Browsing Category

ଦେଶ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କଲା ଇଡି 

ନୁଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ଗିରଫ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବର୍ତ୍ତମାନ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ତାଙ୍କୁ…

କେଜ୍ରିୱାଲଙ୍କୁ ଯଦି ଇଡି ଗିରଫ କରେ ତେବେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଜରୁରୀ କି? ସମ୍ବିଧାନ ନିୟମ କ’ଣ କହୁଛି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନେ ପହଞ୍ଚି ତାଙ୍କୁ ପଚରାଉଚରା କରୁଛନ୍ତି । ଏହି ଅବସରରେ କେଜ୍ରିୱାଲଙ୍କର ମୋବାଇଲକୁ ଜବତ…

କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ଗାଡ଼ି ଦୁର୍ଘଟଣାଗସ୍ତ: କାରକୁ ପିଟିଲା କଣ୍ଟେନର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କ କାରକୁ ଏକ କଣ୍ଟେନର ପିଟିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଶ୍ରୀ ଅଠାୱାଲେଙ୍କ କାରର ଆଗ ଭାଗ…

ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ଅପଲୋଡ୍ ହେଲା ଇଲେକ୍ଟୋରାଲ ବଣ୍ଡର ସମ୍ପୂର୍ଣ୍ଣ ତଥ୍ୟ: କିଏ କେତେ କିଣିଛି ଓ କେଉଁ ପାର୍ଟିକୁ ଦେଇଛି, ଲିଷ୍ଟ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ନିର୍ବାଚନୀ ବଣ୍ଡ ସହ ଜଡ଼ିତ ତଥ୍ୟକୁ ମାର୍ଚ୍ଚ ୨୧ ତାରିଖ ସନ୍ଧ୍ୟା ୫ଟା ପୂର୍ବରୁ ଏସବିଆଇ ଉପଲବ୍ଧ କରାଇଛି । ଏହି ତଥ୍ୟରେ ବଣ୍ଡର ଅଲଫା ନ୍ୟୁମେରିକ ନମ୍ବର ବା ୟୁନିକ…

ରବିବାର ଦିନ ବ୍ୟାଙ୍କ ଖୋଲା ରହିବା ପଛର କାରଣ ଜାଣନ୍ତୁ: ମାର୍ଚ୍ଚ ୩୧ରେ ୩୩ଟି ବ୍ୟାଙ୍କ ଖୋଲା ରହିବ

ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖ ଦିନ ଅର୍ଥାତ ରବିବାର ଦିନ ବ୍ୟାଙ୍କ ଖୋଲା ରହିବ । ସାଧାରଣ ଭାବେ ପ୍ରତି ରବିବାର ଦିନ ବ୍ୟାଙ୍କ ବନ୍ଦ ରହିଥାଏ । ମାତ୍ର ଏଥର ମାର୍ଚ୍ଚ ୩୧ ରବିବାର ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୋଲା ରହିବ…

ଅଧିକ ସୁଖୀ ପାକିସ୍ତାନ, ଜାତିସଂଘ ସୁଖୀ ଦେଶ ତାଲିକାରେ ଭାରତକୁ ପଛରେ ପକାଇଲା ପାକିସ୍ତାନ

ନୂଆଦିଲ୍ଲୀ: ଜାତିସଂଘ ପକ୍ଷରୁ ବିଶ୍ୱରେ ସବୁଠାରୁ ସୁଖୀ ଦେଶର ତାଲିକା ଜାରି ହୋଇଛି । ଏହି ତାଲିକାରେ ୧୪୬ ଦେଶ ସାମିଲ ରହିଛି । ତେବେ ବିଶ୍ୱର ଦେଢ ଶହରୁ ଅଧିକ ଦେଶ ତାଲିକାରେ ଫିନଲ୍ୟାଣ୍ଡ ହାପିନେସ୍ ଇଣ୍ଡେକ୍ସରେ…

ଧୋନୀ ଛାଡିଲେ ଚେନ୍ନାଇ ସୁପରକିଙ୍ଗସ୍‌ର କ୍ୟାପଟେନସିପ୍‌, ଏହି ଖେଳାଳିଙ୍କୁ ମିଳିଲା ଦାୟିତ୍ୱ 

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ୍‌ର ନୂଆ କ୍ୟାପଟେନ୍ ନାମ ଘୋଷଣା କରାଯାଇଛି । ଧୋନୀ ଏବେ ଚେନ୍ନାଇର କ୍ୟାପଟେନ୍ ପଦରୁ ଅବ୍ୟାହତି ନେଇଥିବା ବେଳେ ଋତୁରାଜ ଗାୟକୱାଡଙ୍କୁ ଏହି ଦାୟିତ୍ୱ ଅର୍ପଣ…

ମୋବାଇଲ୍ ବ୍ୟବହାର କରିବା ସମୟରେ ଯୁବକଙ୍କ ମୃତ୍ୟୁ, ଏହି ଗୋଟିଏ ଭୁଲ କୋଟି କୋଟି ଲୋକଙ୍କୁ କରୁଛି ଆଲର୍ଟ

ନୂଆଦିଲ୍ଲୀ: ରାଜସ୍ଥାନର ବୁନ୍ଦି ଜିଲ୍ଲାରୁ ଆସୁଥିବା ଖବର କୋଟି କୋଟି ମୋବାଇଲ ୟୁଜର୍ସଙ୍କ ପାଇଁ ଆଲର୍ଟ କରୁଛି । ମୋବାଇଲ୍ ଜଣେ ଯୁବକଙ୍କର ଜୀବନ ନେଇଗଲା । ତାଙ୍କ ଶରୀର ନୀଳ ହୋଇଗଲା । କିଛି କ୍ଷଣ ମଧ୍ୟରେ ସେ ପରିବାର…

ପ୍ରଥମ ହୋଲିର ରଙ୍ଗ ଲଗାଇଲେ ରାମଲଲା, ଅଯୋଧ୍ୟାରେ ଉଡିଲା ଗୋଲାପି ଅବିର, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଭାରତରେ ହୋଲିର ଉତ୍ସବ ଆରମ୍ଭ ହୋଇସାରିଲାଣି । ମଥୁରା-ବୃନ୍ଦାବନରେ ହୋଲିର ଚର୍ଚ୍ଚା ସାରା ଦୁନିଆରେ ହେଉଛି । ଏହି ସମୟରେ ଏଥର ଅଯୋଧ୍ୟାର ହୋଲି ମଧ୍ୟ କମାଲ ହେବାକୁ ଯାଉଛି । ଏଥର ଏଠାରେ ଖାସ ପ୍ରସ୍ତୁତି…

ଆପଣଙ୍କ ପାଖରେ ଠୋସ୍ ପ୍ରମାଣ ଅଛି ତ ଦେଖାଅ, କେଜ୍ରିୱାଲ ମାମଲାରେ ଇଡିକୁ ଏପରି କହିଲେ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଇଡିର ଗିରଫଦାରୀ ଭୟରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ । ତାଙ୍କର ଏହି ଯାଚିକା ଉପରେ ଆଜି ଅର୍ଥାତ୍ ଗୁରୁବାର…