Browsing Category

ଦେଶ

ନର୍ସିଂହୋମରେ ଡାକ୍ତରଙ୍କୁ ଗୁଳି କରି ହତ୍ୟା, ଚିକିତ୍ସା ବାହାନାରେ ଆସିଥିଲେ ଦୁଇ କିଶୋର

ନୂଆଦିଲ୍ଲୀ: ଦିଲ୍ଲୀର ଜୈତପୁର ସ୍ଥିତ ଏକ ଘରୋଇ ନର୍ସିଂହୋମରେ ବୁଧବାର ରାତିରେଜଣେ ୫୫ ବର୍ଷୀୟ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା କୋଲକାତାର ଆରଜି କର ମେଡିକାଲ କଲେଜରେ ୩୧ ବର୍ଷୀୟ ମହିଳା…

ହରିୟାଣା ବିଧାନସଭା ନିର୍ବାଚନ: ଆଜି ପ୍ରଚାର ପାଇଁ ଶେଷ ତାରିଖ, ଜୋଶରେ ବିଭିନ୍ନ ରାଜନୈତିକ ଦଳ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୫ରେ ହରିୟାଣାର ୯୦ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ଆଜି ପ୍ରଚାର କରିବାର ଶେଷ ତାରିଖ । ତେଣୁ ଆଜି ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ଦମ୍ ଦେଖିବାକୁ ମିଳିବ । ଆଜି ସନ୍ଧ୍ୟା ୬ଟାରେ…

(Video) ଲେଡି ସିଂଘମ; ଏକ ସାଙ୍ଗରେ ୩ଜଣ ଚୋରଙ୍କୁ ଘରେ ପଶିବାକୁ ଦେଲେନି ଏହି ମହିଳା, ଭିଡିଓ ଦେଖିବା ପରେ ହେବ ବିଶ୍ୱାସ

ନୂଆଦିଲ୍ଲୀ: ପଞ୍ଜାବର ଅମୃତସରରୁ ଜଣେ ମହିଳାଙ୍କ ବାହାଦୂରୀ ପାଇଁ ଘରୁ ଚୋରି ହେବାରୁ ବଞ୍ଚିଯାଇଛି। କିପରି ଏକାକୀ ଭାବେ ସେ ଚୋରଙ୍କୁ ଘରକୁ ପଶିବାକୁ ଦେଉନାହାନ୍ତି, ତା’ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ…

ଗାନ୍ଧୀ ଜୟନ୍ତୀ ଛୁଟିରେ ‘ଦେୱରା’ର ଲାଗିଲା ଲଟେରୀ, ଏତିକି କୋଟି ପାର କରି ଭାଙ୍ଗିଲା KGF 2ର ରେକର୍ଡ

ନୂଆଦିଲ୍ଲୀ: ଜୁନିୟର ଏନଟିଆର ‘ଦେୱରା ପାର୍ଟ ୧’ ସହ ରୂପେଲି ପରଦା ପରେ ସୋଲୋ ହିରୋ ଭାବେ କମବ୍ୟାକ କରିଛନ୍ତି। ଏହି ଫିଲ୍ମ ସହ ଜାନଭି କପୁର ଏବଂ ସୈଫ ଅଲୀ ଖାନ ମଧ୍ୟ ତେଲୁଗୁରେ ଡେବ୍ୟୁ କରିଛନ୍ତି, ଯେଉଁଥିରେ ଫିଲ୍ମର…

ଦଳିତଙ୍କ ଉପରେ ଏବେବି ରହିଛି ଭେଦଭାବ; ଯୁବକଙ୍କୁ ମାଡ଼ ମାରି ତାଙ୍କ ମୁହଁରେ ପରିସ୍ରା କଲେ ଦୁର୍ବୃତ୍ତ

ପାଟନା: ସୋନଭଦ୍ର ଜିଲ୍ଲାର ଶକ୍ତିନଗର ଥାନା ଅଞ୍ଚଳରେ ଜଣେ ଦଳିତ ଯୁବକଙ୍କ ସହ ଅମାନବୀୟ ବ୍ୟବହାରର ଏକ ଘଟଣା ସାମ୍ନାକୁ ଆସିଛି। ପୀଡ଼ିତ ପୱନ ଖରୱାରଙ୍କୁ କିଛି ଲୋକ ମାଡ଼ ମାରିବା ସହ ପରିସ୍ରା କରିଥିବା ଅଭିଯୋଗ ହୋଇଛି।…

X ୟୁଜର୍ସଙ୍କୁ ଝଟକା! ଏବେ ମିଳିବନି ଏହି ସୁବିଧା, Elon Musk ଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ବ୍ୟବହାର ସାରା ଦୁନିଆରେ କୋଟି କୋଟି ଲୋକେ କରିଥାଆନ୍ତି। ଏହି ତାଲିକାରେ ସିଲିବ୍ରିଟୀ, ନେତା, ବିଜନେସମ୍ୟାନଙ୍କ ଠାରୁ ନେଇ ଜନସାଧାରଣଙ୍କ ଯାଏଁ ସମସ୍ତେ ବ୍ୟବହାର…

ପ୍ରଥମେ ଷଡ଼ଯନ୍ତ୍ର କରି ବିବାହ; ସ୍ତ୍ରୀ ନାଁରେ ଲୋନ୍ କରି କିଣିଲା କାର୍, ବୀମା ଟଙ୍କା ପାଇଁ ଚଢ଼ାଇଦେଲା ଗାଡ଼ି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବୀମା ଟଙ୍କା ପାଇଁ ପତ୍ନୀଙ୍କୁ ହତ୍ୟା କରିବା ସହ ବିବାହ ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୋଲିସ ଡେପୁଟି କମିସନର ଶଶାଙ୍କ…

ଫୋନ୍ ନଦେବାରୁ ମା’ର ମୁଣ୍ଡକୁ ବ୍ୟାଟରେ ପିଟିଲା ନାବାଳକ, ,ବହୋସ୍ ହେବାରୁ ଛଡ଼ାଇନେଲା ମୋବାଇଲ: ଦେଖନ୍ତୁ ଏହି ବିପଜ୍ଜନକ Video

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ମା ଏବଂ ପିଲାମାନଙ୍କ ମଧ୍ୟରେ ଥିବା ପ୍ରେମର ଅନେକ ଭିଡିଓ ଭାଇରାଲ ହୁଏ, କିନ୍ତୁ ଆଜିକାଲି ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି । ଏଥିରେ ନଜର ଆସିଛି ଯେ ଜଣେ ମା ପିଲାଠାରୁ ଫୋନ୍ ଛଡ଼ାଇ…

୪ରେ ଆସୁଛି ଆଉ ଏକ ଲଘୁଚାପ! ଆଜି ପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ନୂଆଦିଲ୍ଲୀ/ଭୁବନେଶ୍ୱର (ବ୍ୟୁରୋ): ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ୪ ତାରିଖରେ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ…

Sexotortionକୁ ସାବଧାନ୍! ଭିଡିଓ କଲ ପରେ ବ୍ଲାକମେଲ କରୁଛି ସୋସିଆଲ ମିଡିଆ Lover, କେମିତି ମିଳିବ ରକ୍ଷା?

ଓଡ଼ିଶା ଭାସ୍କର: ଆଜିକାଲି ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ରହିଛି । ଅଧିକାଂଶ ଲୋକ ଏହାଦ୍ୱାରା ଅନଲାଇନ ଡେଟିଂ ମଧ୍ୟ କରୁଥିବାର ଦେଖାଯାଇଛି । ତେବେ ଏହି ଅନଲାଇନ ଡେଟିଂ ପ୍ଲାଟଫର୍ମରେ କିଛି ଲୋକ ନାନା ସମସ୍ୟାର…