fbpx

୨୮ ଜିଲ୍ଲାରେ ପଜିଟିଭିଟି ହାର ୧୦%: ଲବ୍ ଅଗ୍ରୱାଲ୍

ନୂଆଦିଲ୍ଲୀ: କରୋନା ଅପଡେଟ ନେଇ ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା । ପ୍ରେସମିଟରେ ସୂଚନା ଦେଲେ ଲବ୍ ଅଗ୍ରୱାଲ  । ଦେଶର ୯ଟି ରାଜ୍ୟରେ ଚିନ୍ତାଜନକ ଭାବେ ସଂକ୍ରମଣ ବଢ଼ିଚାଲିଛି । ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ, କେରଳ, ତାମିଲନାଡୁ, କର୍ଣ୍ଣାଟକ, ଝାଡ଼ଖଣ୍ଡ, ଗୁଜରାଟ ସ୍ଥିତି ଚିନ୍ତାଜନକ ବୋଲି କହିଛନ୍ତି ଲବ୍ ଅଗ୍ରୱାଲ । ସେ କହିଛନ୍ତି ଦେଶରେ ୨୮ଟି ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ହାର ୧୦% ଉପରେ ରହିଛି । ୪୩ ଜିଲ୍ଲାରେ ପଜିଟିଭିଟି ହାର ୫ରୁ ୧୦ % ରହିଛି ।

ସେପଟେ ଗତ ୨୪ ଘଣ୍ଟାରେ ବିଶ୍ୱରେ ୨୫ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ଚିହ୍ନଟ ନେଇ ସୂଚନା । କରୋନା ମହାମାରୀ ଆସିବା ଦିନଠାରୁ ଦିନକରେ ଏହା ସର୍ବାଧିକ ସଂକ୍ରମଣ ବୋଲି କହୁଯାଉଛି ।

Get real time updates directly on you device, subscribe now.