Browsing Category

ଦେଶ ବିଦେଶ

ପରମବୀରଙ୍କ ଯାଚିକାକୁ ଖାରଜ କଲେ ସୁପ୍ରିମ କୋର୍ଟ, ଜାଣନ୍ତୁ କଣ କହିଲେ

ନୂଆଦିଲ୍ଲୀ: ବହୁ ମାମଲାରେ ଅଭିଯୁକ୍ତ ଥିବା ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂହଙ୍କୁ ସୁପ୍ରିମକୋର୍ଟରୁ ମିଳିନି ଆଶ୍ୱସ୍ତି । ଆଇପିଏସ ଅଧିକାରୀ ସିଂହ ନିଜ ବିରୋଧରେ ଯାଞ୍ଚର ସମସ୍ତ ମାମଲାକୁ ମହାରଷ୍ଟ୍ର…

ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଲା ନ୍ୟୁଡ୍ ଫଟୋଶୁଟ୍, ଜାଣନ୍ତୁ ସେ କିଏ…

ମୁମ୍ବାଇ: ଫଟୋଶୁଟ୍ ନେଇ ଅନେକ ଅଭିନେତ୍ରୀ ଚର୍ଚ୍ଚାରେ ରହିଆସିଛନ୍ତି । ନିଜ ଫ୍ୟାନ୍ସଙ୍କୁ ଆକର୍ଷିତ କରିବାକୁ ଅନେକ ଏଭଳି କରିଥାନ୍ତି ବୋଲି ମଧ୍ୟ କୁହାଯାଏ । ପ୍ରାୟତଃ ସମସ୍ତ ନିଜର ବୋଲ୍ଡନେସ୍ ଫଟୋକୁ ନେଇ ଲୋକଙ୍କୁ…

ଦୁନିଆର ସବୁଠାରୁ ୫ଟି ବଡ଼ ହିନ୍ଦୁ ମନ୍ଦିର; ଜାଣନ୍ତୁୁ କେଉଁଠାରେ ରହିଛି ଅଦ୍ଭୁତ ସ୍ଥାପତ୍ୟକଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): ହିନ୍ଦୁ ଧର୍ମରେ ପୂଜା ପାଠର ବିଶେଷ ମହତ୍ତ୍ୱ ରହିଛି । ବିଶେଷକରି ଲୋକମାନେ ଘର ଅପେକ୍ଷା ମନ୍ଦିରରେ ପୂଜା କରିବାକୁ ଯାଇଥାନ୍ତି । ତେବେ ସମଗ୍ର ବିଶ୍ୱରେ ବହୁତ ସୁନ୍ଦର ଓ ଭବ୍ୟ…

୧୦୦ଟି ଗରିବ ରାଷ୍ଟ୍ରକୁ ଫାଇଜର ଟିକା ମାଗଣାରେ ଯୋଗାଇବ ଆମେରିକା, ଖର୍ଚ୍ଚ ହେବ ୩୫୦ କୋଟି ଡଲାର

ୱାଶିଂଟନ: କରୋନା କାଳରେ ଟିକାକରଣ କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ବିଭିନ୍ନ ଦେଶ ଏବେ ଟିକା ପ୍ରସ୍ତୁତି ଏବଂ ବିତରଣରେ ଲାଗିପଡିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଟିକା ନେବା ପାଇଁ ଆହ୍ୱାନ ଦିଆଯିବା…

କୋଭାକ୍ସିନକୁ ଝଟକା! ଆମେରିକାରେ ମିଳିଲାନି ଜରୁରୀ ଅନୁମତି

ନୂଆଦିଲ୍ଲୀ: ଭାରତ ବାୟୋଟେକର କୋଭାକ୍ସିନକୁ ଆମେରିକାରେ ଜରୁରୀକାଳୀନ ବ୍ୟବହାରକୁ ଅନୁମତି ମିଳିନାହିଁ । ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ (ଏଫଡିଏ) ଏହାର ଇମରଜେନ୍ସି ୟୁଜ ଅଥରାଇଜେସନ ବା (ଇୟୁଏ) ପାଇଁ…

ପୁଣି ଲଜ୍ଜା: ନାବାଳିକକୁ ଗଣଦୁର୍ଷ୍କମ; ଧରାପଡିଲେ ୭ଜଣ

ହରିୟାଣା: ମହିଳାମାନଙ୍କ ପ୍ରତି ଦିନକୁ ଦିନ ବଢିଚାଲିଛି ଅପରାଧ । କେତେବେଳେ ମହିଳା ତ ଆଉ କେତେବେଳେ ଯୁବତୀ । କିନ୍ତୁ ଏବେ ଶିଶୁମାନଙ୍କୁ ମଧ୍ୟ ଛାଡୁ ନାହାନ୍ତି । କରୋନା କାଳରେ ଘଟିଛି କଳଙ୍କିତ ଘଟଣା ।  ଏକ ୧୦…

ପିଛା ଛାଡୁନି ବିବାଦ, ପୁଣି ଫସିଲେ ବାବା ରାମଦେବ, ଜାଣନ୍ତୁ ଏଥର କଣ ପାଇଁ…

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇପଡୁଛନ୍ତି ଯୋଗ ଗୁରୁ ବାବା ରାମଦେବ । ଏଲୋପାଥି ବିରୋଧରେ ମତ ଦେଇ ବହୁଦିନର ଧରି ବିରୋଧାଭାଷର ସମ୍ମୁଖୀନ ହୋଇଥିବା ବାବା ରାମଦେବ ଗୁରୁବାର ମତ ବଦଳାଇଥିଲେ ।…

ଅମାନିଆ ଚାଳକ ହେବେ ସାବାଡ: ସରକାର ଧାର୍ଯ୍ୟ କଲେ ନୂଆ ସ୍ପିଡ଼ ଲିମିଟ୍

ନୂଆଦିଲ୍ଲୀ: ଗାଡ଼ିର ସ୍ପିଡ଼ ଉପରେ ଲଗାମ ଲଗାଇଛନ୍ତି ରାଜ୍ୟ ସରକାର । ରାସ୍ତାରେ ଗାଡ଼ି ଚଳାଇବା ବେଳେ ନିୟମ ଉଲ୍ଲଂଘନ କରୁଥିବା କିଛି ଅମାନିଆ ଚାଳକମାନଙ୍କୁ ସାବାଡ କରିବାକୁ ଦିଲ୍ଲୀ ସରକାର ନୂଆ ନିୟମ ଆଣିଛନ୍ତି ।…

୩୬ ଘଣ୍ଟାରେ ହଜିଗଲେ ୮୦ ହଜାର ଫଲୋର୍ସ ; ଜାଣନ୍ତୁ କାହାର…

ନୂଆଦିଲ୍ଲୀ: ବଲିଉଡ୍ ହେଉ କିମ୍ବା ବଡବଡ ତାରକା ସମସ୍ତେ ସୋସିଆଲ ମିଡିଆରେ ଆକ୍ଟିଭ୍ ରୁହନ୍ତି । କିଏ ନିଜର ଫୋଟ ସେୟାର କରି ଫ୍ୟାନ୍ସ ଫଲୋର୍ସ ବଢାନ୍ତି ତ ଆଉ କିଏ ନିଜର ବିବାଦୀୟ ବୟାନ ଦେଇ । କିନ୍ତୁ ଏମିତି ହଠାତ୍ ୩୬…

ଟିଏମସିକୁ ଫେରିଲେ ମୁକୁଲ ରୟ, ମମତା କହିଲେ ଘର ବାହୁଡା ହେଲା

କୋଲକାତା: ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ବିଜେପିର ରାଷ୍ଟ୍ରୀୟ ଉପସଭାପତି ମୁକୁଲ ରୟ ପୁଣିଥରେ ଟିଏମସିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଦଳ ପରିବର୍ତ୍ତନ…