Browsing Category

ଦେଶ ବିଦେଶ

ଡାକ୍ତରଙ୍କ ବିରୋଧରେ ୩୫ ବର୍ଷରେ ୪୮ ମହିଳାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ

ବ୍ରିଟେନ୍ ରେ ଜଣେ ଭାରତୀୟ ବଂଶୋଦ୍ଧଭ ୪୮ ମହିଳାଙ୍କ ସହିତ ୫୪ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗ୍ଲାସଗୋ ହାଇକୋର୍ଟର ବେଞ୍ଚ ଏହି ମାମଲାରେ ଶୁଣାଣି କରି କୃଷ୍ଣ ବଲ୍ଲଭ ପ୍ରସାଦ ସିଂ(୭୨)ଙ୍କୁ ଗୁରୁବାର…

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଥାନାରେ ଏତଲା, ମଦ ପିଇ ଗୁରୁଦ୍ୱାରରେ ପ୍ରବେଶ କରିଥିବା ଅଭିଯୋଗ

ଚଣ୍ଡୀଗଡ଼: ଭାରତୀୟ ଜନତା ପାର୍ଟୀର ନେତା ତେଜିନ୍ଦର ପାଲ ସିଂହ ବଗ୍ଗା ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବିରୋଧରେ ପୋଲିସରେ ଅନଲାଇନ ଅଭିଯୋଗ କରିଛନ୍ତି । ସିଏମ ମାନଙ୍କ ଉପରେ ନିଶାସକ୍ତ ଅବସ୍ଥାରେ…

ଜାଣନ୍ତୁ କିପରି ବିବାହ କରିଥିଲେ ହନୁମାନ ମହାରାଜ! ଏହି ରାଜ୍ୟରେ ଏକା ସାଙ୍ଗରେ ସ୍ତ୍ରୀ’ଙ୍କ ସହ ପାଆନ୍ତି ପୂଜା

କୁହାଯାଏ ଯେ ଭଗବାନ ହନୁମାନ ଏପରି ଦେବତା ଯିଏ ଅମର ଅଟନ୍ତି । ହନୁମାନ ତାଙ୍କର ସାରା ଜୀବନ ପ୍ରଭୁ ଶ୍ରୀରାମଙ୍କ ଆରାଧନାରେ କଟାଇ ଦେଇଥିଲେ । ତାଙ୍କର ବାଲ୍ୟଲୀଳା ବିଷୟରେ ସମସ୍ତେ ପ୍ରାୟତଃ ଜାଣନ୍ତି । ବର୍ତ୍ତମାନର…

ପାକିସ୍ତାନରେ ବିଧାନସଭା ପାଲଟିଲା ରଣକ୍ଷେତ୍ର: ଉପ ବାଚସ୍ପତିଙ୍କୁ ଚାପୁଡ଼ା ମାରିଲେ ଇମ୍ରାନଙ୍କ ଦଳର ବିଧାୟକ

ପଞ୍ଜାବ (ପାକିସ୍ତାନ) ବିଧାନସଭାରେ ଶନିବାର ଜୋରଦାର ହଙ୍ଗମା ଦେଖିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ ଇମରାନ ଖାନଙ୍କ ପାର୍ଟୀ ପାକିସ୍ତାନ ତହରିକ-ଏ-ଇନ୍ସାଫ୍(ପିଟିଆଇ) ସଦସ୍ୟ ପଞ୍ଜାବ ବିଧାନସଭାର ଉପ ବାଚସ୍ପତି ଦୋସ୍ତ…

ନାଗକୁ ହତ୍ୟା କରିଦେଲା ଯୁବକ, ଏହାପରେ ନାଗ ହତ୍ୟାର ପ୍ରତିଶୋଧ ନେଲା ନାଗିନ

ନୂଆଦିଲ୍ଲୀ: ନାଗ-ନାଗୁଣୀଙ୍କୁ ନେଇ ଆପଣମାନେ ପୂର୍ବରୁ ଅନେକ କାହାଣୀ ଶୁଣିଥିବେ । ମାତ୍ର ନିକଟରେ ଉତ୍ତରପ୍ରଦେଶରୁ ଯେଉଁ କାହାଣୀଟି ସାମ୍ନାକୁ ଆସିଛି ତାହା କୌଣସି ଫିଲ୍ମର ଷ୍ଟୋରୀ ଠାରୁ କମ୍ ନୁହେଁ । ନାଗର ମୃତ୍ୟୁର…

ପଶ୍ଚିମବଙ୍ଗ ଉପନିର୍ବାଚନ: ବିଜେପି ଧରାଶାୟୀ, ଦୁଇ ଲକ୍ଷରୁ ଅଧିକ ଭୋଟରେ ଜିତିଲେ ଶତ୍ରୁଘ୍ନ

ନୂଆଦିଲ୍ଲୀ: ଆଜିର ଦେଶର ୪ଟି ରାଜ୍ୟର ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ପଶ୍ଚିମବଙ୍ଗ ଉପନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମସି)ର ଯାଦୁ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଭାରତୀୟ…

ଆଉ ମହଙ୍ଗା ହେବନି ଖାଇବା ତେଲ! ଜାଣନ୍ତୁ କ’ଣ ରହିଛି ସରକାରଙ୍କ ଯୋଜନା

ନୂଆଦିଲ୍ଲୀ: ଦେଶରେ ଦରଦାମ୍ ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଇବା ତେଲ ଦର ଲଗାତାର ବଢ଼ିବାରେ ଲାଗିଛି । ସରକାର ଏହା ଉପରେ ରୋକ୍ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି…

ଗାଁରେ ମିଳୁନାହିଁ ଜଳ, ପାଠପଢ଼ା ବନ୍ଦ କରି ୨ କିମି ଚାଲିଚାଲି ୪୦ ଫୁଟ ଗଭୀର କୂଅରୁ ପାଣି ଆଣୁଛନ୍ତି ଛାତ୍ରଛାତ୍ରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବର୍ତ୍ତମାନ ଗରମ ଦିନ ଆସିଯାଇଥିବା ବେଳେ ଦେଶର ଅନେକ ସ୍ଥାନରେ ଏବେ ଆରମ୍ଭ ହୋଇଯାଇଛି ଜଳସଙ୍କଟ । ତେବେ ଏପରି ସ୍ଥିତିରେ ମହାରାଷ୍ଟ୍ରର ନାସିକରୁ ଏକ ଭୟଙ୍କର ଜଳ ସଙ୍କଟ ଖବର ଆସିଛି । ମହିଳାମାନେ ୪୦ ଫୁଟ…

ଭଗବାନ ହନୁମାନଙ୍କ ୧୦୮ ଫୁଟ୍ ଉଚ୍ଚର ମୂର୍ତ୍ତି ଲୋକାର୍ପଣ କଲେ ପିଏମ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ହନୁମାନ ଜୟନ୍ତୀ ଅବସରରେ ଗୁଜରାଟର ମୋରବିରେ ନିର୍ମିତ ୧୦୮ ଫୁଟ୍ ଉଚ୍ଚର ଭଗବାନ ହନୁମାନଙ୍କ ମୂର୍ତ୍ତିର ଅନାବରଣ କରିଛନ୍ତି। ଏହା ଭଗବାନ ହନୁମାନଙ୍କ…

ଚାଷୀଙ୍କ ଝିଅଙ୍କ ଶିକ୍ଷା ଉପରେ ନିଜ ଦରମା ଖର୍ଚ୍ଚ କରିବେ ହରଭଜନ, ଟୁଇଟ୍ କରି ଜଣାଇଲେ ଆପ୍ ସାଂସଦ

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ସ୍ପିନର ତଥା ପଞ୍ଜାବରୁ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ହରଭଜନ ସିଂହ ବଡ ଘୋଷଣା କରିଛନ୍ତି। ନିଜ ବେତନ କୃଷକଙ୍କ ଝିଅଙ୍କ ଶିକ୍ଷା ଏବଂ କଲ୍ୟାଣ ପାଇଁ ଖର୍ଚ୍ଚ କରିବେ ବୋଲି…