Browsing Category

ଦେଶ ବିଦେଶ

ରିପୋର୍ଟରୁ ଆଶ୍ଚର୍ଯ୍ୟଜନକ ଖୁଲାସା, ୨୦୨୫ର ପ୍ରଥମ ଦିନରେ ହିଁ ଏତିକି ବଢିଯିବେ ଜନସଂଖ୍ୟା, ଜାଣନ୍ତୁ ଭାରତରେ କିପରି ରହିବ ପରିସ୍ଥିତି

ନୂଆଦିଲ୍ଲୀ: ନୂଆବର୍ଷ ହେବାକୁ ଆଉ କିଛି ଘଣ୍ଟା ବାକି ରହିଲା । ୨୦୨୪ ବର୍ଷର ଅନ୍ତ ଘଟି ୨୦୨୫ ମସିହାର ଆରମ୍ଭ ହେବାକୁ ଯାଉଛି । ଏହାରି ମଧ୍ୟରେ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ କୁହାଯାଇଛି ଯେ, ନୂଆ ବର୍ଷରେ…

ଧୂଆଁରେ ଭରିଗଲା ସ୍ୱିସ୍ ଏୟାରଲାଇନ୍ସର ବିମାନ, ଅଷ୍ଟ୍ରିଆରେ ଏମରଜେନ୍ସି ଲ୍ୟାଣ୍ଡିଂ; କ୍ରୁ ସଦସ୍ୟଙ୍କ ମୃତ୍ୟୁ

ବୁଖାରେଷ୍ଟରୁ ଜୁରିଚକୁ ଯାଉଥିବା ଏକ ସ୍ୱିସ୍ ଏୟାରଲାଇନ୍ସ ବିମାନର ଭିତର ଧୂଆଁ ଭରି ଯାଇଥିଲା । ଏହି କାରଣରୁ ବିମାନ ଅଷ୍ଟ୍ରିଆରେ ଜରୁରୀକାଳୀନ ଅବତରଣ କରିଥିଲା । ଧୂଆଁ ଯୋଗୁଁ ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଛି ।…

ସଡ଼କ ପରିବହନ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି; ଏଣିକି ନେସନାଲ ହାଇୱେର ପ୍ରତି ୧୦କିମି ମଧ୍ୟରେ ଲାଗିବ ସାଇନ ବୋର୍ଡ

ନୂଆଦିଲ୍ଲୀ: ଦେଶରେ ଅଶାତୀତ ଭାବେ ହାଇୱେଜ ଏବଂ ଏକ୍ସପ୍ରେସୱେଜର ନିର୍ମାଣ କରାଯାଉଛି । ହେଲେ ଏଥିସହ ରାସ୍ତାରେ ହେଉଥିବା ଦୁର୍ଘଟଣା ସେହିଭଳି ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ସ୍ପିଡ ଏବଂ ଲେନ ଉଲ୍ଲଂଘନ ସବୁଠୁ ବଡ଼…

ଆସିଲା ADR ରିପୋର୍ଟ, ଜାଣନ୍ତୁ ଦେଶର ଧନୀ ଏବଂ ଗରିବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ପକ୍ଷରୁ ଆଜି ରିପୋର୍ଟ ପ୍ରକାଶ ପାଇଛି । ଦେଶର ସବୁଠୁ ଧନୀ ଏବଂ ଗରିବ ମୁଖ୍ୟମନ୍ତ୍ରୀ ତାଲିକା ଉଲ୍ଲେଖ କରାଯାଇଛି । ତେବେ ଏହି ରେଶରେ ଆଗରେ ରହିଛନ୍ତି…

ବର୍ଷକୁ ୫୦ ହଜାର ଜମା କଲେ କେବଳ ସୁଧ ମିଳିବ ୭ ଲକ୍ଷ, ଜାଣନ୍ତୁ ସ୍କିମ୍ ସମ୍ପର୍କରେ ଅଧିକ

ଓଡ଼ିଶା ଭାସ୍କର: ଯଦି ଆପଣଙ୍କ ଭବିଷ୍ୟତକୁ ସୁଖମୟ କରିବାକୁ ଚାହୁଁଛନ୍ତି, ପୋଷ୍ଟାଲ ଆଣିଛି ଆପଣଙ୍କ ପାଇଁ ଏକ ମନ ଲୋଭାଣିଆ ସ୍କିମ୍ । ଯାହାର ଭରପୁର ଫାଇଦା ଆପଣ ଉଠେଇ ପାରିବେ । ପୋଷ୍ଟାଲ ପକ୍ଷରୁ ଏକ ପବ୍ଲିକ୍…

ପଞ୍ଜାବ ବନ୍ଦ: ସାରା ରାଜ୍ୟରେ ରେଳ-ସଡ଼କ ଅବରୋଧ, ଅନେକ ଟ୍ରେନ୍ ବାତିଲ

ନୂଆଦିଲ୍ଲୀ: ସୋମବାର ପଞ୍ଜାବ ବନ୍ଦ ସମୟରେ କୃଷକ ସଂଗଠନମାନେ ରେଳବାଇ ଏବଂ ରାସ୍ତା ଅବରୋଧ କରିଥିଲେ, ଯାହାର ବ୍ୟାପକ ପ୍ରଭାବ ସାରା ରାଜ୍ୟରେ ପଡ଼ିଥିଲା। କୃଷକ ନେତା ଜଗଜିତ୍ ସିଂହ ଦଲେୱାଲଙ୍କ ଅନିର୍ଦ୍ଦିଷ୍ଟ କାଳର…

ବିଦ୍ୟୁତ ତାର ପଡ଼ି ଆଖି ପିଛୁଳାକେ ଜଳିଗଲେ ବାପ-ଝିଅ-ଝିଆରୀ, ମାଙ୍କଡ ଯୋଗୁ ଛିଣ୍ଡିଗଲା ତାର

ଗୋରଖପୁର: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିଦ୍ୟୁତ୍ ତାର ଖସିପଡ଼ିବା କାରଣରୁ ଗୋଟିଏ ପରିବାରର ୩ ଜଣ ଜଳି ପୋଡ଼ିଯାଇଛନ୍ତି । ଗୋରଖପୁରର ସୋନବରସା ମାର୍କେଟରେ ଝିଅ ଓ ଝିଆରୀଙ୍କୁ…

ଇସ୍ରୋକୁ ମିଳିଲା ବଡ଼ ସଫଳତା: ଉତ୍‌କ୍ଷେପଣ ହେଲା ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ‘ସ୍ପେଡେକ୍ସ’

ଭୁବନେଶ୍ୱର: ଉତ୍‌କ୍ଷେପଣ ହେଲା ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ‘ସ୍ପେଡେକ୍ସ’ । ଆନ୍ଧ୍ର ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ କଲା ଇସ୍ରୋ । ରାତି ୧୦ଟା ୧୫ ସେକେଣ୍ଡରେ ହେଲା ଉତ୍‌କ୍ଷେପଣ। PSLV-C60 ରକେଟ୍ ଦ୍ବାରା…

New Year Party ପାଇଁ କଣ୍ଡମ,ORS ସହ ନିମନ୍ତ୍ରଣ ପତ୍ର ପଠେଇଲା ପବ୍, ଥାନାରେ ଅଭିଯୋଗ କଲା କଂଗ୍ରେସ

ପୁଣେ: ନୂଆବର୍ଷ ସେଲିବ୍ରେଶନ ପାଇଁ ମହାରାଷ୍ଟ୍ର ପୁଣେର ଏକ ପବ୍ ନିମନ୍ତ୍ରଣ ପତ୍ରରେ କଣ୍ଡମ ଏବଂ ଓଆରଏସ୍ ପଠେଇ ବିବାଦରେ ପଡ଼ିଛି । ନିମନ୍ତ୍ରଣ ପତ୍ର ପଠାଯାଇଥିବା ଲୋକଙ୍କ ପାଖରୁ ପ୍ରତିକ୍ରିୟା ସଂଗ୍ରହ କରୁଛି ।…

ଜାନୁଆରୀ ପହିଲାରୁ ହେବ ଏହି ୬ଟି ବଡ଼ ପରିବର୍ତ୍ତନ, ଏଲପିଜି ସିଲିଣ୍ଡର, ପେନସନ ଓ କାର ଦର…

ନୂଆଦିଲ୍ଲୀ: ଆଉ ଦିନକ ପରେ ନୂଆବର୍ଷ। ତେଣୁ ନୂଆ ବର୍ଷ ସହିତ ବଦଳିଯିବ କିଛି ନିୟମ। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିବ । ଏଥିରେ କାର୍ ମୂଲ୍ୟ, ଏଲପିଜି ସିଲିଣ୍ଡର ମୂଲ୍ୟ, ପେନସନ ନିୟମ, ଆମାଜନ…