Browsing Category

ଦେଶ ବିଦେଶ

Indian Post Payments Bank ଆଣିଲା ବମ୍ପର ନିଯୁକ୍ତି; ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ତରଫରୁ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି । ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅନଲାଇନରେ ଆବେଦନ କରିପାରିବେ । ଇଣ୍ଡିଆନ୍…

ମୁଖ୍ୟ ନିର୍ବାଚନ କମିଶନର କଲେ ବଡ ଖୁଲାସା, ଅବସର ପରେ….

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ମଙ୍ଗଳବାର କହିଛନ୍ତି ଯେ ସେ ଆସନ୍ତା ମାସରେ ଅବସର ନେବା ପରେ ମାନସିକ ଶାନ୍ତି ପାଇଁ ହିମାଚଳ ପ୍ରଦେଶରେ କିଛି ମାସ ରହିବେ। ଦିଲ୍ଲୀ ବିଧାନସଭା ନିର୍ବାଚନ…

ରାଗ ପରମ ଚଣ୍ଡାଳ… ସିଗାରେଟ ପାଇଁ ମନା କରିବାରୁ ଗୁଳି ମାରିଲା ଯୁବକ, ମରଣ ସହ ଲଢ଼େଇ କରୁଛି ବାଳକ

ପାଟନା: ବିହାର ମୁଞ୍ଜର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ୮ ବର୍ଷର କୁନି ପୁଅ ବିନା ଦୋଷରେ ଗୁଳିମାଡ଼ ଖାଇ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି । କୁନି ପୁଅଟି ଘରପାଖ ଛକରେ ବସି ନିଆଁ…

୨୬ ବର୍ଷ ପରେ ବଡ଼ ଘୋଷଣା: ପରମାଣୁ ଶକ୍ତି କ୍ଷେତ୍ରରେ ସହଯୋଗ ବଢିବ

ନୂଆଦିଲ୍ଲୀ: ୧୯୯୮ ମସିହା ମେ ମାସରେ ରାଜସ୍ଥାନର ପୋଖରାନରେ ଭାରତ ପରମାଣୁ ପରୀକ୍ଷଣ କରିଥିଲା ସେତେବେଳେ ଭାରତର ଏହି ସଫଳତାରେ ସାରା ବିଶ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଆମେରିକା ଏହାକୁ ତୀବ୍ର ବିରୋଧ କରିଥିଲା। ଭାରତର…

କେମିତି ରହିବ ଆପଣଙ୍କ ଦିନ? ଆଜି ଏହି ରାଶିମାନଙ୍କୁ ମିଳିବ ସଫଳତା, ହୋଇପାରେ ଆର୍ଥିକ ଲାଭ

ମେଷ: କାରବାରରେ ସତର୍କତା ବ୍ୟବହାର କରନ୍ତୁ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି । ପେଟ…

ଘୋଷଣା ହେଲା ଇସ୍ରୋର ନୂତନ ମୁଖିଆଙ୍କ ନାମ, ଅନେକ ମିଶନରେ ରହିଛି ଗୁରୁତ୍ବପୂର୍ଣ୍ଣ ଯୋଗଦାନ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ର ନୂତନ ମୁଖ୍ୟଙ୍କ ନାମ ଘୋଷଣା କରାଯାଇଛି। ଡକ୍ଟର ଭି ନାରାୟଣନ୍ ଇସ୍ରୋର ନୂତନ ମୁଖ୍ୟ ହେବେ। ସେ ୧୪ ଜାନୁଆରୀରେ ଏସ୍. ସୋମନାଥଙ୍କୁ ସ୍ଥାନ ନେବେ। ମଙ୍ଗଳବାର…

180 ସ୍ପିଡରେ ଆସି ଦୁର୍ଘଟଣା ହେଲା ଅଭିନେତାଙ୍କ କାର୍, ଧକ୍କା ଖାଇ 4 ଥର ବୁଲିଲା ତାପରେ…

ନୂଆଦିଲ୍ଲୀ: ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଲା ତାମିଲ ଅଭିନେତା ଅଜିତ କୁମାର । ଦୁବାଇର ୨୪ ହାୱାର ରେସ୍ ୨୦୨୫ ପାଇଁ ପ୍ରସ୍ତୁତି କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ତେବେ ସେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି…

ମୋଦୀ ସରକାରଙ୍କ ବଡ ଘୋଷଣା, ରାଜଘାଟରେ ନିର୍ମାଣ ହେବ ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ

ନୂଆଦିଲ୍ଲୀ:  ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି ସ୍ଥଳ । କେନ୍ଦ୍ରସରକାର ସ୍ମାରକୀ ନିର୍ମାଣ ପାଇଁ ସ୍ମୃତି ସ୍ଥଳରେ ଗୋଟିଏ ଜମିକୁ…

ମାଗଣା ଯୋଜନା ପାଇଁ ସରକାରଙ୍କ ପାଖରେ ଖୁଵ ପଇସା ଅଛି, ଜଜଙ୍କ ଦରମା ଆଉ ପେନସନ ଦେବାକୁ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭l୧: ଜିଲ୍ଲା ଅଦାଲତର ଜଜଙ୍କ ଦରମା ଏବଂ ପେନସନକୁ ନେଇ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ l ସରକାରଙ୍କ ମାଗଣା ଯୋଜନାକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ବଡ଼ ବିବୃତ୍ତି…

କଳି ଯୁଗର ସ୍ମାର୍ଟ ଚୋର.. ଘରେ ଚୋରି କରିବା ପାଇଁ ପସିଲା, କିଛି ନମିଳିବାରୁ ମହିଳାଙ୍କୁ Kiss କରି ଚାଲିଗଲା

ନୂଆଦିଲ୍ଲୀ: ଚୋରି କରିବାକୁ ଘରେ ପସିଲା ଚୋର । କୌଣସି ମୂଲ୍ୟବାନ ସାମଗ୍ରୀ ନପାଇବାରୁ ଘରେ ଥିବା ମହିଳାଙ୍କୁ ଚୁମ୍ବନ ଦେଇ ପଳେଇଲା । ମୁମ୍ବାଇର ମାଲାଦ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଏନେଇ ମହିଳା ଜଣକ…