
Browsing Category
ଦେଶ
ପ୍ରକାଶ ପାଇଲା CBSE Term-1 ପରୀକ୍ଷା ଫଳ
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଟର୍ମ-୧ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କର ରେଜଲ୍ଟ ସେମାନଙ୍କର ସ୍କୁଲମାନଙ୍କରେ ଉପଲବ୍ଧ ହେବ । ଗତ ନଭେମ୍ବର ମାସ ୩୦ରୁ…
UPରେ ଐତିହାସିକ ବିଜୟ ପରେ ବଢ଼ିଲା ଦମ୍: ମୋଦୀ-ଶାହଙ୍କ ପରେ BJP ପାୱାର କରିଡରର ତିନି ନମ୍ବର ନେତା ହେଲେ ଯୋଗୀ
ନୂଆଦିଲ୍ଲୀ: ନିକଟରେ ପ୍ରକାଶ ପାଇଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଅନେକ ସନ୍ଦେଶ ଦେଉଛି । ଉତ୍ତରପ୍ରଦେଶର କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜେପିକୁ କ୍ଷମତାସୀନ କରାଇବା ପରେ ଯୋଗୀ ଆଦିତ୍ୟନାଥଙ୍କର…
ରାଜଧାନୀର ବସ୍ତିରେ ଅଗ୍ନିକାଣ୍ଡ, ୭ ମୃତ
ନୂଆଦିଲ୍ଲୀ: ବିଳମ୍ବିତ ରାତିରେ ଦିଲ୍ଲୀର ଗୋକୁଳପୁରୀର ଏକ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଅଗ୍ନିକାଣ୍ଡରେ ୩୦ରୁ ଅଧିକ ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅଗ୍ନିକାଣ୍ଡ…
Paytm Payments Bankକୁ RBI ଝଟକା: ନୂଆ ଗ୍ରାହକ ଯୋଡ଼ିବା ଉପରେ ଲାଗିଲା ରୋକ
ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ (ପିପିବିଏଲ)କୁ ଏକ ଏକ ଜବରଦସ୍ତ ଝଟକା ଲାଗିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏହି କଟକଣା ଜାରି କରାଯାଇଥିବା ଜଣାପଡ଼ିଛି । ଏଣିକି ପିପିବିଏଲ ଆଉ…
ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ୪୦ପ୍ରତିଶତ ଶସ୍ତା ହେବ ବିମାନ ଟିକଟ୍
ନୂଆଦିଲ୍ଲୀ: ଚଳିତ ମାସ ୨୭ରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ସ୍ୱାଭାବିକ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଛନ୍ତି । ଦୀର୍ଘଦିନ ଧରି ବନ୍ଦ ଥିବା ଅନ୍ତର୍ଜାତିୟ ବିମାନ ଚଳା ପୁଣି ପୂର୍ବରି ସ୍ୱାଭାବିକ ହେବାକୁ…
ରମେଶ ପୋଖରିଆଲ ହୋଇପାରନ୍ତି ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବର୍ାଚନର ଫଳାଫଳ ଘୋଷଣା ସରିଛି । ତେବେ ବିଜେପି ଅଧୀନକୁ ଆସିଥିବା ୪ଟି ରାଜ୍ୟ ମଧ୍ୟରୁ ଗୋଟିଏ ହେଉଛି ଉତ୍ତରାଖଣ୍ଡ । ରାଜ୍ୟରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ…
୪ ଆତଙ୍କବାଦୀ ନିପାତ
ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ କରି ୪ ଆତଙ୍କବାଦୀ ନିପାତ ହୋଇଛନ୍ତି । ଜମ୍ମୁ କାଶ୍ମୀରର ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଗୁଳି ବିନିମୟରେ ଏହି ୪ ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।…
ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଚନ୍ନୀଙ୍କ ଇସ୍ତଫା, ମାର୍ଚ୍ଚ ୧୬ରେ ଶପଥ ନେବେ ଭଗୱନ୍ତ ମାନ୍ !
ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଚରଣଜିତ୍ ସିଂହ ଚନ୍ନୀ । ଶୁକ୍ରବାର ଅପରାହ୍ଣ ପ୍ରାୟ ସାଢ଼େ ୧୨ଟା ବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର…
ଦୁଇ ବର୍ଷ ପରେ ମା’ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ: ୪ ରାଜ୍ୟ ବିଜୟ ପରେ ଗାନ୍ଧୀନଗରରେ ମୋଦୀ
ଗାନ୍ଧିନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦୁଇ ଦିନିଆ ଗୁଜରାଟରେ ଅଛନ୍ତି। ଏହି ସମୟରେ ସେ ଶୁକ୍ରବାର ଗାନ୍ଧିନଗର ପହଞ୍ଚି ମାଆ ହୀରାବେନଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପ୍ରାୟ ଦୁଇ ବର୍ଷ ପରେ…
ପାକିସ୍ତାନ ମାଟିରେ ପ୍ରବେଶ କଲା ଭାରତୀୟ ମିସାଇଲ: ବିବୃତି ଜାରି କଲା ପ୍ରତିରକ୍ଷା ମନ୍ତ୍ରାଳୟ
ନୂଆଦିଲ୍ଳୀ: ଭାରତ ଏୟାରସ୍ପେସରୁ ନିକ୍ଷେପ ହୋଇଥିବା ମିସାଇଲ ଭୁଲରେ ପାକିସ୍ତାନରେ ପଡିଲା । ଏବେ ଏମିତି କିଛି ବୟାନ ଦେଇଛି ଭାରତ । ପାକିସ୍ତାନ ସେନା ଗୁରୁବାର କହିଥିଲା କି ଭାରତ ତା ଏୟାରସ୍ପେସରୁ ମିସାଇଲ ନିକ୍ଷେପ…