Browsing Category
ଦେଶ
କରୋନାକୁ ହରାଇଲେ ୧୦୩ ବର୍ଷୀୟ ଗାନ୍ଧୀବାଦୀ ନେତା
ବେଙ୍ଗାଲୁରୁ, ୧୨/୦୫: ଜଣାଶୁଣା ଗାନ୍ଧୀବାନ୍ଦୀ ତଥା ସ୍ୱାଧୀନତା ସଂଗ୍ରାମୀ ଏଚ୍ ଏସ ଡୋରାସ୍ୱାମୀ ୧୦୩ ବର୍ଷ ବୟସରେ କୋଭିଡ ଯୁଦ୍ଧରେ ଜିତି ଘରକୁ ଫେରିଛନ୍ତି। ସେ କହିଛନ୍ତି ଯେ “ପାଞ୍ଚ ଦିନ ପୂର୍ବରୁ ମୁଁ ଲକ୍ଷଣ…
ଆଜିଠୁ ୧୭ ଯାଏଁ ୩୧ଟି ଟ୍ରେନ୍ ରଦ୍ଦ
ନୂଆଦିଲ୍ଲୀ, ୧୨/୦୫: ଦେଶରେ ଜାରି ରହିଛି କରୋନା ଆତଙ୍କ । ଫଳରେ ଅନେକ ରାଜ୍ୟରେ ଲାଗୁ ହୋଇଛି ଲକଡାଉନ । ତେବେ ଏହି ଲକଡାଉନର ପ୍ରଭାବ ପଡିଛି ରେଳ ଚଳାଚଳ ଉପରେ ଫଳରେ ଭାରତୀୟ ରେଳବାଇ ଏହାର ବିଭିନ୍ନ ରେଳ ରୁଟରେ…
୧୦%ରୁ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲାରେ ଲକଡାଉନ କରିବା ଉଚିତ: ଡ. ବଳରାମ ଭାର୍ଗଭ
ନୂଆଦିଲ୍ଲୀ, ୧୨/୦୫: ଯେଉଁ ସବୁ ଜିଲ୍ଲାରେ ୧୦ ପ୍ରତିଶତରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି ସେହି ସବୁ ଜିଲ୍ଳା ଗୁଡିକରେ ଲକଡାଉନ କଟକଣା ଲାଗୁ କରାଯିବା ଉଚିତ ବୋଲି କହିଛନ୍ତି ଇଣ୍ଡିଆନ୍ କାଉନସିଲ୍ ଅଫ୍…
ମେଡ୍-ଇନ୍-ଇଣ୍ଡିଆ ରୋବଟ ତିଆରି କରିଥିବା ରାଜୀବ କରୱାଲଙ୍କ କୋଭିଡରେ ମୃତ୍ୟୁ
ନୂଆଦିଲ୍ଲୀ, ୧୨/୦୫: ମିଲାଗ୍ରୋ ରୋବଟ୍ସର ଫାଉଣ୍ଡର ଚେୟାରମ୍ୟାନ୍ ତଥା ମେଡ୍ ଇନ୍ ଇଣ୍ଡିଆ ରୋବଟ୍ ତିଆରି କରିଥିବା ବ୍ୟକ୍ତି ରାଜୀବ କାରୱାଲଙ୍କ କୋଭିଡରେ ଦେହାନ୍ତ ହୋଇଛି । ପ୍ରାୟ ଏକ ସପ୍ତାହ ସେ ଧରି ଭେଣ୍ଟିଲେଟର…
ନର୍ସ ଡେ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୧୨ା୫: ଆଜି ହେଉଛି ଅନ୍ତର୍ଜାତୀୟ ନର୍ସ ଡେ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନର୍ସମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବଦାନକୁ…
ପୁତ୍ରକୁ ମୁଖାଗ୍ନି ଦେଇ ଫେରୁଥିଲେ ପିତା, ଘରୁ ମିଳିଲା ଆଉ ଜଣେ ପୁତ୍ରଙ୍କ ଶବ
ନୂଆଦିଲ୍ଲୀ, ୧୨ା୫: କରୋନା ପାଇଁ ଆଜି ଅନେକ ପରିବାର ସର୍ବସ୍ୱାନ୍ତ ହୋଇଯାଉଛନ୍ତି । ପଶ୍ଚିମ ନୋଇଡ଼ାର ଜଲାଲପୁର ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ପୁତ୍ରର ଅନ୍ତିମ ସଂସ୍କାର କରି ଘରକୁ ଫେରୁଥିବା ପିତା ଜାଣି…
୨ରୁ ୧୮ ବର୍ଷୀୟଙ୍କୁ ଦିଆଯିବ ଟିକା: ପରୀକ୍ଷଣ ପାଇଁ ଭାରତ ବାୟୋଟେକକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ, ୧୨ା୫: ଦେଶରେ କରୋନାର ଦ୍ୱିତୀୟ ଲହର ତୀବ୍ର ଭାବେ ବଢ଼ିଚାଲିଛି । ଯଦି କରୋନାର ତୃତୀୟ ଲହର ଆସେ, ତାହା ଶିଶୁମାନଙ୍କୁ ବେଶି ଆକ୍ରାନ୍ତ କରିବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଟିକାକରଣ ହେଉଛି ଉପଯୁକ୍ତ…
ଦେଶରେ ପୁଣି ବଢ଼ିଲା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା
ନୂଆଦିଲ୍ଲୀ, ୧୨ା୫ : ଦେଶରେ ପୁଣି କରୋନା ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୨୦୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୫୪ ହଜାର…
ଘରେ ପଡ଼ିରହିଥିଲା ପତ୍ନୀଙ୍କ ଶବ: ରାତିର ଅନ୍ଧାରରେ ୧୩୦ କିମି ସାଇକେଲ ଯାତ୍ରା କରି ଘରେ ପହଞ୍ଚିଲେ ପତି
ଭୋପାଳ, ୧୨ା୫: କରୋନାରେ କେଉଁଠି ମଣିଷ ମାନବିକତା ଭୁଲି ଯାଉଛି ତ କେଉଁଠି ମରଣ ସହ ଲଢ଼େଇ କରୁଛି । ମଧ୍ୟପ୍ରଦେଶର ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ପତି ୧୩୦ କିମି ସାଇକେଲ ଯାତ୍ରା କରିଛନ୍ତି । ରାତିର…
‘ଶବଦାହର ଧୂଆଁରେ ବ୍ୟାପିବ କରୋନା, ଅନ୍ତିମ ସଂସ୍କାର କର ନାହିଁ’- ଏମିତି କହି ମୃତଦେହକୁ ଫେରାଇ ଦେଲେ
ଯୋଧପୁର, ୧୨ା୫: ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଦିନକୁ ଦିନ ଅଜବ ପ୍ରକାର ଘଟଣା ଦେଖିବାକୁ ମିଳୁଛି । ରାଜସ୍ଥାନରେ ଜଣେ କରୋନା ମୃତକଙ୍କ ଶବକୁ ଦାହ କରିବାକୁ ଦିଆଯାଇ ନାହିଁ । ଅନ୍ତିମ ସଂସ୍କାର ବେଳେ…