Browsing Category

ଦେଶ ବିଦେଶ

ଛାଙ୍ଗୁର ବାବାଙ୍କ ଆଲିଶାନ କୋଠି ଉପରେ ଚାଲିଲା ବୁଲଡୋଜର, ଜାତି ଅନୁସାରେ ନିର୍ଦ୍ଧାରଣ କରୁଥିଲେ ଝିଅଙ୍କ ମୂଲ୍ୟ, କରୁଥିଲେ ଧର୍ମାନ୍ତରଣ

ବଲରାମପୁର: ଉତ୍ତର ପ୍ରଦେଶର ବଲରାମପୁର ଜିଲ୍ଲାରେ ଅବୈଧ ଧର୍ମାନ୍ତରଣ ରାକେଟର ମୁଖ୍ୟ ଅଭିଯୁକ୍ତ ଜମାଲୁଦ୍ଦୀନ ଉର୍ଫ ଛାଙ୍ଗୁର ବାବାଙ୍କ ଆଲିଶାନ କୋଠି ଉପରେ ମଙ୍ଗଳବାର (ଜୁଲାଇ ୮, ୨୦୨୫) ପ୍ରଶାସନ ବୁଲଡୋଜର ଚଳାଇଛି।…

ମାତ୍ର ୧୨୧ ଟଙ୍କା ନିବେଶ କଲେ, ଝିଅର ବିବାହ ସମୟରେ ମିଳିବ ୨୭ ଲକ୍ଷ!

ନୂଆଦିଲ୍ଲୀ: ଝିଅର ପାଠପଢା ଏବଂ ବିବାହ ସ୍ୱାପ୍ନକୁ ପୂରଣ କରିବା ପାଇଁ ଏବେଠାରୁ ନିବେଶ କରିବା ନିହାତି ଆବଶ୍ୟକ। ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର କନ୍ୟାଦାନ ପଲିସି ମାଧ୍ୟମରେ ଆପଣ ଦୈନିକ ୧୨୧ ଟଙ୍କାର ନିବେଶରେ…

ତାମିଲନାଡୁରେ ମର୍ମନ୍ତୁଦ ଦୁର୍ଘଟଣା, ସ୍କୁଲ ଭ୍ୟାନକୁ ଟ୍ରେନ ଧକ୍କା ଦେଲା: ଘଟଣା ସ୍ଥଳରେ ୨ ଛାତ୍ରଙ୍କ ମୃତ୍ୟୁ

କଡ଼ଲୋର: ତାମିଲନାଡୁର କଡ଼ଲୋର ଜିଲ୍ଲାର ସେମ୍ମଙ୍କୁପ୍ପମ ନିକଟରେ ମଙ୍ଗଳବାର ସକାଳେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏକ ସ୍କୁଲ ଭ୍ୟାନ ରେଳ ଟ୍ରାକ ଅତିକ୍ରମ କରୁଥିବା ସମୟରେ ଏକ ଦ୍ରୁତଗାମୀ ଟ୍ରେନ ସହ ଧକ୍କା ହେବାରୁ ଦୁଇ…

ଏବେ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିବ କି ଇଂଲଣ୍ଡ? ଲର୍ଡସ ଟେଷ୍ଟ ପିଚ୍‌କୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ପ୍ଲାନିଂ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟିକିଆ ମ୍ୟାଚର ଟେଷ୍ଟ ସିରିଜର ତୃତୀୟ ମୁକାବିଲା ୧୦ ଜୁଲାଇରୁ ଲର୍ଡସ ମଇଦାନରେ ଖେଳାଯିବ। ଦ୍ୱିତୀୟ ମୁକାବିଲାରେ ଭାରତୀୟ ଦଳ ୩୩୬ ରନରେ ବିଜୟ ହାସଲ କରିଛି। ଏଜବେଷ୍ଟନ…

ଗିରଫ ହେଲା ସିରିଏଲ ଦୁଷ୍କର୍ମକାରୀ, 5 ରୁ 10 ବର୍ଷ ବୟସର ଝିଅମାନଙ୍କୁ କରୁଥିଲା ଟାର୍ଗେଟ

ଉତ୍ତରପ୍ରଦେଶ: ଗିରଫ ହେଲା ସିରିଏଲ ଦୁଷ୍କର୍ମକାରୀ। 5 ରୁ 10 ବର୍ଷ ବୟସର ଝିଅମାନଙ୍କୁ କରୁଥିଲା ଟାର୍ଗେଟ। ୟୁପିର ବହରାଇଚରେ ଜଣେ ସିରିଏଲ୍ ବଳାତ୍କାରୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ 5 ରୁ 10 ବର୍ଷ ବୟସର…

ଟିମ୍ ଇଣ୍ଡିଆରୁ ବାହାରିଯିବେ ଏହି ଖେଳାଳି

ନୂଆଦିଲ୍ଲୀ: ଲିଡସରେ ଭାରତ ଜିତୁ ଜିତୁ ପରାଜୟର ଶିକାର ହୋଇଥିଲା। ଏହାପରେ ଭାରତୀୟ ଟିମର କୁଲଦୀପ ଯାଦବଙ୍କୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଥିଲା। କାରଣ ତାଙ୍କୁ ପ୍ରଥମ ମୁକାବିଲାରେ ଦଳରେ ସାମିଲ କରାଯାଇନଥିଲା। ଆଶା…

ଅଜଗର ଗିଳିଦେଇଥାଆନ୍ତା! ଜଙ୍ଗଲରେ ଗାଧେଇଲା ବେଳେ ଯୁବକଙ୍କୁ ମାରିଲା ଚୋଟ, ଭିଡିଓ ଦେଖିଲେ ଟାଙ୍କୁରୀ ଉଠିବ ଲୋମ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ଯୁବକ ବିଶାଳକାୟ ଅଜଗର ଆକ୍ରମଣରୁ ବର୍ତ୍ତିଯାଇଥିବା ଦେଖିବାକୁ ମିଳିଛି। ଯୁବକଙ୍କ ସହ ଏହି କାଣ୍ଡ ସେତେବେଳେ ହୋଇଥିଲା, ଯେତେବେଳେ ସେ…

ବିରାଟଙ୍କ ସହ Wimbledon 2025 ଦେଖିବାକୁ ପହଞ୍ଚିଲେ ଅନୁଷ୍କା, କପଲ୍‌ଙ୍କ ଲୁକ୍‌ ଦେଖି ଫ୍ୟାନ୍ସ ଫିଦା, ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ: ଷ୍ଟାର ଭାରତୀୟ ବ୍ୟାଟର କୋହଲି ଏବଂ ବଲିଏଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଏକ ସାଙ୍ଗରେ Wimbledon 2025ରେ ଦେଖିବାକୁ ମିଳିଛି। ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ନୋବାକ ଜୋକୋବିଚ ଏବଂ ଏଲେକ୍ସ ଡି ମିନାଉର…

Gopal Khemka murder: ଅଭିଯୁକ୍ତ ରାଜାର ଏନକାଉଣ୍ଟର, ମାରିବା ପାଇଁ ସୁଟରକୁ ପଠାଇଥିଲେ ଅସ୍ତ୍ର

ପାଟନା: ବିହାରର ରାଜଧାନୀ ପାଟନାରେ ପ୍ରସିଦ୍ଧ ବ୍ୟବସାୟୀ ଗୋପାଳ ଖେମକାଙ୍କ ହତ୍ୟାକାଣ୍ଡରେ ଏକ ବଡ଼ ମୋଡ଼ ଆସିଛି। ମଙ୍ଗଳବାର ସକାଳେ, STF (ସ୍ପେଶାଲ୍ ଟାସ୍କ ଫୋର୍ସ) ମାଲସାଲାମି ଅଞ୍ଚଳରେ ଏକ ଏନକାଉଣ୍ଟରରେ ଏହି…

ସୂର୍ଯ୍ୟର ରହସ୍ୟମୟୀ ଦୁନିଆ: ଗରମ କୋରୋନାରେ ମିଳିଲା ଛୋଟ ଛୋଟ ଲୁପ୍, ବୈଜ୍ଞାନିକମାନଙ୍କୁ ମିଳିଲା ଆଶ୍ଚର୍ଯ୍ୟଜନକ ସୂଚନା

ସୂର୍ଯ୍ୟ, ଆମ ସୌରମଣ୍ଡଳର ପ୍ରାଣକେନ୍ଦ୍ର, ସବୁବେଳେ ବୈଜ୍ଞାନିକମାନଙ୍କ ପାଇଁ ଏକ ରହସ୍ୟର ବିଷୟ ରହିଆସିଛି। ଏହାର ବାହାରମଣ୍ଡଳ ବା କୋରୋନା, ଯାହା ଲକ୍ଷାଧିକ ଡିଗ୍ରୀ ସେଲସିୟସରେ ଉତ୍ତପ୍ତ, ଏବେ ନୂଆ ଆବିଷ୍କାର ସହ…