Browsing Category

ଦେଶ ବିଦେଶ

ବଦଳିଲା ଭାଗ୍ୟ: ଦିନେ ରାସ୍ତାକଡ଼ରେ ବିକୁଥିଲେ ଅଣ୍ଡା, ଏବେ ବୁଲିବେ ସରକାରୀ ଗାଡ଼ିରେ

ନୂଆଦିଲ୍ଲୀ: ଜଣେ ଅଣ୍ଡା ବିକାଳିଙ୍କ ମୁଣ୍ଡରେ ବିଧାତା ସୁନା କଳସ ଢାଳିଛି । ବିହାରର ଜଣେ ଅଣ୍ଡା ବିକାଳି ରାଜ୍ୟ ପ୍ରଶାସନିକ ଅଧିକାରୀ ହୋଇଛନ୍ତି । ପିତୃମାତୃହୀନ ବିରେନ୍ଦ୍ର କୁମାର ଦାରିଦ୍ର୍ୟର କଷାଘାତକୁ ଖାତିର…

ଏବେ ଆସାମରେ କଂଗ୍ରେସକୁ ବଡ ଝଟକା, ଦଳ ଛାଡିଲେ ବିଧାୟକ କୁରମି, ରାହୁଲଙ୍କ ନେଇ ଦେଲେ ଏମିତି ଟିପ୍ପଣୀ

ନୂଆଦିଲ୍ଲୀ : ପଞ୍ଜାବ, ରାଜସ୍ଥାନ ଓ ମହାରାଷ୍ଟ୍ର ପରେ ଏବେ କଂଗ୍ରେସ ଭିତରେ ଜାରି  ଅନ୍ତଃକନ୍ଦଳ ଆସାମ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଦଳରେ ସଙ୍କଟ ଥମିବାର ନାଁ ଧରୁନାହିଁ। ଗୋଟିଏ ରାଜ୍ୟର ବିବାଦ ନତୁଟୁଣ ଅନ୍ୟ…

ମମତା ବାନାର୍ଜୀଙ୍କ ପୁତୁରାଙ୍କୁ ଚାପୁଡ଼ା ମାରିଥିବା ବିଜେପି ନେତାଙ୍କ ରହସ୍ୟଜନକ ମୃତ୍ୟୁ, ହତ୍ୟା ନେଇ ବଢ଼ିଲା ସନ୍ଦେହ

ନୂଆଦିଲ୍ଲୀ: ୨୦୧୫ ମସିହାରେ ଏକ ଉତ୍ସବରେ ଦେବାଶିଷ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ଏମପି ଅଭିଶେଷ ବାନାର୍ଜୀଙ୍କୁ ଚାପୁଡ଼ା ମାରିଥିଲେ । ଆଜି…

କୃଷକଙ୍କ ପାଇଁ ଖୁସିଖବର ଆଣିଛି ଏହି ରାଜ୍ୟ: ବର୍ଷକୁ ମିଳିବ ୧୦ ହଜାର ଟଙ୍କା

କୋଲକାତା: କରୋନା କାଳରେ ଶିକ୍ଷାଠାରୁ ଆରମ୍ଭ କରି କୃଷିକ୍ଷେତ୍ର ପର୍ଯ୍ୟନ୍ତ, ସବୁଥିରେ ସମସ୍ୟା ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ସରକାର କୃଷକମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ…

ଚୋରି କରି ବନ୍ଧାହେଲେ ୨ ଅଭିନେତ୍ରୀ, କ୍ରାଇମ୍ ପେଟ୍ରୋଲ୍ ରେ କରୁଥିଲେ ଅଭିନୟ

ମୁମ୍ବାଇ: ପରିସ୍ଥିତିରେ ପଡ଼ି ମଣିଷ କିଛି ବି କରିଦେଇପାରେ । ଏଭଳି ଅନେକ ଉଦାହରଣ ସମାଜରେ ଦେଖିବାକୁ ମିଳୁଛି । ସେହିଭଳି ଟିଭି ଧାରାବାହିକର ଅଭିନୟ କରୁଥିବା ଦୁଇ ଅଭିନେତ୍ରୀ ଚୋରି ଅଭିଯୋଗରେ ଗିରଫ ହେବା ସମ୍ପ୍ରତି…

ରାଜ୍ୟରେ ପ୍ରଥମ ‘ଡେଲଟା ପ୍ଲସ୍’ ସଂକ୍ରମିତ ଚିହ୍ନଟ, ନେଇଥିଲେ ଟିକାର ଦୁଇଟି ଡ଼ୋଜ୍

ଭୋପାଳ: ଭାରତର କରୋନା ପ୍ରଜାତି ଡେଲଟା ଦ୍ୱିତୀୟ ଲହରରେ ଖୁବ୍ ସକ୍ରିୟ ଥିବା ବେଳେ ବର୍ତ୍ତମାନ ଏହା ଆଉ ଏକ ନୂଆ ରୂପରେ ଆସିଛି । ଦ୍ୱିତୀୟ ଲହର ସହିତ ଲଢ଼ିବାକୁ ଯାଇ ଲକଡାଉନ୍ ଲାଗୁ କରାଯିବା ପରେ ଏବେ ସଂକ୍ରମଣ କମିଥିବା…

ନା ବାଇଡେନ, ନା ଜନସନ… ପ୍ରଧାନମନ୍ତ୍ରୀ ମୋଦୀ ଏବେ ବି ଦୁନିଆର ସର୍ବାଧିକ ଗ୍ରହଣୀୟ ନେତା

ନୂଆଦିଲ୍ଲୀ : କରୋନାର ପ୍ରଥମ ଲହରକୁ ସଫଳତାର ସହ ମୁକାବିଲା କରିଥିବା ମୋଦୀ ସରକାର କିନ୍ତୁ ଦ୍ଵିତୀୟ ଲହରରେ ଯଥା ସମ୍ଭବ ପ୍ରୟାସ କରିଥିଲେ ମଧ୍ୟ ସେତେଟା ସଫଳ ହୋଇ ପାରି ନାହାନ୍ତି। ତଥାପି କରୋନା କାଳରେ…

ଆରବ ସାଗର ମଧ୍ୟରେ ନଜର ଆସିଲା ରହସ୍ୟମୟ ଅଣ୍ଡର ୱାଟର୍ ଦ୍ୱୀପ

କୋଚି: କେରଳର କୋଚି ସହରର ପଶ୍ଚିମତଟସ୍ଥ ଆରବ ସାଗରରେ ଏକ ବିନ୍ ମଞ୍ଜି ଆକାରର ଏକ ଦ୍ୱୀପ ଠାବ ଳକରାଯାଇଛି । ଯାହା ଖୁବ୍ ରହସ୍ୟମୟ ଲାଗୁଛି । ଏହାକୁ ଗୁଗୁଲ ମ୍ୟାପ ଜରିଆରେ ଠାବ କରାଯାଇଥିବା ବେଳେ ଏହା ଏକ ଅଣ୍ଡରୱାଟର୍…

ଦେଶରେ ୨ ହଜାର ତଳକୁ ଖସିଲା ଦୈନିକ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଦୈନିକ ମୃତ୍ୟୁ ୨ ହଜାର ତଳକୁ ଖସିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୫୯୭…

ଆମେରିକାରେ ଉଦଘାଟିତ ହେଲା ବିଶ୍ୱର ଦ୍ୱିତୀୟ ଗୁଣ୍ଡିଚା ମନ୍ଦିର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ଦ୍ୱିତୀୟ ଗୁଣ୍ଡିଚା ମନ୍ଦିର ଉଦଘାଟିତ ହୋଇଛି ଆମେରିକାରେ । ଆମେରିକାର ମିନ୍ନେସୋଟା ସ୍ଥିତ ମାପେଲ ଗ୍ରୋଭ ସହରର ହିନ୍ଦୁ ମନ୍ଦିର ପରିସରରେ ନୂତନ ଭାବେ ନିର୍ମିତ ହୋଇଛି ଶ୍ରୀ…