Browsing Category

ଦେଶ ବିଦେଶ

ବାଗେଶ୍ୱର ଧାମରେ ବଡ ଦୁର୍ଘଟଣା! ଚାଲିଗଲା ଜଣଙ୍କ ଜୀବନ

ମଧ୍ୟପ୍ରଦେଶ: ବାଗେଶ୍ୱର ଧାମରେ ଘଟିଯାଇଛି ବଡ ଦୁର୍ଘଟଣା। ମଧ୍ୟପ୍ରଦେଶର ଛତରପୁରରେ ଅବସ୍ଥିତ ବାଗେଶ୍ୱର ଧାମରେ ​​ପ୍ରବଳ ବର୍ଷା ଯୋଗୁଁ ପୁଣି ଥରେ ଏକ ଦୁର୍ଘଟଣା ଘଟିଛି। ଏଠାରେ ଏକ ଘରୋଇ ଢାବାର କାନ୍ଥ ଭୁଶୁଡ଼ି…

ଏସ୍‌ଇବିଆଇ ଖୁଲାସା: ୨୦୨୪-୨୫ରେ ଏଫ୍‌ଆଣ୍ଡ୍‌ଓ ଟ୍ରେଡିଂରେ ୯୧% ରିଟେଲ ନିବେଶକଙ୍କୁ ହୋଇଛି ବଡ଼ କ୍ଷତି

ମୁମ୍ବାଇ: ସେକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (ଏସ୍‌ଇବିଆଇ) ର ଏକ ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ଫ୍ୟୁଚର୍ସ ଆଣ୍ଡ୍‌ ଅପ୍ସନ୍‌ସ (ଏଫ୍‌ଆଣ୍ଡ୍‌ଓ) ଟ୍ରେଡିଂରେ ୯୧ ପ୍ରତିଶତ ରିଟେଲ…

ଜାପାନ ଏବଂ ଦକ୍ଷିଣ କୋରିଆ ଉପରେ ଟ୍ରମ୍ପଙ୍କ ଟାରିଫ ଖଣ୍ଡା, 25% ଟ୍ୟାକ୍ସ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନୂତନ ଶୁଳ୍କ ହାର ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ଏହି ଶୁଳ୍କ ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ହେବ । ନୂତନ ଶୁଳ୍କ ହାର ଇସ୍ପାତ, ଆଲୁମିନିୟମ…

ଭାରତର ଅଧ୍ୟକ୍ଷତାରେ BRICS ଏକ ନୂଆ ରୂପ ପାଇବ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା ଶୁଣି ଛୋଟ ଦେଶମାନେ ଖୁସିରେ ହେବେ ଗଦଗଦ

ନୂଆଦିଲ୍ଲୀ,୭ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ସମ୍ମିଳନୀରେ ଭାରତର ଦୃଷ୍ଟିକୋଣକୁ ଦୃଢ଼ ଭାବରେ ଉପସ୍ଥାପନ କରିଛନ୍ତି। ମୋଦୀ କହିଛନ୍ତି, ଯେତେବେଳେ ଭାରତ…

କିଛି ଦିନ ଭିତରେ ବୈଜ୍ଞାନିକ କରିବେ ଚମତ୍କାର, ଲ୍ୟାବରେ ପ୍ରସ୍ତୁତ ସ୍ପର୍ମରୁ ଜନ୍ମ ହେବ ଛୁଆ

ନୂଆଦିଲ୍ଲୀ: ପ୍ରଜନନ କ୍ଷମତା ହ୍ରାସ ପାଉଛି, ବିଶ୍ୱରେ ଅନେକ ଦେଶ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବୈଜ୍ଞାନିକମାନେ ଏହି ସମସ୍ୟାର ସମାଧାନ ଖୋଜିବା ଆରମ୍ଭ କରିଛନ୍ତି । ଓସାକା ବିଶ୍ୱବିଦ୍ୟାଳୟରେ ଏପରି ଏକ ଗବେଷଣା…

ଯେଉଁ ମନ୍ତ୍ରୀଙ୍କୁ ବହିଷ୍କାର କରିଥିଲେ ପୁଟିନ୍, କିଛି ଘଣ୍ଟା ପରେ କାରରୁ ମିଳିଲା ସେହି ମନ୍ତ୍ରୀଙ୍କ ମୃତଦେହ

ମସ୍କୋ,୭ା୭: ରୁଷର ପୂର୍ବତନ ପରିବହନ ମନ୍ତ୍ରୀ ରୋମାନ୍ ଷ୍ଟାରୋଭୋଇଟ୍ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କିଛି ଘଣ୍ଟା ପୂର୍ବରୁ ରୋମାନ୍ ଷ୍ଟାରୋଭୋଇଟଙ୍କୁ…

ଗାଁରେ ନାହାଁନ୍ତି ଗୋଟିଏ ବି ହିନ୍ଦୁ ପରିବାର, କିନ୍ତୁ ପାଳନ ହେଲା ମହରମ୍ ପର୍ବ

କର୍ଣ୍ଣାଟକ: ଗତକାଲି ସାରା ଦେଶରେ ମହରମ୍ ପର୍ବ ପାଳନ କରାଯାଇଥିଲା। ସାଧାରଣତଃ ଏହି ପର୍ବ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ପାଳନ କରିଥାନ୍ତି କିନ୍ତୁ କର୍ଣ୍ଣାଟକର ୟାଦଗିରରେ ଏପରି ଏକ ଗାଁ ଅଛି ଯେଉଁଠି କୌଣସି ମୁସଲିମ୍…

(Video) ଫ୍ଲାଇଟ୍ ଭିତରେ ଲୁଚିଥିଲା ସାପ, ଯେତେବେଳେ ଯାତ୍ରୀମାନେ ଦେଖିଲେ ସେତେବେଳେ…

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଏକ ଘରୋଇ ବିମାନ ବିମାନ ଭିତରେ ଏକ ସାପ ମିଳିବା ପରେ ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଘଟଣା ମେଲବୋର୍ଣ୍ଣରୁ ବ୍ରିସବେନ ଯାଉଥିବା ଏକ ଭର୍ଜିନ୍ ଅଷ୍ଟ୍ରେଲିଆ ବିମାନରେ ଘଟିଥିଲା ।…

AI-ଡିଜାଇନ୍ ଔଷଧର ମାନବ ପରୀକ୍ଷଣ ଆରମ୍ଭ କରିବାକୁ ପ୍ରସ୍ତୁତି କରୁଛି ଗୁଗୁଲ୍‌

ଲଣ୍ଡନ: ଆଲଫାବେଟ୍‌ର ଔଷଧ ଗବେଷଣା ଶାଖା ଆଇସୋମର୍ଫିକ୍ ଲ୍ୟାବ୍ସ, ଯାହା ଗୁଗୁଲ୍ ଡିପ୍‌ମାଇଣ୍ଡରୁ ଉଦ୍ଭବ ହୋଇଛି, ଏଆଇ (କୃତ୍ରିମ ବୁଦ୍ଧିମତା) ଦ୍ୱାରା ଡିଜାଇନ୍ କରାଯାଇଥିବା ଔଷଧର ମାନବ କ୍ଲିନିକାଲ୍ ପରୀକ୍ଷଣ ଆରମ୍ଭ…

ଭାରତ କେଉଁ ଦେଶଠାରୁ କିଣିବ ସୁପରଫାଷ୍ଟ ଜେଟ୍, ଆମେରିକା ନା ରୁଷ୍? ଜାଣନ୍ତୁ…

ନୂଆଦିଲ୍ଲୀ,୭ା୭: ଭାରତ ଏବେ ତା’ର ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ଅଣ୍ଟା ଭିଡ଼ିଛି । ଭାରତ ଏବେ ପଞ୍ଚମ ପିଢ଼ିର ସୁପର ଆଡଭାନ୍ସଡ୍ ଲଢ଼ୁଆ ବିମାନ କିଣିବାକୁ ପ୍ରସ୍ତୁତ ହେଉଛି। ପ୍ରତିରକ୍ଷା ସଚିବ ଆର.କେ. ସିଂହ…