Browsing Category

ଦେଶ ବିଦେଶ

ଖାଲିସ୍ତାନର ଧମକ ମଧ୍ୟରେ କାନାଡାରେ ରହୁଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି, ମୋଦୀଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଖାଲିସ୍ତାନୀ ସମର୍ଥକଙ୍କ ଧମକ ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କାନାଡା ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି । ଏଥିରେ କୁହାଯାଇଛି ଯେ, କାନାଡାରେ ବଢ଼ୁଥିବା ଭାରତରେ ବିରୋଧୀ…

ମହିଳା ଏବଂ ପୁରୁଷ ସମାନତା କ୍ଷେତ୍ରରେ ଦେଶରେ ବର୍ତ୍ତମାନ ନିଆଯାଉଛି ସବୁଠୁ ବଡ଼ ବୈପ୍ଲବାତ୍ମକ ପଦକ୍ଷେପ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଭାରତୀୟ ସମ୍ବିଧାନ ପ୍ରଣିତ ହେବା ଠାରୁ ପୁରୁଷ ଏବଂ ମହିଳା ସମାନତା, ଧନ ଜୀବନର ସୁରକ୍ଷା ଓ ଲୋକମାନଙ୍କର ସମ୍ମାନ ରକ୍ଷା ଦିଗରେ ଅସଂଖ୍ୟ ବିପ୍ଳବ ପାଇଁ ପଥ…

ସୀମା-ସଚୀନଙ୍କ ନାଁରେ ନୂଆଗୀତ, ଗୀତର ଶୀର୍ଷକ “ସୀମା ହାଇଦର ଚାଳିଷା”

ନୂଆଦିଲ୍ଲୀ : ନିଜ ପ୍ରେମ ପାଇଁ ପାକିସ୍ତାନରୁ ଚାଲି ଆସିଥିଲେ ସୀମା ହାଇଦର । ସଚ୍ଚିନ ଏବଂ ସୀମାଙ୍କ ପ୍ରେମ କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି ଏହି ପ୍ରେମୀ ଯୁଗଳଙ୍କ ନାରେ…

୧ ଅକ୍ଟୋବରରୁ ମହଙ୍ଗା ହେବାକୁ ଯାଉଛି ଜମି ମୂଲ୍ୟ, ଜାଣନ୍ତୁ ଏହା ପଛରେ ଥିବା କାରଣ

ନୂଆଦିଲ୍ଲୀ: ଦେଶର ଆଇଟି ହବ୍ ଭାବରେ ଏକ ଲୋକପ୍ରିୟ ସହର ବେଙ୍ଗାଲୁରୁରେ ଆଗାମୀ ସମୟରେ ସମ୍ପତ୍ତି ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି। ଏହି ମହଙ୍ଗା ସହରରେ ସମ୍ପତ୍ତି ମୂଲ୍ୟ ବୃଦ୍ଧି ହେତୁ, ଏଠାରେ ରହୁଥିବା ବାସିନ୍ଦାଙ୍କ…

ସମ୍ବିଧାନ କପିରେ ନାହିଁ ସେକ୍ୟୁଲାର-ସୋସିଆଲିଷ୍ଟ ଶବ୍ଦ, ନିଜ ସ୍ଥାନରେ ଅଛି ସମାଜବାଦୀ-ନିରପେକ୍ଷ ଶବ୍ଦ

ନୂଆଦିଲ୍ଲୀ: ସଂସଦର ନୂଆ ଭବନ ତିଆରି ସମୟରେ ସମ୍ବିଧାନର ପ୍ରସ୍ଥାବନାରେ ସେକ୍ୟୁଲାର-ସୋସିଆଷ୍ଟ ଶବ୍ଦ ନଥିବାକୁ ନେଇ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଅଭିଯୋଗ ପରେ ଅନ୍ଦୋଳନ ସୃଷ୍ଟି ହୋଇଛି । ଏବେ ଏହି…

World Cup ପୂର୍ବରୁ କୋର୍ଟରେ ହାଜର ହେଲେ ମହମ୍ମଦ ଶାମୀ, ପତ୍ନୀଙ୍କ ସହ ଘରୋଇ ହିଂସା କରୁଥିବା ମାମଲାରେ ନିଆଯାଇଛି ବଡ଼ ନିଷ୍ପତି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି । ବିଶ୍ୱ କପ ୨୦୨୩ ପୂର୍ବରୁ ସ୍ତ୍ରୀ ହସୀନ ଜାହାନଙ୍କ ସହ ହିଂସା ମାମଲାରେ ଶାମୀଙ୍କୁ କୋର୍ଟରୁ ଜାମିନ…

୪ଟି ବ୍ୟାଙ୍କ ଉପରେ ଲାଗିଲା ଜରିମନା : ଏହି କାରଣରୁ RBI ନେଲା ଏଭଳି ନିଷ୍ପତି

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ୪ଟି ସମବାୟ ବ୍ୟାଙ୍କ ଉପରେ ଜରିମନା ଲଗାଇଛି । ସମବାୟ ବ୍ୟାଙ୍କ ଗୁଡିକ ନିୟମ ଅନୁପାଳନ କରିବା ହେତୁ, ସେମାନଙ୍କ ଉପରେ ଏହି ଦଣ୍ଡବିଧାନ ଜାରି କରାଯାଇଛି । ଭାରତୀୟ ରିଜର୍ଭ…

ସେପ୍ଟେମ୍ବର ୨୧ରେ ବୋମା ଦ୍ୱାରା ବିସ୍ଫୋରଣ ହେବ ରାମ ମନ୍ଦିର, ପୋଲିସକୁ ମିଳିଲା ସୂଚନା

ଉତ୍ତରପ୍ରଦେଶ : ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମନ୍ଦିରକୁ ବମରେ ବିସ୍ଫୋରଣ କରିବା ଧମକ ମିଳିଛି । କୁହା ଯାଉଛି ଏହି ବମ ବିସ୍ଫୋରଣ ୧୨ ସେପ୍ଟେମ୍ବରକୁ ହେବ । ଉତ୍ତରପ୍ରଦେଶ ପୋଲିସ କଣ୍ଟ୍ରୋଲ ରୁମ ୧୧୨କୁ ମଙ୍ଗଳବାର…

ବିଲ୍ ପାସ ହେବା ପରେ ରାଜୀବ ଗାନ୍ଧୀଙ୍କର ପୂରଣ ହେବ ସ୍ୱପ୍ନ, ମହିଳା ସଂରକ୍ଷଣକୁ ନେଇ ଲୋକସଭାରେ କହିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ ରେ ପୁରୁଣା ସଂସଦରେ ଆରମ୍ଭ ହୋଇଥିଲା, କିନ୍ତୁ ଗତକାଲି ଠାରୁ ନୂତନ ସଂସଦରେ ଅଧିବେଶନ ଆରମ୍ଭ ହୋଇଛି। କେବଳ ଗତକାଲି ସରକାର ନାରୀ ଶକ୍ତି ବନ୍ଧନ ବିଲ୍ ଆଗତ…

ATMରୁ ବାହାରିଲାନି କିନ୍ତୁ ଖାତାରୁ କଟିଯାଇଛି କି ଟଙ୍କା? ୨୪ ଘଣ୍ଟା ମଧ୍ୟରେ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଡିଜିଟାଲ୍ ପେମେଣ୍ଟର ଦ୍ରୁତ ବୃଦ୍ଧି ହେତୁ ଆଜି ଅଧିକାଂଶ ଲୋକ ନଗଦବିହୀନ ରହିବାକୁ ପସନ୍ଦ କରୁଛନ୍ତି। ତଥାପି ବେଳେବେଳେ ନଗଦ ଅର୍ଥର ମଧ୍ୟ ଆବଶ୍ୟକତା ପଡୁଛି। ଯେଉଁଥିପାଇଁ ଲୋକମାନେ ଏଟିଏମ୍ ଦ୍ୱାରା ଟଙ୍କା…