CHARIDHAM
Browsing Category

ଦେଶ ବିଦେଶ

ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ୫୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୩୦ ଜଣ ଆହତ ମଧ୍ୟ ହୋଇଛନ୍ତି । ନିଆଁ ଏତେମାତ୍ରାରେ ବ୍ୟାପି ଥିଲା ଯେ…

ଏହି କାରଣରୁ ଇସ୍ତଫା ଦେଇଥିଲେ ହର୍ଷବର୍ଦ୍ଧନ, ରବିଶଙ୍କର ସମେତ ଅନ୍ୟ ମନ୍ତ୍ରୀ! କାରଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମୋଦୀ ସରକାରର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରିମଣ୍ଡଳ ପୁର୍ନଗଠନକୁ ନେଇ ଏବେ ସବୁଠି ଚର୍ଚ୍ଚା । ବିଶେଷ କରି ମନ୍ତ୍ରିମଣ୍ଡଳରୁ କିଛି ବରିଷ୍ଠ ନେତାଙ୍କ ଇସ୍ତଫା ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ସକାଳୁ ଉଠିଲେ ଭୁଲିଗଲେ ଜୀବନର ୨୦ ବର୍ଷ, ନା ପତ୍ନୀଙ୍କୁ ଚିହ୍ନିପାରିଲେ ନା ପୁଅକୁ

ନୂଆଦିଲ୍ଲୀ: ସକାଳୁ ଉଠୁ ଉଠୁ ଜଣେ ଯୁବକ ନିଜ ଜୀବନର ୨୦ ବର୍ଷ ଭୁଲିଯାଇଛନ୍ତି । ତାଙ୍କୁ ଲାଗୁଛି ଯେ, ସେ ବର୍ତ୍ତମାନ ୧୯୯୦ ଦଶକରେ ରହିଛନ୍ତି । ଯୁବକ ଜଣକ ୩୬ ବର୍ଷର ହୋଇଥିବା ବେଳେ ତା ସହିତ ଏପରି କିଛି ଘଟଣା…

ଅସାମାନ୍ୟ ତାପମାତ୍ରା କାରଣରୁ ଦେଶରେ ପ୍ରତିବର୍ଷ ହେଉଛି ୭ ଲକ୍ଷରୁ ଅଧିକ ମୃତ୍ୟୁ, ଥଣ୍ଡାରେ ଯାଇଛି ଅଧିକ ପ୍ରାଣ

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ପାଖାପାଖି ୭ଲକ୍ଷ ୪୦ ହଜାର ଲୋକ ଜଳବାୟୁ ପରିବର୍ତ୍ତନର ଅସାମାନ୍ୟ ତାପମାତ୍ରା କାରଣରୁ ପ୍ରାଣ ହରାନ୍ତି । ଲାନସେଣ୍ଟ ପ୍ଲାନେଟେରୀ ହେଲଥ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏନେଇ…

ଖାତାରୁ କଟିଯାଉଛି କିନ୍ତୁ ଏଟିଏମରୁ ବାହାରୁନି ଟଙ୍କା, ତେବେ ଏହି ଉପାୟରେ ଫେରିପାଆନ୍ତୁ…..

ଓଡ଼ିଶା ଭାସ୍କର ବ୍ୟୁରୋ: ଅନେକ ସମୟରେ ଲୋକ ମାନେ ବ୍ୟାଙ୍କକୁ ନଯାଇ ଟଙ୍କା ଉଠାଇବା ପାଇଁ ଏଟିଏମ୍ ର ସହାୟତା ନେଇଥାନ୍ତି । କିନ୍ତୁ ଏଥିରେ ଅନେକ ସମୟରେ ଦେଖିବାକୁ ମିଳେ ଯେ, ଏଟିଏମ୍ ମେସିନ୍ ରେ କିଛି ଯାନ୍ତ୍ରିକ…

ଚାଦରରେ ଦେହ ଲୁଚାଉଛନ୍ତି ଜ୍ୟାକଲିନ୍, ଭାଇରାଲ୍ ହେଲା ଫଟୋ

ଓଡ଼ିଶା ଭାସ୍କର ବ୍ୟୁରୋ: ପୁଣି ଖୋଲାଦେହରେ ଫଟୋ ଶୁଟ୍ କଲେ ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ । ତାଙ୍କର ଏହି ଟପ୍ ଲେସ୍ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବଲିଉଡ୍ ର ଖ୍ୟାତନାମା ଫଟୋଗ୍ରାଫର ଡବୁ…

୨୦୨୧-୨୨ ସିଜନ୍ ପାଇଁ ନୂଆ ନିୟମ: ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ପାଇଁ PhD ଓ NET ବାଧ୍ୟତାମୂଳକ

ନୂଆଦିଲ୍ଲୀ: ୨୦୨୧-୨୨ ଏକାଡେମିକ୍ ଅଧିବେଶନର ନୁତନ ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଭାବରେ ନିଯୁକ୍ତି ପାଇଁ ପିଏଚଡି ଡିଗ୍ରୀ ଏବଂ ନେଟ୍ (NET) କୁ ବାଧ୍ୟତାମୂଳକ । ତେବେ ଏହି ନିୟମ ୨୦୧୮ରେ ପ୍ରବର୍ତ୍ତିତ…

ବିଜେପି ନେତା ଶୁଭେନ୍ଦୁଙ୍କ ବିରୋଧରେ ମାମଲା ରୁଜୁ, ଆତ୍ମହତ୍ୟା ସହ ଜଡ଼ିତ ଥିବା ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୨୦୧୮ ମସିହାରେ ଜଡ଼ିତ ଏକ ମାମଲାରେ ବିଜେପି ନେତାଙ୍କ ବିରୋଧରେ ପୁଣି ଥରେ ଯାଞ୍ଚ ଆରମ୍ଭ ହୋଇଛି । ଏହି ମାମଲା…

ମୋଦୀଙ୍କ ଟିମରେ ପଶ୍ଚିମବଙ୍ଗରୁ ୪ ନୂଆ ମୁହଁ, ବଢ଼ିବ ମମତାଙ୍କ ଟେନସନ୍

ନୂଆଦିଲ୍ଲୀ: ପଶ୍ଚିମଙ୍ଗରେ ବିଧାନସଭା ନିର୍ବାଚନ ସରିଥିଲେ ମଧ୍ୟ ବିଜେପି ଓ ଓ ଟିଏମସି ମଧ୍ୟରେ ଯୁଦ୍ଧ ଅବ୍ୟାହତ ରହିଛି ଓ ଏହା ଆଗକୁ ବୋଧହୁଏ ଜାରି ରହିବ । ଦୁଇଦିନ ତଳେ ପୁନର୍ଗଠିତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଖୁବଶୀଘ୍ର ହୁ’ ପକ୍ଷରୁ କୋଭାକ୍ସିନକୁ ମିଳିବ ମଞ୍ଜୁରୀ! ମୁଖ୍ୟ ବିଶେଷଜ୍ଞ କହିଲେ, ଶେଷ ପର୍ଯ୍ୟାୟ ଟ୍ରାଏଲରୁ ମିଳିଛି ଭଲ ଫଳ

ନୂଆଦିଲ୍ଲୀ: ଦେଶୀ ଭାକସିନ୍ କୋଭାକ୍ସିନ୍ ପ୍ରସ୍ତୁତ କରୁଥିବା ଭାରତ ବାୟୋଟେକ୍ ପାଇଁ ଖୁସି ଖବର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଞ୍ଜୁରୀର ଅପେକ୍ଷାରେ ଥିବା କମ୍ପାନୀ ଭାରତ ବାୟୋଟେକ୍ କୁ ହୁ' ର ମୁଖ୍ୟ ବିଶେଷଜ୍ଞ…