Browsing Category
ଦେଶ
ଡାଲି ଖରାପ ଥିବା ଅଭିଯୋଗରେ ବିଧାୟକଙ୍କ ଗୁଣ୍ଡାଗିରି: କ୍ୟାଣ୍ଟିନ ଅପରେଟରଙ୍କୁ ଘୋଷାଡ଼ି ମାରିଲେ, କହିଲେ “ଏହା ଶିବସେନା…
ମୁମ୍ବାଇ: ମହାରାଷ୍ଟ୍ରର ଜଣେ ବିଧାୟକଙ୍କ ଅସଭ୍ୟ ଆଚରଣ ଏବେ ଚର୍ଚ୍ଚାରେ। ମୁମ୍ବାଇର ଚର୍ଚଗେଟସ୍ଥିତ ଆକାଶବାଣୀ ବିଧାୟକ କ୍ୟାଣ୍ଟିନରେ ଖରାପ ଡାଲି ପରସା ଯିବାରୁ ରାଗିଯାଇ ବୁଲଧାନାର ବିଧାୟକ ସଞ୍ଜୟ ଗାଇକୱାଡ଼ କ୍ୟାଣ୍ଟିନ…
ଆଲିଆ ଭଟ୍ଟଙ୍କୁ ଠକିଦେଲେ ପୂର୍ବତନ ଆସିଷ୍ଟାଣ୍ଟ, ଅଭିନେତ୍ରୀଙ୍କ ଅଭିଯୋଗ ପରେ ଗିରଫ କଲା ପୋଲିସ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପ୍ରଡକ୍ସନ ହାଉସ ‘ଇଟର୍ନାଲ ସନ୍ସାଇନ୍ ପ୍ରଡକ୍ସନ୍ସ ପ୍ରାଇଭେଟ୍ ଲିମିଟେଡ୍’ ଏବଂ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ୭୬.୯ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ତାଙ୍କ…
ଭାରତ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର ! ଚୀନ୍-ପାକିସ୍ତାନ-ବାଂଲାଦେଶର ଏକାଠି ହେବା ଭାରତ ପାଇଁ ବିପଦପୂର୍ଣ୍ଣ
ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ବଢ଼ୁଥିବା ଘନିଷ୍ଠତା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । ମଙ୍ଗଳବାର ଦିନ ସିଡିଏସ୍ ଅନିଲ ଚୌହାନ କହିଛନ୍ତି…
ସମସ୍ତ ସ୍କୁଲ ଏବଂ କଲେଜ ଏହିଠାରେ ହେଲା ବନ୍ଦ, ପ୍ରବଳ ବର୍ଷା ପାଇଁ ନିଆଗଲା ଏପରି ନିଷ୍ପତ୍ତି
ନୂଆଦିଲ୍ଲୀ: ରାଜ୍ୟ ତଥା ଦେଶରେ ଜାରି ରହିଛି ବର୍ଷା। ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁଁ ରାସ୍ତା ଘାଟ ପାଣିରେ ଭର୍ତ୍ତି। ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ…
ନଭେମ୍ବର ୧ ରୁ ପୁରୁଣା ଗାଡ଼ିଗୁଡ଼ିକ ପାଇଁ ଇନ୍ଧନ ବନ୍ଦ, ଚିନ୍ତାରେ ଗାଡି ମାଲିକ
ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଦଶ ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡ଼ି ଏବଂ ପନ୍ଦର ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡ଼ି ଉପରେ ଲାଗୁ ଥିବା ନିଷେଧାଦେଶ ଉଠାଇବାର କିଛି ଦିନ ପରେ, ସୋମବାର ଜାରି ହୋଇଥିବା ଏକ ଆଦେଶରେ…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବ୍ରାଜିଲର ସର୍ବୋଚ୍ଚ ନାଗରିକ ସମ୍ମାନ, ରାଷ୍ଟ୍ରପତି ଲୁଲାଙ୍କ ସହ ବ୍ରାସିଲିଆରେ ବୈଠକ
ବ୍ରାସିଲିଆ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ବ୍ରାଜିଲର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ କଲାର୍ ଅଫ୍ ଦି ନ୍ୟାସନାଲ୍ ଅର୍ଡର ଅଫ୍ ଦି ସଦର୍ନ କ୍ରସ୍’ ପ୍ରଦାନ କରାଯାଇଛି। ବ୍ରାଜିଲର ରାଷ୍ଟ୍ରପତି…
କଳିଯୁଗ ବାପାର କଳିଙ୍କିତ କାହାଣୀ..ନାବାଳିକା ଝିଅକୁ ଯୌନ ନିର୍ଯାତନା, ଗର୍ଭବତୀ ହେବା ପରେ ସାମ୍ନାକୁ ଆସିଲା ସାଂଘାତିକ ସତ
ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତର ମେଘାଳୟ ରାଜ୍ୟରୁ ସମ୍ପର୍କକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ପୂର୍ବ ଖାସି ହିଲ୍ସରେ, ଜଣେ 38 ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ନିଜ 15 ବର୍ଷୀୟ ସାବତ ଝିଅକୁ ଯୌନ…
ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ଧର୍ମଘଟ
ନୂଆଦିଲ୍ଲୀ: ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ଧର୍ମଘଟ ବା ଭାରତ ବନ୍ଦ। ବ୍ୟାଙ୍କିଂ, ବୀମା, ଡାକସେବା, କୋଇଲା ଖଣି ଓ ନିର୍ମାଣ କ୍ଷେତ୍ରର ୨୫ କୋଟିରୁ ଅଧିକ ଶ୍ରମିକ ଏଥିରେ ସାମିଲ ହେବା ନେଇ ଆଶା।
ସରକାରଙ୍କ…
(Video) ଖେଳୁଥିବା ସମୟରେ ତୃତୀୟ ମହଲା ଝରକାରେ ଝୁଲି ପଡ଼ିଲା 4 ବର୍ଷର ଝିଅ, ମୁଣ୍ଡ ଫସିଗଲା ତାପରେ..
ନୂଆଦିଲ୍ଲୀ: ପୁଣେରେ, ଏକ କୋଠାର ତୃତୀୟ ମହଲାରେ ଘର ପଛ ପାର୍ଶ୍ୱରେ ଥିବା ଝରକାରେ ଜଣେ ଚାରି ବର୍ଷର ଝିଅ ଝୁଲି ପଡ଼ିଥିଲା। ଝିଅଟିର ମାଆ ଭୁଲବଶତଃ ତାକୁ ଘର ଭିତରେ ବନ୍ଦ କରି ତାଙ୍କ ବଡ଼ ଝିଅକୁ ସ୍କୁଲକୁ ଛାଡିବାକୁ…
ସରକାରଙ୍କ ବଡ ଘୋଷଣା; ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା, ସରକାରୀ କର୍ମଚାରୀ ବି ସାମିଲ
ନୂଆଦିଲ୍ଲୀ: ବଡ଼ ଘୋଷଣା କଲେ ସରକାର । ଏଥର ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା । ଆଉ ସବୁଠୁ ବଡ଼ କଥା ହେଉଛି, ସରକାରୀ କର୍ମଚାରୀ ବି ଏହି ସୁବିଧା ପାଇବେ ।
ତେବେ ଏବି ବଡ଼ ଘୋଷଣା…