Browsing Category
ଖବର
ସୀମାରେ ଥରିବେ ଭାରତର ଶତ୍ରୁ ରାଷ୍ଟ୍ର, ବାୟୁ ସେନାକୁ ମିଳିଲା ସ୍ୱଦେଶୀ ଲଢ଼ୁଆ ହେଲିକପ୍ଟରସ
ଝାନ୍ସୀ,: ଏବେ ଥରିବେ ଭାରତର ଶତ୍ରୁ ରାଷ୍ଟ୍ର । ଭାରତୀୟ ସେନାକୁ ମିଳିଛି ପ୍ରଥମ ସ୍ୱଦେଶୀ ଲଢ଼ୁଆ ହେଲିକପ୍ଟର । ଫଳରେ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଛି । ଏଥର ବିଦେଶୀ ନୁହେଁ ସେନାକୁ ସମର୍ପିତ କରାଗଲା…
ଆଜି ଦ୍ୱିତୀୟ ଟି-୨୦: ରାଞ୍ଚିରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ-ଭାରତ, ସିରିଜ କବଜା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ
ରାଞ୍ଚି(ଝାଡଖଣ୍ଡ): ବୁଧବାର ଦିନ ରାଜସ୍ଥାନର ଜୟପୁର ସ୍ଥିତ ସବାଇ ମାନସିଂ ଷ୍ଟାଡିୟମରେ ଅନୁଷ୍ଠିତ ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ୫ ୱିକେଟରେ ବିଜୟୀ…
PUBG New State: ୨୪ ଘଣ୍ଟା ମଧ୍ୟରେ ୧୦ଲକ୍ଷ ୟୁଜର କଲେ ଡାଉନଲୋଡ୍
ନୂଆଦିଲ୍ଲୀ: PUBG New State ଲଞ୍ଚ ହେବାର ଗୋଟିଏ ଦିନ ବି ହୋଇନାହିଁ । କିନ୍ତୁ ଏହାର ଲୋକପ୍ରିୟତା ଏତେ ବଢ଼ିଯାଇଛି ଯେ, ଗୁଗୁଲ ପ୍ଲେ ଷ୍ଟୋରରେ ପବଜି ନ୍ୟୁ ଷ୍ଟେଟ୍ କୁ ୧୦ ମିଲିୟନ୍ ଜଣ ଡାଉନଲୋଡ୍ କରିସାରିଲେଣି ।…
ଭାଇସ ଆଡମିରାଲ୍ ଆର୍ ହରି କୁମାର ହେବେ ପରବର୍ତ୍ତୀ ନୌସେନା ମୁଖ୍ୟ , ଆସନ୍ତା ୩୦ରେ ଦାୟିତ୍ୱ ଗ୍ରହଣ କରିବେ
ନୂଆଦିଲ୍ଲୀ: ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ମୁଖ୍ୟ ଭାଇସ ଆଡମିରାଲ ଆର ହରି କୁମାରଙ୍କୁ ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ସେ ଆସନ୍ତା ୩୦ରେ ବର୍ତ୍ତମାନ ନୌସେନା ମୁଖ୍ୟ ଭାବେ କାର୍ଯ୍ୟ…
ଚୂଲିରେ ନିଆଁ ପୁଆଁଇବା ବେଳେ ଜଳିଲେ ଯୁବତୀ, ଗୁରୁତର ଅବସ୍ଥାରେ ଚାଲିଛି ଚିକିତ୍ସା
ଦେବଗଡ (ଭାସ୍କର ନ୍ୟୁଜ): ଦେବଗଡ଼ ନୀଳବେର୍ଣ୍ଣି ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଶୀତରୁ ରକ୍ଷା ପାଇବା ପାଇଁ ଚୂଲି ଲଗାଇ ନିଆଁ ପୁଆଁଇବା ବେଳେ ଅସାବଧାନତାବଶତଃରୁ ଜଣେ ଯୁବତୀଙ୍କ ଦେହରେ ନିଆଁ ଲାଗିଯିବାରୁ ସେ…
ଆଇପିଏଲ ଟାଇଟଲ ଜିତିବା ଅନ୍ତର୍ଜାତୀୟ ସଫଳତାର ଗ୍ୟାରେଣ୍ଟି ଦେଇନଥାଏ: ଗାଭାସ୍କର
ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପରେ ଭାରତର ଅଭିଯାନ ଶେଷ ହେବା ପରେ ଏବେ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ମାଟିରେ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜ୍ ପାଇଁ ଧଳା ବଲ୍ କ୍ରିକେଟ୍ର ଉପ ଅଧିନାୟକ ରୋହିତ ଶର୍ମାଙ୍କୁ…
ବିବାହ ପୂର୍ବରୁ କ୍ୟାଟ୍ରିନାଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଲେ ବିକି, ଜାଣନ୍ତୁ କ’ଣ ଥିଲା ଜିଦ୍ ପଛର କାରଣ…
ମୁମ୍ବାଇ ; ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆଗରେ ମୁଣ୍ଡ ନୁଆଁଇଲେ ଉରି ଫେମ୍ ଅଭିନେତା ବିକି କୌଶଲ । ରହିଲାନି ବିକିଙ୍କ କଥା । ଶେଷରେ ବିବାହ ପୂର୍ବରୁ କ୍ୟାଟ୍ରିନାଙ୍କ କଥାରେ ରାଜି ହେଲେ ବିକି । ବଲିଉଡ…
ସବୁ ଦିଗରେ ବିଫଳତା ଯୋଗୁଁ ଭାରତ ହାରିଲା: ଗାଭାସ୍କର
ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ତଥା ଓପନିଂ ବ୍ୟାଟ୍ସମ୍ୟାନ ସୁନିଲ ଗାଭାସ୍କର କହିଛନ୍ତି ଯେ ଭାରତୀୟ ଦଳ ଚଳିତ ଟି-୨୦ କ୍ରିକେଟ ବିଶ୍ୱକପରେ ଭାରତୀୟ ଦଳ ଆବଶ୍ୟକ ରନ ସଂଗ୍ରହ କରି ପାରିଲେ ନାହିଁ । ମୁଖ୍ୟତଃ ପାୱାର ପ୍ଳେ…
୫୦ଟି ଗଛ ଲଗାନ୍ତୁ: ବର୍ଷକୁ କମେଇବେ ଅଢେଇ ଲକ୍ଷ; ସରକାର ଦେବେ ସହାୟତା
ନୂଆଦିଲ୍ଲୀ: କୃଷକ ଏବଂ କୃଷିର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ରହିଛି । ଏମିତି ଏକ ଯୋଜନାରେ ଆପଣ ବର୍ଷକୁ ୨.୫ ଲକ୍ଷ ଟଙ୍କା ଆୟ କରିପାରିବେ । ଆଜି ଆମେ ଆଲୋଚନା କରିବା କେମିତି ମାତ୍ର ୫୦ଟି…
ସଂକଟରେ ପଡିଛି ଶ୍ରୀଲଙ୍କା, ଭାରତକୁ ମାଗିବ ୫୦ କୋଟି ଡଲାର ଋଣ
କଲମ୍ବୋ: ଶ୍ରୀଲଙ୍କା ବୈଦେଶିକ ମୁଦ୍ରାଭଣ୍ଡାର ଏବେ ସଂକଟରେ ପଡିଛି । ଫଳରେ ତୈଳ ଆମଦାନୀ ନିମନ୍ତେ ପୈଠ ଲାଗି ଏବେ ବୈଦେଶିକ ମୁଦ୍ରାର ଅଭାବ ଦେଖା ଦେଇଛି । ଏଣୁ ଭାରତ ସରକାରଙ୍କୁ ଋଣ ନିବେଦନ କରିବେ ବୋଲି ସୂଚନା…