିତ କଲେ ଦିଲ୍ଳୀ ସରକାର

ନୂଆଦିଲ୍ଳୀ: ସ୍ୱାଧିନତା ସଂଗ୍ରାମୀ ସହିଦ-ଇ-ଅଜମ ଭଗତ ସିଂ,ରାଜଗୁରୁ ଏବଂ ଶୁକଦେବଙ୍କୁ ମୃତ୍ୟୁ ବାର୍ଷିକ ଦିବସ ଅବସରରେ ମାର୍ଚ୍ଚ ୨୩ରେ ଏକ ଅନଲାଇନ ସଭାରେ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜରିୱାଲ ଯୋଗଦେଇଥିଲେ । ଏହି ସଭାରେ…

ରନ୍ଧାଶାଳରେ ମହଙ୍ଗାମାଡ: ୧୧ଟି ସହରରେ ୧୦୦୦ ପାର କଲା ଏଲପିଜି ଦର

କିଛି ମାସର ବ୍ୟବଧାନ ପରେ ପୁଣି ବଢିଲା ଘରୋଇ ଇନ୍ଧନର ଦର । ମଙ୍ଗବାର ତଥା ଆଜି ଦେଶରେ ବଢିଛି ରୋଷଇ ଗ୍ୟାସ ସିଲିଣ୍ଡର ଦର । ୧୪.୨ କେଜି ଗ୍ୟାସ ସିଲିଣ୍ଡର ଦର ୫୦ଟଙ୍କା ବଢିଛି । ଏଥିସହ ଦେଶର କିଛି ସହରରେ ସିଲିଣ୍ଡର…

ହିଟଲରଙ୍କ ସମୟକୁ ଦୋହରାଉଛି ବିଜେପି ସରକାର : ‘ଦି କାଶ୍ମୀର ଫାଇଲ୍ସ’କୁ ନେଇ ଫାରୁଖ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ମିତ ‘ଦି କଶ୍ମୀର ଫାଇଲ୍ସ’ ଫିଲ୍ମକୁ ନେଇ ବହୁ ବାଦ ବିବାଦ ଲାଗିବା ସହ ଚର୍ଚ୍ଚା ମଧ୍ୟ ଲାଗି ରହିଛି । ଫିଲ୍ମକୁ ନେଇ ବଲିଉଡରୁ ଆରମ୍ଭ କରି ଦେଶର ବଡ ବଡ…

ଗ୍ରାଜୁଏସନ୍ ଆଡମିଶନ ପାଇଁ ଛାତ୍ରଛାତ୍ରୀ ଦେବେ ପ୍ରବେଶିକା : ଓଡ଼ିଆ ସମେତ ୧୩ ଭାଷାରେ ପରୀକ୍ଷା ପାଇଁ ଏନଟିଏର ନିଷ୍ପତ୍ତି

ନୂଆଦିଲ୍ଲୀ: ଉଚ୍ଚଶିକ୍ଷା ପାଇଁ ଏବେ କୌଣସି ବିଶ୍ୱବିଦ୍ୟାଳରେ ନାମ ଲେଖା ପାଇଁ ପିଲମାନଙ୍କୁ ଦେବାକୁ ପଡିବ ସିୟୁଇଟି ପରୀକ୍ଷା । ଆଉ ଯୁକ୍ତ୨ ମାର୍କ ଆଧାରରେ ଛାତ୍ରଛାତ୍ରୀମାନେ କୌଣସି ବିଶ୍ୱବିଦ୍ୟାଳୟରେ ନାମ…

ତାଲା ନ ଭାଙ୍ଗି ଜେଲରୁ କଏଦୀ ଫେରାର: ଡେମୋ ଦେଖି ଆପଣଙ୍କର ଉଡିଯିବ ହୋସ

ମହାରାଷ୍ଟ୍ର: ମହାରାଷ୍ଟ୍ରର ପୁଣେ ଜିଲ୍ଳାରେ କଏଦୀ ଫେରାର ମାରିଥିବା ଘଟଣା ସାମନାକୁ ଆସିଛି । କିନ୍ତୁ ଆଶ୍ଚର୍ଯ୍ୟର ଘଟଣା ଥିଲା ଏହା କି ଫେରାର ହେବା ସମୟରେ ନା ଲକଅପ୍ ର ତାଲା ଭଙ୍ଗା ଯାଇଥିଲା ଆଉ ନା ଲୁହାର ଶିକୁଳି…

ଦିଲ୍ଲୀରେ ଏବେ ରହିବେ ଜଣେ ମେୟର, ତିନି ଏମସିଡିକୁ ବିଲୟ ପାଇଁ ମୋଦୀ କ୍ୟାବିନେଟର ମଞ୍ଜୁରୀ

ଦିଲ୍ଲୀର ତିନି ନଗର ନିଗମକୁ ଗୋଟିଏ କରିବା ନେଇ ବିଲ୍ ଏମସିଡି ବିଲ୍ କୁ ମୋଦୀ କ୍ୟାବିନେଟର ମୋହର । ଆସନ୍ତା ସପ୍ତାହରେ ସଂସଦରେ ବିଲ୍ ଆଗତ ହେବ । ବିଲ୍ ପାସ୍ ହେବାପରେ ଦିଲ୍ଲୀରେ ତିନି ମେୟର ବଦଳରେ ଜଣେ ମେୟର ରହିବେ ।…

ଟିଏମସି ନେତାଙ୍କ ହତ୍ୟା ପରେ ହିଂସା, ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୧୦ ଜୀବନ୍ତ ଦଗ୍ଧ

କୋଲକାତା: ବିଧାନସଭା ନିର୍ବାଚନ ପରେ ହିଂସାରେ ଜଳି ଉଠିଥିବା ପଶ୍ଚିମବଙ୍ଗରେ ପୁଣି ଥରେ ହିଂସାକାଣ୍ଡ ଆରମ୍ଭ ହୋଇ ଯାଇଛି। ସୋମବାର ଟିଏମସିର ଜଣେ ପଞ୍ଚାୟତ ନେତାଙ୍କ ହତ୍ୟା ପରେ ସୃଷ୍ଟି ହିଂସାରେ ୧୦ ଜଣଙ୍କ ମୃତ୍ୟୁ…