CHARIDHAM
Browsing Category

ଦେଶ ବିଦେଶ

ଋଷ ଯବାନଙ୍କୁ ଟ୍ରାକ୍ କରୁଛି ଡେଟିଂ ଆପ୍: ବ୍ରିଟିଶ ଇଣ୍ଟେଲିଜେନ୍ସର ଚମକାଇଦେବା ଭଳି ସୂଚନା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ଋଷ ୟୁକ୍ରେନ ଯୁଦ୍ଧ ବିଭୀଷିକା ଜାରି ରହିଛି । ସମୟ ବଢିବା ସହ ପରିସ୍ଥିତି ଜଟିଳ ହେବାକୁ ଲାଗିଛି । ଏହାରି ମଧ୍ୟରେ ଏକ ନୂଆ ତଥ୍ୟ ଆସିଛି । ବ୍ରିଟେନ ଋଷ ସୈନିକଙ୍କୁ ଟ୍ରାକ କରିବା ପାଇଁ ନୂଆ ତରିକା…

ଯୁଦ୍ଧକୁ ନେଇ IMFର ସତର୍କବାଣୀ: ସାରା ବିଶ୍ୱରେ ଏମିତି ପ୍ରଭାବ ପକାଇବ ଋଷ-ୟୁକ୍ରେନର ତିକ୍ତତା

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧରେ କମିବାରେ ଲାଗିଛି ଶେୟର ବଜାର । ଭାରତରେ ମଧ୍ୟ ଅନେକ ପଦାର୍ଥର ଦର ବଢିବା ଆରମ୍ଭ ହେଲାଣି । ତେବେ ଏହି ସମୟରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (IMF) ତରଫରୁ କରାଯାଇଛି ଏକ ସତର୍କବାଣୀ…

ପୁଣେ ମେଟ୍ରୋ ରେଳ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ୫ ବର୍ଷରେ ଖର୍ଚ୍ଚ ୧୧,୪୦୦ କୋଟି

ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପୁଣେରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ପୁଣେ ମେଟ୍ରୋ ରେଳ ପ୍ରକଳ୍ପ ଉଦଘାଟନ କରିଛନ୍ତି । ନରେନ୍ଦ୍ର…

ଭାରତରେ ବି ବ୍ଲାଷ୍ଟ: ଶ୍ରୀନଗରରେ ହେଲା ଗ୍ରେନେଡ ଆଟାକ, ବିସ୍ଫୋରଣରେ ୧୦ ସୁରକ୍ଷାକର୍ମୀ ଆହତ

ଜମ୍ମୁ କଶ୍ମୀର: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତରେ ମଧ୍ୟ ଆରମ୍ଭ ହୋଇଛି ବିସ୍ଫୋରଣର କାହାଣୀ । ଜମ୍ମୁ କଶ୍ମୀର ରାଜଧାନୀ ଶ୍ରୀନଗରର ଲଳ ଚୌକରେ ହୋଇଛି ଆକ୍ରମଣ । ବିସ୍ଫୋରଣରେ ୧୦ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା…

କୋର୍ଟ ଦେଲେ ଆଶ୍ଚର୍ଯ୍ୟଜନକ ରାୟ: ଝିଅଙ୍କୁ ନେଇ ଫେରାର ଅଭିଯୋଗରେ ଦୋଷୀକୁ ଏମିତି ଶାସ୍ତି ଦେଲେ ନ୍ୟାୟାଧୀଶ

ନୂଆଦିଲ୍ଲୀ: ଜୁଭେନାଇଲ କୋର୍ଟଙ୍କ ଅଦ୍ଭୁତ ରାୟ । ଦୋଷୀ ସାବ୍ୟସ୍ତ କରି ମଧ୍ୟ ମିଳିଲାନି ଜେଲ କିମ୍ବା ଫାଶୀ ଦଣ୍ଡ ବରଂ ଶୁଣାଯାଇଛି ଏକ ଐତିହାସିକ ରାୟ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ନାବାଳିକାଙ୍କୁ ପ୍ରେମ…

ଓଡ଼େଶାକୁ ଟାର୍ଗେଟ କରୁଛନ୍ତି ଋଷୀୟ ସେନା: ସୁରକ୍ଷା ପାଇଁ ଆମେରିକାକୁ ଅନୁରୋଧ କଲେ ଜେଲେନ୍ସକି

ନୂଆଦିଲ୍ଳୀ: ଇତି ମଧ୍ୟରେ ଏକାଦଶ ଦିନରେ ପହଞ୍ଚିଛି ଋଷିଆ ଓ ୟୁକ୍ରେନ ଯୁଦ୍ଧ । ଏହାରି ମଧ୍ୟରେ ଆଉ ଏକ ପ୍ରେସ୍ ମିଟ୍ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନ୍ସକି । ୟୁକ୍ରେନର ବନ୍ଦର ସହର ଓଡ଼େଶା ଋଷର…

ଋଷରେ ସେବା ବନ୍ଦ କଲା ମାଷ୍ଟରକାର୍ଡ: ୟୁକ୍ରେନ ଉପରେ ଆକ୍ରମଣକୁ ବିରୋଧ କରି ନେଲା ଏଭଳି ପଦକ୍ଷେପ

ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । ୧୧ ଦିନରେ ପହଞ୍ଚିଛି ଯୁଦ୍ଧ । ଯୁଦ୍ଧ ଯୋଗୁଁ ଉଭୟ ଦେଶର ଅନେକ ସୈନିକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ୟୁକ୍ରେନର ଅନେକ ସାଧାରଣ ଲୋକଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଏମିତିକି ଭୟରେ…

ଗାଡ଼ିରେ ଫୁଲ କରିନିଅନ୍ତୁ ତେଲ କାରଣ ସରିବାକୁ ଯାଉଛି ମୋଦୀ ସରକାରଙ୍କ ନିର୍ବାଚନୀ ଅଫର: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବାକୁ ଯାଉଛି । ଏହାରି ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାଞ୍ଚ ରାଜ୍ୟର…

ବରୋଦା ବ୍ୟାଙ୍କରେ ନିଯୁକ୍ତି: ଏହି ପଦ ପାଇଁ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ, ଜାଣନ୍ତୁ ଉପାୟ

ବରୋଦା ୟୁପି ବ୍ୟାଙ୍କ ତରଫରୁ ନୂଆ ପ୍ରାର୍ଥୀଙ୍କ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଖାଲି ପଦବୀରେ ନିଯୁକ୍ତି ପାଇଁ ଆବେଦନ କରି ପାରିବେ ଇଚ୍ଛକ ପ୍ରାର୍ଥୀ । ମାର୍ଚ୍ଚ ୫ ତାରିଖରୁ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ…

କାନପୁର ଏୟାରପୋର୍ଟରେ ଟଳିଲା ବଡ଼ ଦୁର୍ଘଟଣା: ଲ୍ୟାଣ୍ଡିଂ ବେଳେ ଇଞ୍ଜିନରେ ହେଲା…, ଦେଖନ୍ତୁ Video

କାନପୁର: କାନପୁର ଚକେରୀ ଏୟାରପୋର୍ଟରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ସୂଚନା ଅନୁସାରେ, ଚେନ୍ନାଇରୁ କାନପୁର ପହଞ୍ଚିଥିବା କୋଷ୍ଟଗାର୍ଡର ଡର୍ନିଅର୍ ବିମାନ ଅବତରଣ କରିବା ପରେ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନ…