Browsing Category
ଖବର
Video: ଘରୋଇ କୋଚିଂ ସେଣ୍ଟରରେ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଶିକ୍ଷକ, ଭିଡିଓ ଭାଇରାଲ୍
ଅନୁଗୁଳ: ସକାଳୁ ଉଠି ପାଠ ପଢିବାକୁ ନିଦ ଭାଙ୍ଗିଲାନି, ଯାହାକୁ ନେଇ ରାଗିଗଲେ ଶିକ୍ଷକ । ଆଉ ସମସ୍ତ ଛାତ୍ରଙ୍କୁ ଧାଡ଼ିରେ ଛିଡ଼ା କରି ନିସ୍ତୁକ ପିଟିଲେ । ଛାତ୍ରମାନେ ଯେତେ ନେହୁରା ହେଲେ ମଧ୍ୟ ଟିକିଏ ଦୟା ଦେଖାଇଲେ…
୨୦୨୩ ମସିହା ଲାଗି ଦେବାଶୀଷ ସାହୁ ପାଇବେ ସମ୍ମାନଜନକ ଏକଲବ୍ୟ ପୁରସ୍କାର
ଭୁବନେଶ୍ପର: ୨୦୨୩ ମସିହା ଲାଗି ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବେ ଟେନିସ ତାରକା ଦେବାଶୀଷ ସାହୁ । ଇଣ୍ଡିଆନ ମେଟାଲ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ (ଇମ୍ପାକ୍ଟ)ଏହି ଘୋଷଣା କରାଯାଇଛି ।
ଏହି ଉପଲକ୍ଷେ…
(Video) ସତ ହେଲା କି ମାଳିକା ବଚନ? କୁମ୍ଭୀର ସହ ମିଶିଗଲା ଚିତ୍ତଳ ମାଛ… ଏବେ ପୃଥିବୀକୁ ଶେଷ କରିବ ଏହି ଯୋଡ଼ି
ଧୀରେ ଧୀରେ ସତ ହେବାରେ ଲାଗିଛି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକା ବଚନ । ଚାରିଆଡେ ଦେଖିବାକୁ ମିଳୁଛି କୁମ୍ଭୀରର ଆତଙ୍କ । ମାଳିକାରେ ଲେଖା ଥିବା ପ୍ରତ୍ୟେକ କଥା ଧୀରେ ଧୀରେ ସତ ହେବାରେ ଲାଗିଛି । ସବୁଆଡେ ହୁରି…
କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ଡେଙ୍ଗୁ ଟେଷ୍ଟିଙ୍ଗ ସେଣ୍ଟର: ରାଜଧାନୀରେ ଡେଙ୍ଗୁ ଆତଙ୍କ
ଭୁବନେଶ୍ୱର: ସାରା ଓଡ଼ିଶାରେ ଏବେ ଡେଙ୍ଗୁ ଜ୍ୱର ବ୍ୟାପିବାରେ ଲାଗିଛି । ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ଏବଂ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁର ଆତଙ୍କ ଭୟାନକ ରୂପ ନେଉଛି । ତେବେ ବୃଦ୍ଧି ପାଉଥିବା ସଂକ୍ରମଣକୁ ନେଇ…
(Video) Spaceରେ ମୃତ୍ୟୁ ହେଲେ କୁଆଡ଼େ ଯାଏ ଶବ? ପୃଥିବୀକୁ ଆସନ୍ତି ନା ଶୂନ୍ୟରେ ଲୀନ ହୋଇଯାଆନ୍ତି ମହାକାଶ ଯାତ୍ରୀ
ନୂଆଦିଲ୍ଲୀ: କେବଳ ଭାରତ ନୁହେଁ, ସାରା ପୃଥିବୀର ବିଭିନ୍ନ ଦେଶ ନିଜର ସ୍ପେସ ପ୍ରୋଗ୍ରାମକୁ ବୃଦ୍ଧି କରିବାରେ ଲାଗିଛନ୍ତି ।ଅନ୍ତରୀକ୍ଷରେ ଲୁଚି ରହିଥିବା ଅନେକ ରହସ୍ୟକୁ କୋଜି ବାହାର କରିବା ପାଇଁ ଚେଷ୍ଟା ଜାରି…
ବିଜେପି ସାଂସଦ ରାଜଦୀପ ରୟଙ୍କ ଘରୁ ‘ରାଜଦୀପ’ଙ୍କ ମୃତଦେହ ଉଦ୍ଧାର: ଜାଣି ନିଅନ୍ତୁ ‘ଟ୍ୱିଷ୍ଟ ଓ୍ୱାଲା ଷ୍ଟୋରୀ’
ଆସାମ: ଭାରତୀୟ ଜନତା ପାର୍ଟିର ଜଣେ ଆଗ ଧାଡ଼ିର ନେତାଙ୍କ ଘରୁ ମିଳିଛି ଝୁଲନ୍ତା ମୃତଦେହ । ଜଣେ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିବା ଜାଣିବାକୁ ମିଳିଛି । ତେବେ ଜଣେ ସାଂସଦଙ୍କ ଘରୁ ଏଭଳି ଭାବରେ ମୃତଦେହ ମିଳିବା…
(Video) ଚନ୍ଦ୍ରପୃଷ୍ଠରେ ସୁଶାନ୍ତଙ୍କ ଜାଗା କାହାର ହେବ? ଆତ୍ମହତ୍ୟା କରିଥିବା ଘର କିଣିନେଲେ ଆଦା ଶର୍ମା
ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘର କିଣିଛନ୍ତି ‘କମାଣ୍ଡୋ’ ଗାର୍ଲ ଆଦା ଶର୍ମା । ସୁଶାନ୍ତ ଆତ୍ମହତ୍ୟା କରିଥିବା ଘରକୁ ଅଦା କିଣୁଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ସୁଶାନ୍ତ…
ବ୍ୟାଙ୍କ ସହ ଜଡିତ କାମଥିଲେ ତୁରନ୍ତ କରନ୍ତୁ ସମାପ୍ତ : ସେପ୍ଟେମ୍ବରରେ ୧୬ ଦିନ ବ୍ୟାଙ୍କ ରହିବ ବନ୍ଦ
ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଛୁଟିଦିନ ଅନୁସାରେ, ଭାରତର ବିଭିନ୍ନ ରାଜ୍ୟରେ ରବିବାର, ଦ୍ୱିତୀୟ ଶନିବାର ଏବଂ ଚତୁର୍ଥ ଶନିବାର ସମେତ ସେପ୍ଟେମ୍ବର ମାସରେ ବ୍ୟାଙ୍କଗୁଡିକ 16 ଦିନ ପାଇଁ ବନ୍ଦ ରହିବ।…
(Video) ମନେ ପଡ଼ିଗଲା ବାହାନଗା ଦୁର୍ଘଟଣା: ଗୋଟିଏ ଟ୍ରାକରେ ୨ଟି ଟ୍ରେନ ମୁହାଁମୁହିଁ…
ଓଡ଼ିଶା ଭାସ୍କର: ବାହାନଗାର ସେହି ଦୁର୍ଘଟଣାର ଛାତିଥର ଦୃଶ୍ୟ ଏବେ ବି ଭୁଲିନାହିଁ ସାରା ଭାରତ । ସେଦିନର କାଳରାତ୍ରୀକୁ ଆଜି ବି ମନେ ପଡ଼ିଲେ, ସମସ୍ତଙ୍କ ଛାତି ଥରି ଉଠୁଛି । ୩ଟି ଟ୍ରେନ ଭିତରେ ଧକ୍କା ହେବାରୁ ୨୯୩ ଜଣ…
ODI WC ଦଳରେ ସ୍ଥାନ ପାଇଲେନି କୁଲଦୀପ-ଚହଲ ଯୋଡ଼ି: ଜାଣନ୍ତୁ କିଏ ଖେଳିବେ ବିଶ୍ୱକପ?
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ ଦିନିକିଆ ବିଶ୍ୱକପ-୨୦୨୩ । ଏଥିପାଇଁ କିଛି ଦେଶ ନିଜ ଦଳ ଘୋଷଣା କରି ସାରିଥିବା ବେଳେ ଭାରତର ସ୍କ୍ୱାଡ ଉପରେ ରହିଛି ସମସ୍ତଙ୍କ ନଜର । ଏହି…