Browsing Category

ଦେଶ ବିଦେଶ

Big Breaking ନିର୍ମାଣ ସମୟରେ ଭୁଷୁଡ଼ିଗଲା ରେଳ ଓଭରବ୍ରିଜ: ଚାପି ହୋଇ ୧୭ ଶ୍ରମିକଙ୍କ ମୃତ୍ୟୁ, ଚାଲିଛି ଉଦ୍ଧାର କାର୍ଯ୍ୟ

ମିଜୋରାମ: ସାରା ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଦୁର୍ଘଟଣା ସଂଖ୍ୟା । ପ୍ରତିଦିନ କେଉଁଠି ନା କେଉଁଠି କିଛି ଅଘଟଣ ଘଟିବାରେ ଲାଗିଛି । ଏବେ ମିଳିଥିବା ଖବର ଅନୁସାରେ, ମିଜୋରାମରେ ଏକ ନିର୍ମାଣାଧୀନ ପୋଲ…

କାହିଁକି ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ ୩ କରିବ ଲ୍ୟାଣ୍ଡିଂ ? ଆସନ୍ତୁ ଜାଣିନେବା ଏହା ପଛର କାରଣ

ନୂଆଦିଲ୍ଲୀ: ଚନ୍ଦ୍ରଯାନ ୩ ଏବେ ଲ୍ୟାଣ୍ଡିଂ ପର୍ଯ୍ୟାୟ ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ଅବତରଣ କରିବା ନେଇ କାଉଣ୍ଟଡାଉନ ବି ଆରମ୍ଭ ହୋଇଗଲାଣି । ତେବେ ଇସ୍ରୋ ବହୁ ଭାବି ଚିନ୍ତି ୨୩…

ପୁଣିଥରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା: ୮ ଜିଲ୍ଲାକୁ ରେଡ ଆଲର୍ଟ ଜାରି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କିଛି ଅଞ୍ଚଳରେ ମଙ୍ଗଳବାର ଦିନ ବର୍ଷା ହୋଇଥିଲା । ପାଣିପାଗ ବିଭାଗ ୧୨ରୁ ୮ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି । ଏହା ଛଡା ସେହି ଅଞ୍ଚଳରେ ସ୍କୁଲ କଲେଜ ଗୁଡିକୁ ଛୁଟି କରିବା ପାଇଁ ଆଦେଶ…

ଆଜି ‘ଜହ୍ନ ଦେହରେ ନାଁ ଲେଖିବ ଭାରତ’ : ଐତିହାସିକ ମୁହୂର୍ତ୍ତକୁ କେଇଟା ଘଣ୍ଟା ବାକି, ଚାଲିଛି ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ଆଉ ମାତ୍ର କେଇଟା ଘଣ୍ଟାର ଅପେକ୍ଷା । ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆଉ ମାତ୍ର କେଇଟା ମୁହୂର୍ତ୍ତ ପରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବ ଭାରତର ‘ମୁନ୍ ମିଶନ୍’ ଚନ୍ଦ୍ରଯାନ-୩ । ଏହାସହିତ ସଫଳତାର…

ପ୍ରଥମ ଥର ଭାରତକୁ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ: ହ୍ୱାଇଟ ହାଉସ

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଖୁବଶୀଘ୍ର ଭାରତ ଗସ୍ତରେ ଆସୁଛନ୍ତି । ତେବେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ସେ ଭାରତ ଗସ୍ତରେ ଆସିବେ । ଆସନ୍ତା…

ବିଶ୍ୱର ବିକାଶ ଇଞ୍ଜିନ ସାଜିବ ‘ଭାରତ’: ବ୍ରିକ୍ସ ସମ୍ମିଳନୀରେ ମୋଦୀଙ୍କ ଉଦବୋଧନ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛନ୍ତି । ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ଦକ୍ଷିଣଆଫ୍ରିକାର ରାଷ୍ଟ୍ରପତିଙ୍କ ଆମନ୍ତ୍ରଣ ରକ୍ଷା କରି ସେଠାରେ…

ଦୁର୍ଘଟଣାକୁ ଅନାଇ ବସିଛି ଅଶୁଭ ରାଜପଥ: ୨୮ ବର୍ଷରେ ଗଙ୍ଗୋତ୍ରୀ ନେଲାଣି ୩୩୪ ଜଣଙ୍କ ଜୀବନ, କ’ଣ ରହିଛି ରହସ୍ୟ

ନୂଆଦିଲ୍ଲୀ: ଗତ ୨୦ ତାରିଖରେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଘଟିଥିଲା ଏକ ବଡ଼ ଅଘଟଣ । ୩୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ଦୁର୍ଘଟଣାରେ ୭ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ…

ଜି-୨୦ ସମ୍ମିଳନୀ: ସେପ୍ଟେମ୍ବର ୮ରୁ ୧୦ ସ୍କୁଲ୍‌, ବ୍ୟାଙ୍କ ଠାରୁ ଆରମ୍ଭ କରି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସବୁ ବନ୍ଦ

ନୂଆଦିଲ୍ଲୀ: ଜି -୨୦ ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୮ ରୁ ୧୦ ପର୍ଯ୍ୟନ୍ତ ଦିଲ୍ଲୀରେ ସାଧାରଣ ଛୁଟି ଘୋଷଣା କରିବାକୁ ପ୍ରସ୍ତାବକୁ ଅନୁମତି ମିଳିଛି । ଏହି ତାରିଖରେ ଏମସିଡି କାର୍ଯ୍ୟାଳୟ ସମେତ ସମସ୍ତ…

ବିଶ୍ୱରେ ପ୍ରଥମ ଥର ଜନ୍ମନେଲା ଏକ ରଙ୍ଗୀନ ଜିରାଫ! ଦେହରେ ନାହିଁ କିଛି ବି ଦାଗ

ନୂଆଦିଲ୍ଲୀ: ଏ ଦୁନିଆରେ ଅନେକ ସମୟରେ କିଛି ଅଜବ ଧରଣର ଜୀବଜନ୍ତୁ ଜନ୍ମ ନେଇଥାନ୍ତି । ତେବେ ବେଳେବେଳେ କିଛି ଅଦ୍ଭୂତ ଶିଶୁ ଆମ ସମାଜରେ ଜନ୍ମ ନେଇଥାନ୍ତି । ଏପରି ଶିଶୁ ଅନ୍ୟ ମଣିଷଙ୍କଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା…

ଜାରି ହେଲା ନିର୍ଦ୍ଦେଶନାମା: ଅଗଷ୍ଟ ୨୩ରେ ବନ୍ଦ ରହିବ ସମସ୍ତ ସ୍କୁଲ ଓ ଅଙ୍ଗନବଡ଼ି କେନ୍ଦ୍ର

ନୂଆଦିଲ୍ଲୀ: ମଣିଷର ପରିବର୍ତ୍ତିତ ଲାଇଫଷ୍ଟାଇଲ, ଯାନବାହାନର ବୃଦ୍ଧି, ଦ୍ରୁତ ଶିଳ୍ପାୟନ ସହିତ ଅନେକ କାରଣରୁ ଆଜି ପରିବେଶ ଦୂଷିତ ହେବାରେ ଲାଗିଛି । ଜଳ ଓ ବାୟୁ ମଣିଷ ପାଇଁ ଆଜି ଶତ୍ରୁ ପାଲଟି ଯାଇଛନ୍ତି । ଦେଶର…