Browsing Category
ଖବର
IND vs PAK ମ୍ୟାଚ ଉପରେ ଆତଙ୍କୀ ଆକ୍ରମଣ! ବିଶ୍ୱକପ ପୂର୍ବରୁ ଧମକ ଦେଲା ISIS
ନୂଆଦିଲ୍ଲୀ: ଜୁନ୍ ୧ ତାରିଖରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ-୨୦୨୪ । ତେବେ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଅପେକ୍ଷା କରି ରହିଛନ୍ତି କ୍ରିକେଟ ଫ୍ୟାନ୍ସ । କିନ୍ତୁ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ…
Breaking; ଆଜି କେରଳରେ ପାଦ ଥାପିବ ମୌସୂମୀ: ଖରା ତାତିରୁ ମିଳିବ ମୁକ୍ତି…
ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହରୁ ଖୁବଶୀଘ୍ର ମିଳିବ ମୁକ୍ତି । ଆଜି କେରଳରେ ପହଞ୍ଚିବ ମୌସୂମୀ ବର୍ଷା । ଦକ୍ଷିଣ-ପଶ୍ଚିମ ମୌସୂମୀ ବାୟୁ ଆଜି କେରଳରେ ପାଦ ଥାପିବ ବୋଲି ପାଣିପାଗ ବିଭାଗ ପକ୍ଷରୁ…
ଆଜି ସରିବ ପ୍ରଚାରପର୍ବ: ‘Climax Date’ରେ ଓଡ଼ିଶାରେ ହେବ ତ୍ରିମୁଖୀ ମହାଲଢେଇ
ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନର ସମୟ ଆସିଯାଇଛି । ଆଉ ୨ଟା ଦିନ ପରେ ଅନ୍ତିମ ପର୍ଯ୍ୟାୟରେ ଭୋଟ ଦେବେ ଜନତା ଜନାର୍ଦ୍ଦନ । ଏହାପରେ ୪ ତାରିଖ ହେବ ଭୋଟଗଣତି । ତେବେ ଏହାପୂର୍ବରୁ ଆଜି ନିର୍ବାଚନ…
(Video) ପୁରା ଫିଲ୍ମ ଷ୍ଟାଇଲ ଗାଡ଼ି ଚଲା! ଦେଖନ୍ତୁ ସ୍ପିଡ୍ ବାଇକ ଉପରେ ଠିଆ ହୋଇ କିପରି ଚଳନ୍ତା ବସକୁ ଓଭରଟେକ୍ କଲା ଏହି ଯୁବକ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଫେମସ ହେବା ଲାଗି ଲୋକେ ନିଜ ଜୀବନକୁ ବିପଦରେ ପକାଇ ରିଲ୍ସ-ଭିଡିଓ କରୁଛନ୍ତି । ଫଲୋର୍ସ ଭିୟ୍ୟୁ ବଢାଇବା ଲାଗି ଲୋକେ କାର ଏବଂ ବାଇକରେ ଷ୍ଟଣ୍ଟ ମାରିବା ଆପଣ ସୋସିଆଲ ମିଡିଆ ପ୍ଲାଟଫର୍ମରେ…
ଭଉଁରୀ ଯାତ୍ରାରେ ଅଘଟଣ: ଜଣେ ଶ୍ରଦ୍ଧାଳୁ ମୃତ, ୩୫ରୁ ଅଧିକ ଆହତ
ପୁରୀ: ପୁରୀ ନରେନ୍ଦ୍ର ପୋଖରୀରେ ଭଉଁରୀ ଯାତ୍ରା ବେଳେ ଘଟିଯାଇଛି ଏକ ବିରାଟ ଅଘଟଣ । ଚାପ ଖେଳିବା ସମୟରେ ବାଣ ଫୁଟିବାରୁ ଜଣେ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି । ଏହି ଅଘଟଣରେ ୩୫ରୁ ଅଧିକ ଭକ୍ତ ଆହତ ହୋଇଥିବା ବେଳେ…
ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଅଘଟଣ, ବାଣ ଫୁଟି ୨୫ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ
ପୁରୀ: (ଓଡ଼ିଶା ଭାସ୍କର) ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଅଘଟଣ । ବାଣ ଫୁଟି ଲୋକଙ୍କ ଉପରେ ପଡ଼ିବାରୁ ୨୫ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ ହୋିଥିବା ସୂଚନୈ । ଦେବୀଘାଟ ପଟେ ବାଣ ଫୁଟିବାର ବ୍ୟବସ୍ଥା କରାଯାଇଥିଲା…
ସିଏଏ ଅଧୀନରେ ପଶ୍ଚିମବଙ୍ଗରେ ନାଗରିକତା ପ୍ରମାଣପତ୍ର ପ୍ରଦାନ କଲା ଗୃହ ମନ୍ତ୍ରାଳୟ
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନାଗରିକତା ସଂଶୋଧନ ଆଇନ (ସିଏଏ) ଅଧୀନରେ ପଶ୍ଚିମବଙ୍ଗରେ ନାଗରିକତା ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଛି। ହରିୟାଣା ଏବଂ ଉତ୍ତରାଖଣ୍ଡର ସଂପୃକ୍ତ କମିଟି ମଧ୍ୟ ଆଜି…
‘ରେମାଲ’ ପ୍ରଭାବରେ ଉତ୍ତର-ପୂର୍ବ ଭାରତରେ ବ୍ୟାପକ କ୍ଷୟକ୍ଷତି; ୪ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ନୂଆଦିଲ୍ଲୀ: ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସାମୁଦ୍ରିକ ଝଡ଼ 'ରେମାଲ'ରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମିଜୋରାମରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ବୁଧବାର…
ଆଇପିଏଲ୍ ଟ୍ରଫି ଜିତିବା ପରେ କେକେଆର୍କୁ ନେଇ କ’ଣ କହିଲେ ଶାହାରୁଖ୍ ଖାନ୍
ମୁମ୍ୱାଇ: କୋଲକାତା ନାଇଟ୍ ରାଇଟର୍ସ ଆଇପିଏଲ୍ ଚାମ୍ପିୟନ ହେବା ପରେ ଦଳର ମାଲିକ ଶାହାରୁଖ ଖାନ୍ ପ୍ରତିକ୍ରିୟା ରଖିଛନ୍ତି । ଶାହାରୁଖ ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ ଏକ ଦଳ ଭାବରେ ବିଜୟ ହାସଲ…
ଆକାଶରୁ ନିଆଁ ବର୍ଷୁଛି; ଦେହକୁ ପଥର କରି ଭାରତୀୟ ଯବାନ ଜଗିଛନ୍ତି ଭାରତ-ପାକିସ୍ତାନ ବର୍ଡ଼ର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୫୫ ଡ଼ିଗ୍ରୀ ଖରାରେ ଯବାନ ଜଗିଛନ୍ତି ବୋର୍ଡ଼ର। ସହପାରୁନି ଦେହ କିନ୍ତୁ ଭାରତକୁ ଦେଉଛନ୍ତି ସୁରକ୍ଷା । ଏମିତି ଖରାଯେ ମିନଟରେ ଅଣ୍ଡା ପାମ୍ପଡ଼ବି ସିଝିଯାଉଛି । ଏମିତି ଖରାକୁ ସହୁଛନ୍ତି…