fbpx

୭ ରୁ ଆରମ୍ଭ ସିଭିଲ ସର୍ଭିସ ମେନ୍ ପରୀକ୍ଷା

ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ହେବ ସିଭିଲ ସର୍ଭିସ ମେନ୍ ପରୀକ୍ଷା । ଜାନୁଆରୀ ୭,୮,୯,୧୫  ଏବଂ ୧୬ ରେ ମେନ୍ ପରୀକ୍ଷା । ପରୀକ୍ଷାର୍ଥୀଙ୍କ ସହଜ ଯାଆସ କରିବା ପାଇଁ ରାଜ୍ୟମାନଙ୍କୁ କହିଲା ୟୁପିଏସସି ।

Get real time updates directly on you device, subscribe now.