Browsing Category

ଦେଶ

ସମ୍ଭଲରେ ସ୍ଥିତି ଭୟଙ୍କର, ପଥର ମାଡରେ ୨ ଜଣଙ୍କ ମୃତ୍ୟୁ, ବିରୋଧୀ ଘେରିଲେ ସରକାରକୁ

ସମ୍ଭଲ- ଉତ୍ତର ପ୍ରଦେଶର ଜାମା ମସଜିଦ ସର୍ଭେକୁ ନେଇ ଅଶାନ୍ତ ସମ୍ଭଲ । ସର୍ଭେ ବେଳେ ପଥର ମାଡ ସହ ପୋଡାଜଳାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି । ସର୍ଭେ ଟିମ କୋର୍ଟଙ୍କ ନିର୍ଦ୍ଦେଶରେ…

ଫୁରସତ ଦେଲେନି, ଯିଏ ଆସିଲା ସେ ହାମରରେ ପିଟିବା ଆରମ୍ଭ କଲା, ବିଲ୍ ପାଇଁ ଶୋ’ରୁମ୍ ଆଗରେ ଭାଙ୍ଗିଦେଲେ ଗାଡ଼ି

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ନାନା ପ୍ରକାର ଭିଡିଓ ଭାଇରାଲ ହେଉଛି । ସେ ଭିତରୁ କିଛି ମନୋରଞ୍ଜନ କରୁଛି ତ ଆଉ କିଛି ଭିଡିଓ ଅବାକ୍ କରି ଦେଉଛି । ସେମିତି ଆଚମ୍ବିତ କଲାଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ…

ଏସବିଆଇ ଅମୃତ କଳସ ସ୍କିମର ବଢିଲା ଅବଧି, ପବଲିକ ଡିମାଣ୍ଡକୁ ଦେଖି ୬ଷ୍ଠ ଥର ପାଇଁ ଡେଡଲାଇନରେ ପରିବର୍ତ୍ତନ

ଓଡିଶା ଭାସ୍କର- ଦେଶର ସର୍ବ ବୃହତ ବ୍ୟାଙ୍କ ଏସବିଆଇ ଆଣିଛି ଫିକ୍ସ ଡିପୋଜିଟରେ ଦମଦାର ପ୍ଲାନ । ମାତ୍ର ୪୦୦ ଦିନର ଏଫଡିରେ ନିବେଶ ପରେ ମିଳୁଛି ଗ୍ୟାରେଣ୍ଟିଡ ଇନକମ । ଯଦି ଆପଣ ନିକଟ ଭବିଷ୍ୟତରେ ସର୍ଟ ଟର୍ମ ଇନଭେଷ୍ଟ…

ମହାରାଷ୍ଟ୍ର ସିଏମ Suspense ଭିତରେ ଆସିଲା ଶପଥ ଗ୍ରହଣ ତାରିଖ, ୱାନଖେଡେ ଷ୍ଟାଡିୟମରେ ହେବ ଭବ୍ୟ ଆୟୋଜନ

ମୁମ୍ବାଇ- ମହାରାଷ୍ଟ୍ରରେ ମହାଯୁତିର ବିଜୟ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ସସ୍ପେନ୍ସ ଜାରି ରହିଛି । ତିନି ପ୍ରମୁଖ ଦଳର ମୁଖିଆ ମୁଖ୍ୟମନ୍ତ୍ରୀ ଆସନ ଉପରେ ଆଖି ପକେଇଥିବା ବେଳେ ସୋମବାର ଅର୍ଥାତ୍ ୨୫…

ଆରମ୍ଭ ହେବ ହେମନ୍ତଙ୍କ ଚତୁର୍ଥ ପାଳି, ଆଜି ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ!

ରାଞ୍ଚି: ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ହେମନ୍ତ ସୋରେନ ପୁଣଥରେ ହେବେ ମୁଖ୍ୟମନ୍ତ୍ରୀ । ଆଉ ଦୁଇଦିନ ପରେ ଅର୍ଥାତ୍ ୨୬ ତାରିଖରେ ହେମନ୍ତ ଶପଥ ଗ୍ରହଣ କରିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଏ ନେଇ ଆୟୋଜିତ…

Man Ki Baat: ଯୁବକଙ୍କୁ ଫୋକସ କଲେ ପ୍ରଧାନମନ୍ତ୍ରୀ, NCCରେ ସାମିଲ ପାଇଁ କଲେ ଅପିଲ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତର 116 ତମ ଏପିସୋଡରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ସେ ପ୍ରଥମେ ଦେଶବାସୀଙ୍କୁ ଏନସିସି ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହାପରେ ନିଜ ସମ୍ବୋଧନରେ…

(Breaking- Video) ସମ୍ଭଲ ଜାମା ମସଜିଦ ସର୍ଭେ ବେଳେ ଟେକା, ପଥର ମାଡ; ପୋଲିସ କର୍ମୀ ଆହତ

ସମ୍ଭଲ- ୟୁପିର ସମ୍ଭଲ ହେଉଛି ଅଶାନ୍ତ । ରବିବାର ସମ୍ଭଲର ଜାମା ମସଜିଦ ସର୍ଭେ ବେଳେ ଦେଖାଦେଇଛି ଉତ୍ତେଜନା । ପୋଲିସ ଓ ସର୍ଭେ ଅଧିକାରୀଙ୍କ ଉପରକୁ ହୋଇଛି ଟେକା ପଥର ମାଡ । କିଛି ଜାଗାରେ ପୋଡାଜଳା । ଏଥିରେ କିଛି…

ଓଡିଶାରୁ ଅପହରଣ, ମହାରାଷ୍ଟ୍ରରେ ୧୪ ଦିନ ଧରି ବନ୍ଦ କୋଠରୀରେ ଦୁଷ୍କର୍ମ, ମନଭରିଗଲା ପରେ…

ଭୁବନେଶ୍ୱର- ରାଜ୍ୟରେ ଘଟିଯାଇଛି ଏକ ଲଜ୍ଜାଜନକ ଘଟଣା । ବିବାହିତା ମହିଳାଙ୍କୁ ନବରଙ୍ଗପୁରରୁ ଅପହରଣ କରି ମହାରାଷ୍ଟ୍ର ନେଇ ସେଠାରେ ୧୪ ଦିନ ଧରି ମନଖୁସି କରିବା ପରେ ଅନ୍ୟ ଜଣଙ୍କୁ ବିକ୍ରି କରିବାକୁ ଉଦ୍ୟମ କରିବା…

ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତି ସୁଯୋଗ, FCIରେ ବାହାରିଲା ବିଜ୍ଞପ୍ତି, ବିନା ପରୀକ୍ଷାରେ ଚାକିରି

ନୂଆଦିଲ୍ଲୀ- ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ରେ ମିଡିକାଲ ଅଫିସର ପାଇଁ ବାହାରିଲା ବିଜ୍ଞପ୍ତି । ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ଲୋଡିଛି ଏଫସିଆଇ । ଏହି ଆବେଦନର ଶେଷ ତାରିଖ ୧୬ ଡିସେମ୍ବର ୨୦୨୪ । ଏହି ପଦ ପାଇଁ…

(VIDEO) ବିଜୟ ଉତ୍ସବ ବେଳେ କ୍ରେନରୁ ପଡିଲା ଫଗୁ, ଜଳିଗଲେ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ଅନେକ ମହିଳା

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଗଣତି ଶେଷ ହେବା ପରେ ଫଳାଫଳ ଘୋଷଣା କରାଯାଇଛି । ଏଥିରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିଛି । ତେବେ କୋହ୍ଲାପୁରର ଚନ୍ଦଗଡ ବିଧାନସଭା କ୍ଷେତ୍ରରୁ ସ୍ବାଧୀନ…