CHARIDHAM
Browsing Category

ଦେଶ ବିଦେଶ

ମଦ ଦୋକାନରେ ପଶିଲେ, ପଥର ମାରି ଭାଙ୍ଗିଲେ ବୋତଲ: ଭାଇରାଲ ହେଉଛି ଉମା ଭାରତୀଙ୍କ ଉଗ୍ର ରୂପ

ମଦ ଦୋକାନରେ ପଶିଲେ, ଆଉ ରାଗରେ ପଥର ଫୋପାଡ଼ି ମଦ ବୋତଲ ଗୁଡ଼ିକୁ ଭାଙ୍ଗିଦେଲେ । ଏଭଳି କିଛି ଉଗ୍ର ରୂପ ଦେଖାଇଛନ୍ତି ବିଜେପି ବରିଷ୍ଠ ନେତା ଉମା ଭାରତୀ । ରବିବାର ଉମା ଭାରତୀ ଭୋପାଳ ଏକ ମଦ ଦୋକାନ ମଧ୍ୟରେ ପଶିଥିଲେ ଏବଂ…

ପୁଟିନ ସେନାଙ୍କ ଗୁଳିରେ ପ୍ରାଣ ହରାଇଲେ ଆମେରିକୀୟ ପତ୍ରକାର: ଅନ୍ୟ ଜଣେ ଆହତ

ୟୁକ୍ରେନରେ ଋଷର ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୟୁକ୍ରେନରେ ଜଣେ ଆମେରିକୀୟ ସାମ୍ବାଦିକଙ୍କୁ ଗୁଳିମାରି ହତ୍ୟା କରିଦିଆଯାଇଛି । ଯୁଦ୍ଧରେ ପ୍ରଥମ ଥର କେହି ଆମେରିକୀୟଙ୍କ ମୃତ୍ୟୁ…

ମାଇନସ ତାପମାତ୍ରାରେ କବାଡି ଖେଳିଲେ ଆଇଟିବିପି ଯବାନ, ଭାଇରାଲ ହେଉଛି ଭିଡିଓ…

ଭାରତୀୟ ସେନାର ବୀର ଯବାନଙ୍କ ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କେତେବେଳେ ଭିଡିଓରେ ଶତ୍ରୃକୁ ଉଚିତ୍ ଜବାବ ଦେଉଥିବାର ତ’ କେତେବେଳେ ମାଇନସ ତାପମାତ୍ରାରେ ଭାରତ ସୀମାରେ ରକ୍ଷା କରୁଥିବା…

ସୋନିଆ ଗାନ୍ଧୀଙ୍କ ହାତରେ ରହିବ କଂଗ୍ରେସର ଦାୟିତ୍ଵ, ପାର୍ଟିକୁ ମଜବୁତ କରିବା ଉପରେ ଫୋକସ୍

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସମେତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ଲଜ୍ଜାଜନକ ପରାଜୟ ପରେ ରବିବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ହୋଇଛି। ତେବେ…

ରାହୁଲ ଗାନ୍ଧୀଙ୍କୁ ପାର୍ଟିର ଅଧ୍ୟକ୍ଷ କରିବା ଉଚିତ୍, ଗେହଲଟ୍ କହିଲେ- ସେ ଏକାକୀ ମୋଦୀଙ୍କ ମୁକାବିଲା କରୁଛନ୍ତି

ନୂଆଦିଲ୍ଲୀ ୧୩।୦୩: କଂଗ୍ରେସ କାର୍ଯ୍ୟକମିଟି ବୈଠକ ରବିବାର ଅନୁଷ୍ଠିତ ହୋଇଛି। ଏହି ବୈଠକ ପୂର୍ବରୁ ଅନେକ ବଡ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ପାର୍ଟିର ଅଧ୍ୟକ୍ଷ କରିବାକୁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ଏହି…

‘ପଞ୍ଜାବରେ କେହି ମନ୍ତ୍ରୀ ବିଧାୟକ ବିଶ୍ୱାସଘାତକତା କଲେ ବରଖାସ୍ତ ନୁହେଁ ସିଧା ଜେଲ ପଠାଇବୁ’, କେଜ୍ରିୱାଲଙ୍କ ଚେତାବନୀ

ପଞ୍ଜାବରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ରାଜନୀତି ସରଗରମ ହୋଇଛି । ଆମ ଆଦମୀ ପାର୍ଟୀ ଏଠାରେ ବହୁମତ ପାଇଁ ସରକାର ଗଢ଼ିବାକୁ ଯାଉଥିବାବେଳେ, ବିଜେପି, କଂଗ୍ରେସକୁ ହାରର ସାମ୍ନା କରିବାକୁ ପଡ଼ିଛି । ସେପଟେ…

ପୁଣି ଋଷର ଏୟାରଷ୍ଟ୍ରାଇକ: ୩୫ ଜଣଙ୍କ ମୃତ୍ୟୁ ସହିତ ୧୦୦ରୁ ଅଧିକ ଆହତ ହୋଇଥିବା ସୂଚନା

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଗତ ୧୮ ଦିନରୁ ଆକ୍ରମଣ କରି ଚାଲିଛି ଋଷ । ଗୋଟିଏ ପରେ ଗୋଟିଏ ସହର ଉପରେ କବଜା କରିବାରେ ସଫଳ ହେଉଛି ପୁତିନ ସେନା । ଆଜି ଋଷ ତରଫରୁ ଏକ ଏୟାର ଷ୍ଟ୍ରାଇକ ହୋଇଛି ଯେଉଁଥିରେ ୩୫ ଜଣ ପ୍ରାଣ…

ୟୁକ୍ରେନରେ ଥିବା ଭାରତୀୟ ଦୂତାବାସକୁ ପୋଲାଣ୍ଡକୁ ସ୍ଥାନାନ୍ତର: ସରକାର ନେଲେ ବଡ଼ ନିଷ୍ପତ୍ତି

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲୁଥିବା ଯୁଦ୍ଧ ୧୮ ଦିନରେ ପହଞ୍ଚିଛି । ପରିସ୍ଥିତି ସୁଧୁରିବା ବଦଳରେ ବିଗିଡ଼ିବାରେ ଲାଗିଛି । ଉଭୟ ଦେଶ ନଇଁବାକୁ ରାଜି ନାହାଁନ୍ତି । ଏହାରି ମଧ୍ୟରେ ରବିବାର ଏକ ବଡ଼ ଖବର ସାମ୍ନାକୁ ଆସିଛି…

ଡରାଉଛି ଅଦ୍ଭୁତ ରୋଗ: ଅଜଣା ବେମାରୀ ଭୟରେ ସ୍କୁଲ ଯାଇ ପାରିଲାନି ୭ ବର୍ଷର ଛୁଆ, ସାହାଯ୍ୟକୁ ଅପେକ୍ଷା

ଦୁନିଆରେ ଏମିତି ଅନେକ ରୋଗ ଅଛି ଯାହା ବିଷୟରେ ଖୁବ କମ ଲୋକଙ୍କୁ ହିଁ ଜଣାଥିବ । କିନ୍ତୁ ଏହାର ପ୍ରଭାବ ଖୁବ ଭୟଙ୍କର ଏବଂ ତୀବ୍ର ହୋଇଥାଏ । ଏମିତି ଏକ ଦୁର୍ଲଭ ରୋଗର ଶିକାର ହୋଇଛନ୍ତି ବ୍ରିଟେନର ଜଣେ ୭ ର୍ବେର ବାଳକକୁ…

ବାବୁଲ ସୁପ୍ରିଓଙ୍କ ସ୍ଥାନରେ ଲଢ଼ିବେ ଶତ୍ରୁଘ୍ନ ସିହ୍ନା: ମମତା କଲେ ଘୋଷଣା

ପୂର୍ବ କେନ୍ଦ୍ରମନ୍ତ୍ରୀ ଏବଂ ପ୍ରସିଦ୍ଧ ଅଭିନେତା ଶତ୍ରୁଘ୍ନ ସିହ୍ନା ଆସନସୋଲରୁ ଲୋକସଭା ଉପନିର୍ବାଚନରେ ଟିଏମସିର ଆଶାୟୀ ଭାବେ ଲଢ଼ିବାକୁ ଯାଉଛନ୍ତି । ଏନେଇ ନିଜେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା…