Browsing Category
ଦେଶ ବିଦେଶ
WHOର ଭୟଙ୍କର ରିପୋର୍ଟ: ପିଜା, ବର୍ଗର, ଚାଉମିନରେ ମିଶୁଥିବା ମିଠା ଓ କେମିକାଲ ବଢ଼ାଇପାରେ କୋଲୋନ କ୍ୟାନସର ଆଶଙ୍କା
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କ୍ୟାନସର ଏକ ମହାମାରୀ ପରି ବଢ଼ିବାରେ ଲାଗିଛି । ଖରାପ ଖାଦ୍ୟାଭ୍ୟାସ କାରଣରୁ ଦିନକୁ ଦିନ କ୍ୟାନସର ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଛି । ତେବେ ବାରମ୍ବାର ଫାଷ୍ଟଫୁଡ ସେବନ ଆପଣଙ୍କୁ…
ଏକ ସଙ୍ଗେ ଦୁଇଟି ବିମାନକୁ ଅବତରଣ ଓ ଉଡାଣ ଲାଗି ଦିଆଯାଇଥିଲା ଅନୁମତି, ମହିଳା ପାଇଲଟଙ୍କ ଯୋଗୁ ବଞ୍ଚିଗଲା ୩୦୦ ଯାତ୍ରୀଙ୍କ ଜୀବନ
ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଗତ କାଲି ଏକ ବଡ ଦୁର୍ଘଟଣାରୁ ୩୦୦ ଯାତ୍ରୀ ଉଦ୍ଧାର ପାଇଯାଇଛନ୍ତି । ଏକ ସମୟରେ ଏଠାରେ ଦୁଇଟି ବିମାନକୁ ଲ୍ୟାଣ୍ହିଂ ଓ ଟେକ୍ ଅଫର ଅନୁମତି ଦିଆଯାଇଥିଲା । କିନ୍ତୁ ଜଣେ ମହିଳା…
ଆଉ ମାତ୍ର ୯୦ ମିନିଟର ଅପେକ୍ଷା, ଜହ୍ନ ରାଇଜରେ ପାଦ ଥାପିବ ଭାରତ
ଓଡିଶା ଭାସ୍କର; ଆଉ ମାତ୍ର ୯୦ ମିନିଟର ସମୟର ଅପେକ୍ଷା, ଏହା ପରେ ଜହ୍ନ ରାଇଜରେ ପାଦ ଥାପିବ ଭାରତ । ସମୟ ଯେତିକି ଯେତିକି ପାଖେଇ ପାଖେଇ ଆସୁଛି ପ୍ରସ୍ତୁତି ବି ସେତିକି ସେତିକି ବଢ଼ି ବଢ଼ି ଚାଲିଛି । ସାରା ଦେଶବାସୀ ଏବେ…
(Video) BRICS ସମ୍ମିଳନୀରେ ତ୍ରିରଙ୍ଗାକୁ ମୋଦୀଙ୍କର ନିଆରା ସମ୍ମାନ: ପୁଣି ଥରେ ବିଶ୍ୱରେ ପ୍ରଶଂସିତ ହେଲେ ଭାରତର ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଛନ୍ତି । ଜୋହାନ୍ସବର୍ଗଠାରେ ଅଗଷ୍ଟ ୨୨ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି…
ପୁଣି ହିମାଚଳରେ ପ୍ରବଳ ବର୍ଷା ସହିତ ଭୂସ୍ଖଳନ ରଚୁଛି ତାଣ୍ଡବ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ସହିତ ଭୂସ୍ଖଳନ ବର୍ତ୍ତମାନ ତାଣ୍ଡବ ରଚୁଛି । ପାହାଡି ରାଜ୍ୟ କୁହାଯାଉଥିବା ହିମାଚଳ ପ୍ରଦେଶରେ ଲଗାତାର ଭାବେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଉଛି । କିଛିଦିନ ତଳେ…
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନୂଆ ନୀତି: ବର୍ଷକୁ ଦୁଇଥର ହେବ ବୋର୍ଡ ପରୀକ୍ଷା, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଲାଗି ହେବ ବଡ ପରିବର୍ତ୍ତନ
ନୂଆଦିଲ୍ଲୀ: ସିବିଏସଇ , ସିଆଇଏସସିଇ ଓ ଆଇସିଏସଇ ସହିତ ବିଭିନ୍ନ ବୋର୍ଡ ପରୀକ୍ଷା ଏବେ ବର୍ଷକୁ ଦୁଇ ଥର ହେବ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନୂଆ ଶିକ୍ଷା ନୀତି ଲାଗୁ କରିବା ଲାଗି ନୂତନ ନ୍ୟାସନାଲ କରିକୁଲମ…
(Video) ଚନ୍ଦ୍ରପୃଷ୍ଠରେ ପାଦ ଥାପିବ ଭାରତର ‘Moon Mission’: କିପରି ରହିବ ଚନ୍ଦ୍ରଯାନ-୩ ଯାତ୍ରାର ଶେଷ ୧୫ ମିନିଟ୍?
ନୂଆଦିଲ୍ଲୀ: ଆଉ କେଇଟା ଘଣ୍ଟା ଭିତରେ ଚନ୍ଦ୍ରପୃଷ୍ଠରେ ଇତିହାସ ଲେଖିବାକୁ ପ୍ରସ୍ତୁତ ଭାରତର ସ୍ପେସ ଏଜେନ୍ସି । ଚନ୍ଦ୍ର ରାଇଜରେ ପାଦ ଥାପିବା ମାତ୍ରେ କେବକଳ ଭାରତ ନୁହେଁ ସାରା ବିଶ୍ୱକୁ ମିଳିବ ନୂଆ ସଫଳତା । ଆଉ…
ଚନ୍ଦ୍ରର ମାଟି ସହ ମିଶୁଛି ଭାରତର ଏହି ଜିଲ୍ଲାର ମାଟି, ପରୀକ୍ଷଣ ପାଇଁ ଇସ୍ରୋ ଆଣି ସାରିଲାଣି ୫୦ ଟନ୍ ମାଟି
ଚେନ୍ନାଇ:ଏବେ ସାରା ବିଶ୍ୱ ଉତ୍କଣ୍ଠାର ସହ ଚାହିଁ ବସିଛି ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ୩ର ଅବତରଣ ସମୟକୁ । ଇସ୍ରୋକୁ ତାର ଏହି ଅଭିଯାନରେ ଏ ପର୍ଯ୍ୟନ୍ତ ପହଞ୍ଚାଇବାରେ ତାମିଲନାଡୁର ସୁପୁତ୍ର ପୂର୍ବତନ ରାଷ୍ଟ୍ରପତି…
ଭୟଙ୍କର ନିଆଁରେ ଜଳୁଛି ‘ଗ୍ରୀସ’ ଜଙ୍ଗଲ: ୨୦ ପ୍ରବାସୀଙ୍କ ମୃତ୍ୟୁ ନେଇ ସୂଚନା
ନୂଆଦିଲ୍ଲୀ: ଗ୍ରୀସକୁ ଘାରିଛି ଅଗ୍ନିକାଣ୍ଡର ଚିନ୍ତା । ସାରା ଜଙ୍ଗଲ ଏବେ ଭୟଙ୍କର ନିଆଁ ଭିତରେ ଝଲସିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ବ୍ୟପିବାରେ ଲାଗିଛି ଏହି ଭୟଙ୍କର ନିଆଁ । ୪ ଦିନରୁ ଭୀଷଣ ନିଆଁରେ…
ଭାରତର ‘Moon Mission’ ଚନ୍ଦ୍ରଯାନ -୩ ର ଲ୍ୟାଣ୍ଡିଙ୍ଗ ଦେଖିବାକୁ ଚାହୁଁଛି ପାକିସ୍ତାନ: ଫାୱାଦ ଚୌଧୁରୀ
ନୂଆଦିଲ୍ଲୀ: ଭାରତ ବିଭିନ୍ନ କ୍ଷେତ୍ରରେ ବିକାଶ କରୁଥିବା ବେଳେ ପାକିସ୍ତାନ ଖୁବ ପଛରେ ପଡ଼ି ଯାଇଛି । ଆଜି ମହାକାଶ କ୍ଷେତ୍ରରେ ମଧ୍ୟ ପାକିସ୍ତାନଠାରୁ ଆଉ ପାଦେ ଆଗକୁ ଯିବାକୁ ବାହାରିଛି ଭାରତ । ଆଜି ଭାରତ…