Browsing Category
ଦେଶ ବିଦେଶ
ବୃଦ୍ଧାବସ୍ଥାରେ ଆପଣଙ୍କ ପାଖରେ ବି ରହିବ ବହୁତ ଟଙ୍କା : କରନ୍ତୁ ନାହିଁ ଏହି ପାଞ୍ଚଟି ଭୁଲ
ଆପଣ ଯଦି ଚାକିରିରୁ ଅବସର ପାଇଁ ଯୋଜନା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ଚାକିରୀ ସମୟରେ କିମ୍ବା ତାପରେ କିଛି ଭୁଲ କରିବା…
ଆସିଗଲା ଦିପାବଳୀ ଉପହାର: ଏଣିକି ବର୍ଷକୁ ଦୁଇଟି ଗ୍ୟାସ୍ ସିଲିଣ୍ଡର ମାଗଣାରେ ମିଳିବ, ପ୍ରତିଶ୍ରୁତି ରଖିଲେ ସରକାର
ନୂଆଦିଲ୍ଲୀ: ଏଥର ଦିପାବଳୀ ଖୁବ୍ ଜମିବ । ଜନସାଧାରଣ ପ୍ରଥମ ଥର ପାଇଁ ମାଗଣାରେ ଗ୍ୟାସ ସିଲିଣ୍ଡର ପାଇବେ । ସିଲିଣ୍ଡରର ଅର୍ଥ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ଜରିଆରେ ଗ୍ରାହକଙ୍କ ଆକାଉଣ୍ଟକୁ ପଠାଯିବ ।…
୨୦୧୮ରେ ତିନି ରାଜ୍ୟରେ କଂଗ୍ରେସ ଜିତିଥିଲା: ୨୦୨୩ରେ କ’ଣ ହେବ, ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଆସନ୍ତା ମାସରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏହିସବୁ ରାଜ୍ୟଗୁଡ଼ିକରେ ମୋଟ ୬୭୯ଟି ବିଧାନସଭା ଆସନ ରହିଥିବା ବେଳେ ସେଥିମଧ୍ୟରୁ…
ଆଜି ବିମାନ ବନ୍ଦର ବନ୍ଦ ! ଛଅ ଘଣ୍ଟା ପାଇଁ କୌଣସି ବିମାନ ଉଡ଼ାଣ କରିବ ନାହିଁ
ମୁମ୍ବାଇ : ମୁମ୍ବାଇର ଅନ୍ତର୍ଜାତୀୟ ବିମାନବନ୍ଦର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଭାବରେ ଜଣାଶୁଣା । ଏହି ବିମାନ ବନ୍ଦର ଆଜି ଅର୍ଥାତ ମଙ୍ଗଳବାର ଦିନ (ଅକ୍ଟୋବର ୧୭) ବନ୍ଦ ରହିବ ବୋଲି ସ୍ଥିର…
ଟଙ୍କା ପାଇଁ ହତ୍ୟା, ୯୦ ବର୍ଷର ଜେଜେ ମା’ଙ୍କୁ ହତ୍ୟା କଲା ନାତି
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଲକ୍ଷେ୍ନø ୯୦ ବର୍ଷର ଜଣେ ବୃଦ୍ଧାଙ୍କୁ ତାଙ୍କ ନାତି ହତ୍ୟା କରିଛନ୍ତି । ଏହି ଘଟଣା ଉପରୁ ପର୍ଦା ଉଠାଇଛି ପୋଲିସ । ତେବେ ତାଙ୍କ ହତ୍ୟା କିଛି ଟଙ୍କା ପାଇଁ ହୋଇଥିବା ପୋଲିସ କହିଛି ।…
କଂଗ୍ରେସର ପୂର୍ବତନ ବିଧାୟକ କୁଲବୀର ସିଂହ ଗିରଫ
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ତା’ ପୂର୍ବରୁ ଚଳିତ ବର୍ଷ ନଭେମ୍ବର ମାସରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ରାଜନୈତିକ ଦଳଗୁଡ଼ିକ ଏବେଠାରୁ…
ଆଗକୁ ବିଧାନସଭା ନିର୍ବାଚନ: ବିଜେପିରେ ସାମିଲ ହେଲେ ବିଧାୟକ ପ୍ରଦୀପ
ନୂଆଦିଲ୍ଲୀ: ଆସନ୍ତା ମାସରେ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ସେଥିପାଇଁ ଏହି ସମସ୍ତ ରାଜ୍ୟରେ ରାଜନୈତିକ ପାଣିପାଗ ଚଳଚଞ୍ଚଳ ହୋଇଯାଇଛି । ପ୍ରମୁଖ ରାଜନୈତିକ ଦଳମାନେ କ୍ଷମତା ଦଖଲ ପାଇଁ…
ଟ୍ରାକରୁ ଖସିଲା ମାଲଗାଡ଼ି ଟ୍ରେନ୍, ଅଳ୍ପକେ ଟଳିଲା ବଡ଼ ଦୁର୍ଘଟଣା
ନୂଆଦିଲ୍ଲୀ: ନର୍ଥ ଇଷ୍ଟ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାକୁ ଗୋଟିଏ ସପ୍ତାହ ବିତି ନଥିବା ବେଳେ ଆଉ ଏକ ଟ୍ରେନ୍ ଟ୍ରାକରୁ ଖସିପଡ଼ିଛି । ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ବକ୍ସର ସହରର ଡୁମରାୱ ଷ୍ଟେସନ ନିକଟରେ ଏକ…
ସମାନ ଲିଙ୍ଗର ଲୋକମାନେ ପରସ୍ପରକୁ ବିବାହ କରିବେ କି? ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚରେ ଆଜି ଆସିବ ଐତିହାସିକ ନିଷ୍ପତ୍ତି
ନୂଆଦିଲ୍ଲୀ: ପାଶ୍ଚାତ୍ୟର କେତେକ ଦେଶ ପରି ସମଲିଙ୍ଗୀ, ଲେସବିୟାନ୍ ଏବଂ ଟ୍ରାନ୍ସଜେଣ୍ଡରଙ୍କ ବିବାହକୁ ଭାରତରେ ଆଇନଗତ ମାନ୍ୟତା ଦିଆଯାଇପାରିବ କି ନାହିଁ ଏହି ପ୍ରସଙ୍ଗରେ ଆଜି ଏକ ଐତିହାସିକ ନିଷ୍ପତ୍ତି ନିଆଯିବ। ଦେଶରେ…
ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଭିତରେ ବଢୁଛି ତେଲ ଓ ସୁନା ଦର, ଆଗକୁ ଆହୁରି ଦର ବଢିବ
ଓଡିଶା ଭାସ୍କର; ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଯୁଦ୍ଧ ଭୟଙ୍କରରୁ ଅତି ଭୟଙ୍କର ହୋଇଛି । ପ୍ରଥମେ ଇସ୍ରାଏଲ ଉପରେ ରକେଟ୍ ମାଡ କରିଥିଲା ହମାସ। ଏହାପରେ ପ୍ରତିଆକ୍ରମଣରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରି…