Browsing Category

ଖବର

(Video) ଭଲ ଫିଲ୍ମରେ ସୁଯୋଗ ଦେବା କହି ଅନ୍ତରଙ୍ଗ ଭିଡିଓ କରିଥିଲେ: ଅଭିନେତ୍ରୀଙ୍କ ସହ ପାଟିତୁଣ୍ଡ ହେବାରୁ ଭିଡିଓ ଭାଇରାଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡର ଜଣେ ଅଭିନେତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ହେବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ଜଣେ ଫିଲ୍ମ ନିର୍ମାତା ହୋଇଥିବା ବେଳେ ସେ…

ବହୁ ବର୍ଷ ତଳେ ଆପଲ ଏହାର କର୍ମଚାରୀଙ୍କ ଲାଗି ତିଆରି କରିଥିଲା ଜୋତା, ଏବେ ୪୧ ଲକ୍ଷରେ ହେବ ନିଲାମ

ନୂଆଦିଲ୍ଲୀ: ଫୋନ୍ କିମ୍ବା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଜିନିଷ ଲାଗି ଆପଲ ପ୍ରସିଦ୍ଧ । କିନ୍ତୁ ଏବେ କମ୍ପାନୀ ଦ୍ୱାରା ତିଆରି କରାଯାଇଥିବା ଜୋତା ନିଲାମୀ ଲାଗି ଉପଲବ୍ଧ । ପ୍ରକୃତ କଥା ହେଉଛି କମ୍ପାନୀ ୧୯୯୦ରେ ଏହାର…

‘ଷ୍ଟାର ଚିହ୍ନ’ ଥିବା ୫୦୦ ଟଙ୍କିଆ ନୋଟ ଅସଲି କି ନକଲି: ୟୁଜର୍ସଙ୍କ ଅପିଲ ପରେ RBI ଜାରି କଲା ବୟାନ

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ୨୦୦୦ ଟଙ୍କିଆ ନୋଟକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ତେବେ ଏହା ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପୁଣି ଏକ ବୟାନ ଜାରି ରହିଛି । ୫୦୦ ଟଙ୍କିଆ ‘ତାରକା ଚିହ୍ନିତ…

(Video) ପୁଣି ଏକ ବଡ଼ ଟ୍ରେନ ଦୁର୍ଘଟଣା: ରେଳ ଧାରଣାରୁ ଖସିଗଲା ୮ଟି ବଗି

ନୂଆଦିଲ୍ଲୀ: ଗତ ଜୁନ ମାସ ୨ ତାରିଖ ସନ୍ଧ୍ୟାରେ ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ଆଜି ପର୍ଯ୍ୟନ୍ତ ମନରୁ ଲିଭି ନାହିଁ । ଏହା ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଛୋଟବଡ଼ ଏକାଧିକ ଟ୍ରେନ ଦୁର୍ଘଟଣା ଦେଖିବାକୁ…

(Video) ବାପା ପାଇଁ ପୁଅର ଚିଠି: ପୁଅ ଲେଖିଛି ୬୦ ଟଙ୍କା ଟେବୁଲ ଉପରେ ରଖି ଦେଇଛି, ମୁଁ ସବୁଦିନ ପାଇଁ ଯାଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାତ୍ର ୬୦ ଟଙ୍କା ପାଇଁ ପୁଅ ଜୀବନ ହାରିଦେଲା । ଏହି କଥାଟି ଶୁଣିବା ବେଳକୁ ସତେ ଯେମିତି ଛାତି ଫାଟି ଯାଉଛି । ଗୋଟିଏ ବାପ କିଭଳି ଏହାକୁ ସହ୍ୟ କରିପାରିବ । ଦଶମ ଶ୍ରେଣୀରେ ପାଠ ପଢ଼ୁଥି୍ବା…

(Video) ଶ୍ରାବଣ ମାସରେ ଘଟିଗଲା ଅଘଟଣ: ସର୍ପାଘାତରେ ଚାଲିଗଲା ମହିଳା କାଉଡ଼ିଆଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଯୋଡ଼ା ଶ୍ରାବଣ ଚାଲିଥିବା ବେଳେ ପ୍ରତ୍ୟେକ ସୋମବାର ଦିନ ମନ୍ଦିରମାନଙ୍କରେ କାଉଡ଼ିଆଙ୍କର ଗ୍ରହଳି ଜମୁଛି । ବ୍ରତ କରିଥିବା କାଉଡ଼ିଆମାନେ ଉପବାସ କରି ମହାଦେବ ଶିବଙ୍କ ଲିଙ୍ଗରେ…

ଗୋଡ ବଦଳରେ ପେଟ କରିଦେଲେ ଅପରେସନ : ହସ୍ପିଟାଲ ହେଲା ସିଲ୍‌

ଲଖମିପୁର : ଉତ୍ତରପ୍ରଦେଶର ଲଖମିପୁରରୁ ଖିରୀରୁ ଏକ ଆଶ୍ଚର୍ଯ୍ୟ ଜନକ ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଗୋଡ ଅପରେସନ ହେବା ପାଇଁ ହସ୍ପିଟାଲରେ ଆଡମିଟ ହୋଇଥିବା ବେଳେ, ଡାକ୍ତର ବ୍ୟକ୍ତିଙ୍କର ପେଟ ଅପରେସନ…

RBI ଶୁଣାଇଲା ଖୁସି ଖବର : ଦେଶର ବ୍ୟାଙ୍କ ସରକାର ସହ ମିଶି ୯ ବର୍ଷରେ କରିଲେ ଏହି କାମ

ନୂଆଦିଲ୍ଲୀ : ଗତ ୯ ବର୍ଷ ହେବ ଆରବିଆଇ ଏବଂ ସରକାରଙ୍କ କଠୋରତା ପରେ ବ୍ୟାଙ୍କଗୁଡିକ ଖରାପ ଋଣର ହ୍ରାସ କରିବାକୁ ସରକାର ଏବଂ ରିଜର୍ଭ ବ୍ୟାଙ୍କ ସ୍ତରରେ ନିଆଯାଇଥିଲା କିଛି ପଦକ୍ଷେପ । ଏହି ପଦକ୍ଷେପ ଯୋଗୁଁ…

କ୍ରୀଡା ମନ୍ତ୍ରଣାଳୟର ବଡ଼ ନିଷ୍ପତି: ୨୦୨୨ ଏସିଆନ ଗେମ୍ସ ରେ ଅଂଶଗ୍ରହଣ କରିବେ ଭାରତୀୟ ପୁରୁଷ, ମହିଳା ଫୁଟବଲ ଦଳ

ନୂଆଦିଲ୍ଲୀ: ଚୀନ୍‌ର ହଙ୍ଗଝୁ ସହରରେ ସେପ୍ଟେମ୍ବର ଅନୁଷ୍ଠିତ ହେବାକୁ ଥିବା ୨୦୨୨ ଏସିଆନ୍ ଗେମ୍ସରେ ଭାଗ ନେବେ ଭାରତୀୟ ପୁରୁଷ ଏବଂ ମହିଳା ଫୁଟବଲ୍ ଟିମ୍। କ୍ରୀଡ଼ା ମନ୍ତ୍ରଣାଳୟ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି କ୍ରମେ…

ସଂସଦ ପରିସରରେ ରାଘବ ଚଢାଙ୍କ ମୁଣ୍ଡକୁ ଖୁମ୍ପିଦେଲା କାଉ, କୌଣସି ବିପଦର ଆଗୁଆ ସୂଚନା ନୁହେଁ ତ ?

ନୂଆଦିଲ୍ଲୀ:ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ମୁଣ୍ଡକୁ କାଉ ଖୁମ୍ପି ଦେବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି । ସଂସଦ…