fbpx
Browsing Category

ଖବର

ବିଦା ହେବେ ରାଗିଂ କରିଥିବା ପିଲା: ବୈଠକ ପରେ ନିଷ୍ପତ୍ତି

ବ୍ରହ୍ମପୁର:ଦେଶ ତଥା ରାଜ୍ୟରେ ରାଗିଂର ମାମଲା ବଢିବାର ଲାଗିଛି । ଫଳରେ ଅନେକ ଛାତ୍ର, ଛାତ୍ରୀ ଏହି ରାଗିଂର ଶିକାର ହେଉଛନ୍ତି । ତେବେ ନିକଟରେ ଏହି ରାଗିଂ କାରଣରୁ ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା…

ଅଭିନେତା ନାଗା ସୁର୍ଯ୍ୟଙ୍କୁ ମହଙ୍ଗା ପଡିଲା ନୋ ୱାଟର ଡାଇଟ୍ ; ବିବାହର ୪ ଦିନ ପୂର୍ବରୁ ଘଟିଲା…

ମୁମ୍ବାଇ: ସାଉଥ ଅଭିନେତା ନାଗା ସୁର୍ଯ୍ୟ ତାଙ୍କ ର ଷ୍ଟାଇଲ ଏବଂ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଚମତ୍କାର ଅଭିନୟ ଦର୍ଶକମାନଙ୍କୁ ଖୁବ ପସନ୍ଦ ଆସିଥାଏ । ତେବେ ସାଉଥ ଅଭିନେତା ନାଗା ସୁର୍ଯ୍ୟ…

କାମୁଡିଲା କୁକୁର; ମାଲିକ ଗଣିଲେ ୧୦ ହଜାର

ନୂଆଦିଲ୍ଲୀ: ଆଜିକାଲି ଅନେକ ଲୋକେ ଘରେ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ପାଳିଥାନ୍ତି । କିଏ କୁକୁର, ବିଲେଇ, ନେଉଳ ଆଦି ପଶୁ ପାଳିବାକୁ ଭଲପ।।ନ୍ତି ତ ଆଉ କିଏ ବିଭିନ୍ନ ପ୍ରକାର ଚଡେଇକୁ ଘରେ ରଖିଥାନ୍ତି । କିନ୍ତୁ…

ରାଜ୍ୟରେ ବଢୁଛି ଶୀତର ପ୍ରକୋପ; ଆହୁରି ୨ ରୁ ୪ ଡିଗ୍ରୀ ଖସବ ପାରଦ

ଭୁବନେଶ୍ୱର: ଗତ କିଛି ଦିନ ହେବ ଶୀତରେ ଥରୁଛି ସାରା ଓଡିଶା । ରାଜ୍ୟରେ ପାରଦ କମୁଥିବା ବେଳେ ଶୀତର ପ୍ରକୋପ ବଢିବାର ଲାଗିଛି । ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଥଣ୍ଡା ପବନ ପ୍ରବେଶ କରୁଥିବାରୁ ଉପକୂଳରୁ…

୪୮ ଘଣ୍ଟିଆ ବନ୍ଦ ପାଇକମାଳ; ବନ୍ଦ ଡାକରା ଦେଲା କ୍ରିୟାନୁଷ୍ଠାନ କମିଟି

ପଦ୍ମପୁର: ୩ ଦଫା ଦାବିରେ ୪୮ ଘଣ୍ଟିଆ ବନ୍ଦ ପାଇକମାଳ । ପାଇକମାଳରେ JMFC କୋର୍ଟ ସହ ଏହାକୁ NAC ଦାବି ଓ ପାଇକମାଳ ହସ୍ପିଟାଲକୁ CHC କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ତେବେ ଆଜି ସକାଳ ୬ ଟାରୁ ମିଳିତ…

ଏଲପିଜି ସିଲିଣ୍ଡର ଉପରେ ସରକାର କଲେ ନୂଆ ନିୟମ, ଦେଶର ସବୁ ଗ୍ରାହକଙ୍କୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ପ୍ରତ୍ୟେକଙ୍କ ଘରେ ରନ୍ଧନ ଗ୍ୟାସ ମହଜୁଦ ଅଛି । କେତେବେଳେ ଦେଶରେ ଗ୍ୟାସ ଦର ବଢିଯାଉଛି ତ କେତେବେଳେ ସରକାର ଏହାକୁ କମାଇ ଦେଉଛନ୍ତି । ଏହା ବ୍ୟତିତ ସିଲିଣ୍ଡରକୁ ନେଇ ମଧ୍ୟ ବେଳେବେଳେ ସମସ୍ୟା ଦେଖାଯାଉଛି…

ହିଜାବ ବିରୋଧୀ ଆନ୍ଦୋଳନ ସମୟରେ ଗୁଳିମାଡ ; ୫ ମୃତ, ୧୦ ଆହତ

ନୂଆଦିଲ୍ଲୀ: ହିଜାବ ମାମଲାକୁ ନେଇ ଭାରତ ତଥା ଅନ୍ୟ ଦେଶରେ ବିଭିନ୍ନ ସମୟରେ ବିଦ୍ରୋହ ଦେଖିବାକୁ ମିଳିଥାଏ । ଏହାକୁ କିଛି ଲୋକ ସମର୍ଥନ କରୁଥିବା ବେଳେ କିଛି ଲୋକ ବିରୋଧ ମଧ୍ୟ କରୁଛନ୍ତି । ତେବେ ଏହାରି ମଧ୍ୟରେ…

ଭିଟାମିନ-ଡି ଅଭାବରୁ ପିଲାମନଙ୍କ ଠାରେ ଦେଖାଦେଇଥାଏ ଏହି ୪ଟି ରୋଗ; ତୁରନ୍ତ ହୋଇ ଯାଆନ୍ତୁ ସତର୍କ

ପ୍ରତ୍ୟେକ ପିତାମାତା ଚାହାଁନ୍ତି ଯେ ସେମାନଙ୍କର ପିଲାର ସଠିକ୍ ଭାବରେ ବିକାଶ ହେବା ଉଚିତ ଏବଂ ଖାଦ୍ୟ ମାଧ୍ୟମରେ ସେ ସମ୍ପୂର୍ଣ୍ଣ ପୁଷ୍ଟିକର ତତ୍ତ୍ୱ ଏବଂ ପୋଷଣ ପାଇବା ପାଇବା ଉଚିତ । କିନ୍ତୁ କିଛି କ୍ଷେତ୍ରରରେ…

ନାମାଙ୍କନ ପ୍ରତ୍ୟାହାର କଲେ AAPର ନିଖୋଜ’ ପ୍ରାର୍ଥୀ, ବିଜେପି ଅପହରଣ କରିଥିବା ଅଭିଯୋଗ କଲେ ସିସୋଦିଆ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ଆଶାୟୀ କଂଚନ ଜରିୱାଲା ସୁରଟ ଇଷ୍ଟ ପାର୍ଥୀ ପାଇଁ ବିବେଚିତ ହୋଇଥିଲେ । ହେଲେ ସେ ଆଜି ସିଧା ଆରଓ କାର୍ଯ୍ୟାଳୟ ଯାଇ ନାମାଙ୍କନ ଫେରାଇ ନେଇଛନ୍ତି । ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ଏବଂ…

ସମୟ ପୂର୍ବରୁ ଜନ୍ମ ହେଉଥିବା ଶିଶୁଙ୍କ ପାଇଁ WHO ଜାରୀ କଲା ନୂଆ ଗାଇଲାଇଡ୍ : ଏହି ଉପାୟ ଉପରେ ଧ୍ୟାନ ଦେବା ଜରୁରୀ

ନୂଆଦିଲ୍ଲୀ:ଆଜିକାଲି ସମୟ ପୂର୍ବରୁ ନବଜାତ ଶିଶୁ ଜନ୍ମ ହେବା ଏକ ବଡ ସମସ୍ୟା ଭାବରେ ଦେଖା ଦେଇଛି । ଏହି କାରଣରୁ କେବଳ ପିଲା ନୁହେଁ ମାଆର ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଥାଏ । ଫଳରେ କିଛି କ୍ଷେତ୍ରରେ ମା ଓ…