Browsing Category
ଦେଶ ବିଦେଶ
ପାକିସ୍ତାନ ପ୍ରଧାନମନ୍ତ୍ରୀ ପାଇଁ ଶାହାବାଜ ସରିଫ ବିରୋଧୀଙ୍କ ପ୍ରାର୍ଥୀ, ଇମ୍ରାନଙ୍କ ପକ୍ଷରୁ ଶାହା ମେହମୁଦ କୁରେଶୀ ପ୍ରାର୍ଥୀ
ଅବିଶ୍ୱାସ ପ୍ରସ୍ତାବରେ ବହୁମତ ହରାଇବା ପରେ ଇମ୍ରାନ ଖାନ ଇସ୍ତଫା ଦେଇଛନ୍ତି । ଏହା ପରେ ଶାହାବାଜ ସରିଫ ପ୍ରଧାନମନ୍ତ୍ରୀ ପଦ ପାଇଁ ନୂଆ ଚେହେରା ଭାବରେ ଉଭା ହୋଇଛନ୍ତି । ସମସ୍ତ ୧୭୪ ବିରୋଧୀ ସାଂସଦ ଶାହାବାଜଙ୍କ…
୧୩ ହଜାର ଫୁଟ ଉଚ୍ଚତାରେ ଉଡ଼ୁଥିଲେ ମହିଳା, ହଠାତ୍ ପାରାଶ୍ୟୁଟ୍ ତାଙ୍କର ପାଦରେ ଛନ୍ଦି ହୋଇଗଲା, ଜାଣନ୍ତୁ ତା’ପରେ କ’ଣ ହେଲା
ନୂଆଦିଲ୍ଲୀ: ଆଜିକାଲିର ଦୈନନ୍ଦିନ ଜୀବନରେ ଅନେକ ଘଟଣା ଦୁର୍ଘଟଣା ଦେଖିବାକୁ ମିଳୁଛି । ଅନେକ ସମୟରେ ସାମାନ୍ୟ ଦୁର୍ଘଟଣାରେ ଜଣଙ୍କର ଜୀବନ ଚାଲିଯାଉଥିବା ବେଳେ ଭୟଙ୍କର ଦୁର୍ଘଟଣାରୁ ମଧ୍ୟ ଅନେକ ବର୍ତ୍ତି ଯାଉଛନ୍ତି ।…
୨୫ ବର୍ଷରୁ ବଜରଙ୍ଗୀ ପତାକା ତିଆରି କରୁଛନ୍ତି ମୁସଲିମ ପରିବାର, ସାମାଜିକ ଏକତାର ଉଦାହରଣ ପାଲଟିଛି ତାଙ୍କ ଦୋକାନ
ଧନବାଦ: ଝାଡଖଣ୍ଡର ଧନବାଦରେ ଜନଗହଳିପୂର୍ଣ୍ଣ ପୁରୁଣା ବଜାରରେ ରହିଛି ଏକ ଛୋଟ ଦୋକାନ। ବଜରଙ୍ଗୀ ପତାକାରେ ଭର୍ତ୍ତି ଉକ୍ତ ଦୋକାନ। ଦୋକାନର କାନ୍ଥର ଗୋଟିଏ ପଟେ ଝୁଲିଛି ଛୋଟ ତ୍ରିରଙ୍ଗା ପତାକା। ତା ପାର୍ଶ୍ଵରେ…
ରେଲୱେର ବିଭିନ୍ନ ସ୍କୁଲରେ ଖାଲି ରହିଛି ଶିକ୍ଷକ ପଦ: ଦରମା ୨୬ ହଜାର ଟଙ୍କା, ଏମିତି କରନ୍ତୁ ଆବେଦନ
ନୂଆଦିଲ୍ଳୀ: ଦେଶର ବିଭିନ୍ନ ରେଲୱେ ସ୍କୁଲ ଗୁଡିକରେ ସୃଷ୍ଟି ହୋଇଛି ଖାଲିପଦ । ଗଣିତ, ବିଜ୍ଞାନ, ସଂସ୍କୃତ, ସୋସିଆଲ ସାଇନ୍ସ, ପିଇଟି ସମେତ ଟିଜିଟି, କମ୍ପ୍ୟୁଟର ସାଇନ୍ସ ଓ ଆସିଷ୍ଟାଣ୍ଟ ଟିଚର ପଦବୀ ପାଇଁ ସୃଷ୍ଟି…
୨୦୨୩ରେ ରାଜସ୍ଥାନ ବିଧାନସଭା ନିର୍ବାଚନ: ବିଜେପିକୁ ଟକ୍କର ଦେବାକୁ ପାଇଲଟଙ୍କୁ ସାରଥୀ କରିବ କଂଗ୍ରେସ
ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଛି । ତେଣୁ ଆଗକୁ ୨୦୨୪ ମେଗା ଫାଇଟ୍ ଆସୁଥିବା ବେଳେ କଂଗ୍ରେସ ନିଜର ଘର ସଜାଡ଼ିବା ଆରମ୍ଭ…
କାଳ ହେଲା ଫେମସ୍ ହେବାର ନିଶା: ଟ୍ରେନରେ କଟି ପ୍ରାଣ ହରାଇଲେ ୩ କଲେଜ୍ ଛାତ୍ର
ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆର ଜମାନାରେ ସମସ୍ତଙ୍କୁ ଫେମସ୍ ହେବାର ଅଜବ ନିଶା ଘାରିଛି । ଇନଷ୍ଟାଗ୍ରାମରେ ରିଲ୍ ବନାଇ ଫେମସ୍ ହେବା ଲକ୍ଷ୍ୟରେ ରହୁଛନ୍ତି ଯୁବପିଢି । ରିଲ୍ସ ବନାଇ ଲାଇକ୍ ଓ କମେଣ୍ଟ ହାସଲ କରିବା…
ହିଟ୍ ଆଣ୍ଡ ରନ୍ ମାମଲା: ମୃତକ ଓ ଆହତଙ୍କୁ ଅର୍ଥ ମିଳିବା ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ପୀଡ଼ିତମାନଙ୍କୁ କିପରି କମ୍ ସମୟ ମଧ୍ୟରେ ଆର୍ଥିକ ସହାୟତା ମିଳିପାରିବ ସେଥିନେଇ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ହିଟ୍ ଆଣ୍ଡ ରନ୍ ମାମଲାରେ ପୀଡ଼ିତଙ୍କୁ ସହାୟତା ପାଇଁ…
ଆଜିଠାରୁ କୋଭିଡ ଟିକାକରଣର ତୃତୀୟ ଡୋଜ୍ ଆରମ୍ଭ: ଆପଣ ଟିକା କେଉଁଠି ନେବେ, କେତେ ଟଙ୍କା ଦେବେ ଜାଣନ୍ତୁ
ନୂଆଦିଲ୍ଲୀ: ଯଦି ଆପଣଙ୍କର ବୟସ ୧୮ ବର୍ଷରୁ ଅଧିକ ତେବେ ଆପଣ ଆଜିଠାରୁ କୋଭିଡ-୧୯ର ତୃତୀୟ ଡୋଜ୍ ଅର୍ଥାତ ବୁଷ୍ଟର ଡୋଜ୍ ନେଇପାରିବେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ ଆପଣଙ୍କୁ ଟିକା ଫିସ୍ ପେଡ୍…
ହତ୍ୟାଠାରୁ ବି ଭୟଙ୍କର ଦୁଷ୍କର୍ମ, ଅନ୍ତରାତ୍ମାକୁ ମାରିଦିଏ: ଅଭିଯୁକ୍ତକୁ ୧୦ ବର୍ଷର ଦଣ୍ଡ ଶୁଣାଇଲେ ପୋକ୍ସୋ କୋର୍ଟ
ନୂଆଦିଲ୍ଲୀ: ଦୁଷ୍କର୍ମ ହତ୍ୟାଠାରୁ ବି ଗମ୍ଭୀର ଅପରାଧ । ଏହା ଦ୍ୱାରା ପୀଡିତାଙ୍କ ଅନ୍ତରାତ୍ମା ମରିଯାଏ । ଏପରି କହିବା ସହିତ ଜଣେ ଅଭିଯୁକ୍ତଙ୍କୁ ୧୦ ବର୍ଷର କାରାଦଣ୍ଡ ଶୁଣାଇଛନ୍ତି ମୁମ୍ବାଇର ଏକ ପୋକ୍ସୋ କୋର୍ଟ ।…
ଗ୍ରାହକଙ୍କୁ ଆଶ୍ୱସ୍ତି: କ୍ରମାଗତ ଚତୁର୍ଥ ଦିନ ପାଇଁ ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ
ନୂଆଦିଲ୍ଲୀ: ନିୟମିତ ଭାବରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କାରଣରୁ ଗ୍ରାହକ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କ୍ରମାଗତ ଚତୁର୍ଥ ଦିନ ପାଇଁ ଅପରିବର୍ତ୍ତିତ ରହିଛି ପେଟ୍ରୋଲ ଓ ଡିଜେଲ ଦର । ଶେଷ ଥର ପାଇଁ…