CHARIDHAM
Browsing Category

ଦେଶ ବିଦେଶ

କାଚ୍ଚା ବାଦାମ୍ ଗୀତରେ ନାଚୁଛି କୁନି ଝିଅ, ଭାଇରାଲ୍ ହେଉଛି କ୍ୟୁଟ୍ ଭିଡିଓ..

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଏବେ ଟ୍ରେଣ୍ଡ୍ କରୁଛି "କାଚ୍ଚା ବାଦାମ୍" । ସେଲିବ୍ରିଟି ଓ ଇନ୍ଫ୍ଲୁଏନ୍ସର୍ ଠାରୁ ଆରମ୍ଭ କରି କୁନି କୁନି ଛୁଆ ପର୍ଯ୍ୟନ୍ତ ସମସ୍ତେ ଏବେ କାଚ୍ଚା ବାଦାମ୍ ଗୀତରେ ଭିଡିଓ କରି ସୋସିଆଲ୍…

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ASIଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଛତିଶଗଡ଼ରୁ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର (ଏଏସଆଇ)ଙ୍କ ମୃତ୍ୟୁ ଘଟିଛି । ବିସ୍ଫୋରଣରେ ଆହତ ଜଣେ ହେଡ କନଷ୍ଟେବଳଙ୍କୁ ମେଡିକାଲକୁ…

(Video)ରହସ୍ୟମୟୀ ସାପ, ଦେଖିବାକୁ ଲତା ପରି ଓ ବିପଦଜନକ ମଧ୍ୟ; ବୈଜ୍ଞାନିକ ମାନେ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦୁନିଆରେ ଅନେକ ପ୍ରକାରର ଜୀବଜନ୍ତୁ ତଥା ସରୀସୃପ ଦେଖିବାକୁ ମିଳେ । ଯାହା ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିବେ ନାହିଁ । ଏହିପରି ଏକ ସରୀସୃପ ଥାଇଲାଣ୍ଡରେ ଦେଖିବାକୁ ମିଳିଛି । ଏହା ଏକ ସାପ । ଦେଖିବାକୁ…

କାନାଡାରେ ସଡ଼କ ଦୁର୍ଘଟଣାରେ ୫ ଭାରତୀୟ ଛାତ୍ର ମୃତ

ନୂଆଦିଲ୍ଲୀ: କାନାଡାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ଯେଉଁଥିରେ ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଶନିବାର ଦିନ ଘଟିଛି । ଓଟାରିଓ ହାଇୱେରେ ଏହି ଦୁର୍ଘଟଣା ଘଟିଥିବା ସୂଚନା । ୫ ଜଣ…

ଅଭିନେତ୍ରୀ ସୋନମ କପୁରଙ୍କ ଶ୍ୱଶୁରଙ୍କ କମ୍ପାନୀ ନାମରେ ୨୭ କୋଟିର ଠକେଇ: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ଶକିଲଙ୍କୁ ନେଇ ପୋଲିସର ବଡ଼ ଖୁଲାସା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ଶ୍ୱଶୁର ହରିଶ ଆହୁଜାଙ୍କ କମ୍ପାନୀ ନାମରେ ହୋଇଥିବା ଠକେଇକୁ ନେଇ ପୋଲିସ ଏକ ବଡ଼ ଖୁଲାସା କରିଛି । ହରିଶଙ୍କର ଫରିଦାବାଦସ୍ଥିତ ଏକ୍ସପୋର୍ଟ କମ୍ପାନୀରେ ୨୭ କୋଟି ଟଙ୍କାରେ…

ଆକାଶରୁ ହଠାତ୍ ଖସିଲା ଏକ ଚମତ୍କାରୀ ପଥର, ରାତାରାତି କୋଟିପତି ପାଲଟିଗଲେ ଯୁବକ

ନୂଆଦିଲ୍ଲୀ: ଅନେକ ସମୟରେ ଏ ଦୁନିଆରେ କିଛି ଲୋକଙ୍କ ସହିତ ଅବିଶ୍ୱସନୀୟ ଘଟଣା ସବୁ ଘଟିଥାଏ । ଏହି କଥାକୁ ଆଖିରେ ଦେଖିବା ନ ଦେଖିବା ପର୍ଯ୍ୟନ୍ତ କେହି ବି ବିଶ୍ୱାସ କରନ୍ତି ନାହିଁ । ତେବେ କଥାଟି ହେଉଛି, ଆକାଶରୁ…

ଅନାଥ ଝିଅର ବିବାହ କରାଇଲେ ଆଇଏଏସ୍‌ ଅଫିସର, ସୁନାମିରେ ମା’- ବାପାକୁ ହରାଇଥିଲେ ସୌମ୍ୟା

ତାମିଲନାଡୁର: ଅନାଥ ଝିଅ ବିବାହ କରାଇଲେ ଆଇଏଏସ୍ ଅଫିସ । ସମାଜ ପାଇଁ ସାଜିଲେ ଉଦାହରଣ। ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାରୁ ସୁଅ। ଏଭଳି ଘଟଣା ଘଟିଛି ତାମିଲନାଡ଼ୁର ନାଗାପଟ୍ଟିନମ୍ ଜିଲ୍ଲାରେ। ବାହାଘର ବେଳର ଫଟୋ…

ଯୁଦ୍ଧରେ ୫୯୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଲଗାତର ଭାବରେ ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି । ବର୍ତ୍ତମାନ ସେମାନେ ରାଜଧାନୀ କିଭ୍ ଉପରେ ହମଲା କରିବା ପାଇଁ ମାଡ଼ି…

ଆଜି ରୁଷିଆ-ୟୁକ୍ରେନ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ କଥାବାର୍ତ୍ତା

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି । ଭର୍ଚୁଆଲ ମୋଡରେ ଉଭୟ ଦେଶର ପ୍ରତିନିଧିଙ୍କ କଥାବାର୍ତ୍ତା ହେବ । ପୂର୍ବରୁ ୩ ଥର ଆଲୋଚନା ହୋଇଥିଲେ ବି ସମାଧାନର ବାଟ ବାହାରି…

ପେଟିଏମ୍‌ ସଂସ୍ଥାପକ ବିଜୟ ଶେଖର ଗିରଫ, ଡିସିପିଙ୍କ ଗାଡିକୁ ଧକ୍କା ଦେଇ ଚମ୍ପଟ୍ ମାରୁଥିବା ବେଳେ ମାଡ଼ି ବସିଲା ପୋଲିସ

ନୂଆଦିଲ୍ଲୀ: ପେଟିଏମର ସଂସ୍ଥାପକ ତଥା ଭାରତୀୟ ଯୁବ ଉଦ୍ୟୋଗୀ ବିଜୟ ଶେଖର ଶର୍ମାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଦିଲ୍ଲୀର ମାଲବିୟ ନଗରରେ ଥିବା ମଦର ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରୁ ତାଙ୍କୁ ପୋଲିସ ଗିରଫ କରିଛି ।…