Browsing Category
ଦେଶ ବିଦେଶ
ୟୁପି ଗେଷ୍ଟ୍ ହାଉସରେ ଝାଡ଼ୁ ମାରିଲେ ପ୍ରିୟଙ୍କା, ଭାଇରାଲ୍ ହେଉଛି ଭିଡିଓ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ରବିବାର ଦିନ ହୋଇଥିବା ହିଂସାକାଣ୍ଡକୁ ନେଇ ବିବାଦ ତେଜିବାରେ ଲାଗିଛି । ଏହି ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ…
ଲଖିମପୁର ହିଂସାକାଣ୍ଡ: ଆହତ ସାମ୍ବାଦିକ ମୃତ, ୪ ଜଣ ଚାଷୀଙ୍କ ସମେତ ୮ ଜଣଙ୍କର ଗଲା ଜୀବନ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖିମପୁରରେ ରବିବାର ଦିନ ହୋଇଥିବା ହିଂସାକାଣ୍ଡରେ ଗୁରୁତର ଭାବରେ ଆହତ ହୋଇଥିବା ସାମ୍ବଦିକଙ୍କର ମୃତ୍ୟୁ ହୋଇଯାଇଛି । ସାଧନା ନ୍ୟୁଜ୍ ଚ୍ୟାନେଲ୍ ର ତହସିଲ ରିପୋର୍ଟର୍ ରମନ କଶ୍ୟପ(୩୫)ଙ୍କ…
ଲଖିମପୁର ହିଂସାକାଣ୍ଡ: ପ୍ରିୟଙ୍କା-ଅଖିଳେଶ ଅଟକ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ରବିବାର ଦିନ ହୋଇଥିବା ହିଂସାକାଣ୍ଡରେ ୪ ଜଣ ଚାଷୀଙ୍କର ମୃତ୍ୟୁ ହୋଇଯାଇଛି । ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ଉପରେ ଗାଡ଼ି ମାଡ଼ି ଯାଇଥିବା ଜଣାପଡ଼ିଛି । ଏହାକୁ…
ପାଣ୍ଡୋରା ପେପର୍ସ ଲିକ୍; ରିପୋର୍ଟରେ ରହିଛି ପ୍ରାୟ ୩୦୦ ଭାରତୀୟଙ୍କ ନାଁ, ବଢ଼ିପାରେ ଧନୀଲୋକଙ୍କ ଅଡୁଆ
ନୂଆଦିଲ୍ଲୀ: ପାଣ୍ଡୋରା ପେପର୍ସ ନାଁରେ ଆଉ ଏକ ତଥ୍ୟ ଲିକ୍ ଘଟଣା ସାମ୍ନାକୁ ଆସିଛି । ଏଥିରେ ଗୁପ୍ତ ସମ୍ପତ୍ତି ରଖିଥିବା ଓ ବେଆଇନ୍ ଉପାୟରେ ନିବେଶ ଭଳି କାର୍ଯ୍ୟରେ ଲିପ୍ତ ଥିବା ବିଶ୍ୱର ଅନେକ ଚର୍ଚ୍ଚିତ ବ୍ୟକ୍ତିଙ୍କ…
୬ ବର୍ଷର ଭଣଜା ଉପରେ ହାତୁଡ଼ିରେ ଆକ୍ରମଣ, ମୃତ୍ୟୁ ପରେ ମାମୁଁ ଫେରାର୍
ନୂଆଦିଲ୍ଲୀ: କେରଳର ଇଡୁକ୍କୀ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଏକ ପାରିବାରିକ ବିବାଦରେ ବଳି ପଡ଼ିଯାଇଛି ୬ ବର୍ଷର ନୀରିହ ପିଲା । ଏହି ମାମଲାର ବିବାଦ ଏତେ ମାତ୍ରାରେ ବଢ଼ିଯାଇଥିଲା…
୨୪ ଘଣ୍ଟା ମଧ୍ୟରେ ୨୨,୭୯୯ ପଜିଟିଭ୍; ୧୮୦ ମୃତ
ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଦେଶରେ କରୋନା ସଂକ୍ରମଣ କେତେବେଳେ ବଢ଼ୁଛି ତ କେତେବେଳେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ୭୯୯ ଜଣ ନୂଆ କରୋନା ଆକ୍ରାନ୍ତ…
୭୫ ଯୁବତୀଙ୍କ ସହ ବିବାହ, ୨୦୦ଙ୍କୁ ବନାଇଥିଲା କର୍ଲଗାର୍ଲ: ଜାଣନ୍ତୁ ଏପରି ଏକ ରାକେଟର ତସ୍କର ବିଷୟରେ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ବଡ଼ ଧରଣର ସେକ୍ସ ରାକେଟର ତସ୍କରକୁ ଠାବ କରାଯାଇଛି । ତେବେ ଏହି ଘଟଣାରେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ମାତ୍ର ୫ ବର୍ଷରେ ରାକେଟର ତସ୍କର ମୁନିର ୭୫…
ଫୁଟ୍ ଓଭର୍ ବ୍ରିଜ୍ ତଳେ ଫସିଗଲା ଏୟାର୍ ଇଣ୍ଡିଆ ବିମାନ, ଦେଖନ୍ତୁ ଫଟୋ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ଏୟାର ଇଣ୍ଡିଆ ବିମାନ ଫୁଟଓଭର ବ୍ରିଜ ତଳେ ଅଟକି ରହିଛି। ଦିଲ୍ଲୀକୁ ଗୁରୁଗ୍ରାମକୁ ସଂଯୋଗ କରୁଥିବା…
ସାଥିହୋଇ ଯଦି ରହୁନାହାନ୍ତି ତେବେ ପରସ୍ପର ଠାରୁ ବିଦାୟ ନେଇ ନେବା ଭଲ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୋଟିଏ ବିବାହିତ ଦମ୍ପତିଙ୍କ ମାମଲାର ଶୁଣାଣି କରି କହିଛନ୍ତି ଯେ, ଯଦି ସ୍ୱାମୀ-ସ୍ତ୍ରୀ ଏକାଠି ରହି ପାରିବେ ନାହିଁ ତେବେ ସେମାନେ ଅଲଗା ହୋଇଯିବା ସବୁଠାରୁ ଭଲ । ତେବେ ଏହି ମାମଲା ଗୋଟିଏ…
ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେନି ପାଇଲଟ କ୍ୟାମ୍ପ, ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ପରେ ବର୍ତ୍ତମାନ ରାଜସ୍ଥାନକୁ ନେଇ ଝଡ଼ ଉଠିଛି । ରାଜସ୍ଥାନରେ ବର୍ତ୍ତମାନ ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ମଧ୍ୟରେ ଶୀତଳଯୁଦ୍ଧ ଜାରି ରହିଛି ।…