Browsing Category
ଖବର
ଓଡ଼ିଶାରେ କୁକୁରଙ୍କ ସଂଖ୍ୟା କେତେ ରହିଛି ଏହାର ହିସାବ ଆପଣଙ୍କ ପାଖରେ ଅଛି କି?
ଓଡିଶା ଭାସ୍କର; ରାଜ୍ୟର ପ୍ରତ୍ୟେକ ଯାଗାରେ ଆପଣ କେଉଁଠି ନା କେଉଁଠି କୁକର ଦେଖିବାକୁ ପାଉଥିବେ । ତେବେ ଓଡ଼ିଶାରେ ଏହି କୁକୁରଙ୍କ ସଂଖ୍ୟା କେତେ ରହିଛି ଏହାର ହିସାବ ଆପଣଙ୍କ ପାଖରେ ଅଛି କି? କୁକରଙ୍କ ସଂଖ୍ୟାକୁ ନେଇ…
(Video) ସତ ହେଲା ମାଳିକା, ଚନ୍ଦ୍ରପୃଷ୍ଠରେ ଘର କରିବାକୁ ମଣିଷ ପ୍ରସ୍ତୁତ: ଏବେ ପୃଥିବୀର ଶେଷ ସମୟ ଆସିଗଲା
ମହାପୁରୁଷ ଅଚ୍ୟୁତାନନ୍ଦ ଲେଖି ଯାଇଥିବା ମାଳିକାବାଣୀ ସବୁ ଗୋଟି ଗୋଟି କରି ସତ ହେବାରେ ଲାଗିଛି । ତାଙ୍କର ପ୍ରତ୍ୟେକଟି କଥା ଏବେ ଅକ୍ଷରେ ଅକ୍ଷରେ ଘଟି ଚାଲିଛି । ତେଣୁ ସେ କଳିଯୁଗ ଧ୍ୱଂସକୁ ନେଇ କରିଥିବା ଭବିଷ୍ୟବାଣୀ…
Whatsappର ନୂଆ ଫିଚର, ବିନା ନାମରେ ତିଆରି କରିପାରିବେ ଗ୍ରୁପ
ବର୍ତ୍ତମାନ ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ମେସେଜିଙ୍ଗ ଆପ ହେଉଛି ହ୍ୱାଟ୍ସଆପ । ଏଥିରେ ଭିଡିଓ କଲିଙ୍ଗର ଫିଚର ସହିତ ଆହୁରି ବିଭିନ୍ନ ପ୍ରକାରର ସୁବିଧା ଉପଲବ୍ଧ ରହିଛି । ଏହି ପ୍ଲାଟଫର୍ମରେ ୨ ବିଲିଅନରୁ…
୧୪ ଦିନ ପରେ ଚନ୍ଦ୍ରରେ ଘୋଟିଯିବ ଅନ୍ଧକାର… ପୃଥିବୀକୁ ଫେରିବ କି ଚନ୍ଦ୍ରଯାନ-୩? କୁଆଡ଼େ ଯିବେ ବିକ୍ରମ-ପ୍ରଜ୍ଞାନ
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରି ଭାରତର ଚନ୍ଦ୍ରଯାନ-୩ ଇତିହାସ ରଚିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଲାଣ୍ଡିଂ କରିବାରେ ଭାରତ ପ୍ରଥମ ଦେଶ ପାଲଟି ଯାଇଛି । ଏହାପରେ ଭାରତ ଏବଂ ସ୍ପେସ ଏଜେନ୍ସି ଇସ୍ରୋ ପାଇଁ…
ହିମାଚଳର କୁଲ୍ଲୁରେ ଏକା ସାଙ୍ଗରେ ଭୁଶୁଡିଲା ୭ ଟି କୋଠା, ଅନେକ ଲୋକ ମୃତାହତ
ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲା ଆନିରେ ପାଖାପାଖି ୭ ଟି କୋଠା ଭୁଶୁଡିବା ଘଟଣା ସାମ୍ନାକୁ ଆସିଛି । ଏଥି ମଧ୍ୟରୁ ଗୋଟିଏ କୋଠା କାଙ୍ଗ୍ରା କୋ-ଅପରେଟିଭ ବ୍ୟାଙ୍କ ଏବଂ ଅନ୍ୟଟି ଏସବିଆଇ ବ୍ୟାଙ୍କ…
ଚନ୍ଦ୍ର ହାସଲରେ ମାନୁନି ମନ, ସେପ୍ଟେମ୍ବରରେ ‘ମିଶନ୍ ସୂର୍ଯ୍ୟ-Aaditya-L1’ ଲଞ୍ଚ କରିବ ଇସ୍ରୋ
ନୂଆଦିଲ୍ଲୀ: ଚନ୍ଦ୍ର ରାଇଜରେ ଭାରତର ଚନ୍ଦଅଯାନ-୩ ଅବତରଣ କରି ଇତିହାସ ରଚିଛି । ବର୍ତ୍ତମାନ ସମସ୍ତଙ୍କ ନଜର ଏହି ଚନ୍ଦ୍ରଯାନ-୩ ଉପରେ ରହିଛି । ଚନ୍ଦ୍ରପୃଷ୍ଠରେ ଲାଣ୍ଡିଂ କରିବା ପରେ ଏବେ ଲାଣ୍ଡର ବିକ୍ରମଠାରୁ ଅଲଗା…
ଆଉ କୁସ୍ତି ଲଢି ପାରିବେନି ଭାରତୀୟ ଯୋଦ୍ଧା: ସଂଘର ସଦସ୍ୟତା ରଦ୍ଦ କଲା ବିଶ୍ୱ କୁସ୍ତି ମହାସଂଘ
ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘକୁ ଲାଗିଛି ଏକ ଶକ୍ତ ଝଟକା । ବିଶ୍ୱ କୁସ୍ତି ମହାସଂଘ ତରପରୁ ଭାରତର କୁସ୍ତି ସଂଘର ସଦସ୍ୟତାକୁ ରଦ୍ଦ କରି ଦିଆଯାଇଛି । ସଂଘରେ ନିର୍ବାଚନ ନ ହେବାରୁ ଏହି ନିଜର କୁସ୍ତି ସଦସ୍ୟତା…
(Video) ଚନ୍ଦ୍ରାବତରଣ ପରେ ମମତାଙ୍କ ‘ରାକେଶ ରୋସନ୍’ ବୟାନ ଭାଇରାଲ: ଇନ୍ଦିରା ଗାନ୍ଧୀ କହିଲେ…
ନୂଆଦିଲ୍ଲୀ: ଭାରତର ଚନ୍ଦ୍ରାବତରଣ ପରେ ସବୁଆଡ଼େ କୁସିର ମାହୋଲ ଖେଳିଯାଇଛି । ବିଭିନ୍ନ ମହଲରୁ ଭାରତ ଏବଂ ଇସ୍ରୋ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି । ଏହାମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଭାରତର…
‘Congratulations Neighbors…’ ଚନ୍ଦ୍ରଯାନର ସଫଳତା ପରେ ପାକ୍ ମିଡିଆରେ ଟ୍ରେଣ୍ଡ ହେଉଛି ହାସଟ୍ୟାଗ
ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟା ୦୬.୦୪ରେ ଚନ୍ଦ୍ରପୃଷ୍ଠକୁ ଛୁଇଁଛି ଭାରତର ‘ମୁନ୍ ମିଶନ୍’ ଚନ୍ଦ୍ରଯାନ ୩ । ଚନ୍ଦ୍ରର ଦକ୍ଷିଣ ମେରୁରେ ଲାଣ୍ଡର ବିକ୍ରମ ଅବତରଣ କରିବା ପରେ ସାରା ଭାରତ ଉତ୍ସବମୁଖର ହୋଇପଡ଼ିଛି । କେବଳ ଭାରତ…
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ: କେଉଁ ବିଷୟରେ କରିବ ଜେରା?
ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନଙ୍କୁ ଇଡିର ଆସିଛି ଡାକରା । ସମ୍ପତ୍ତି ସମ୍ପର୍କିତ ମାମଲାରେ ପଚରାଉଚରା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ ଜାରି କରିଛି । ଯାହାକୁ ନେଇ ବର୍ତ୍ତମାନ…