Browsing Category

ଖବର

ମନମୁଖୀ କାର୍ଯ୍ୟ ପାଇଁ ସତ୍ତା ହରାଇବାକୁ ଯାଉଛି ଅଳକା… ନିର୍ବାଚିତ ବୋର୍ଡ ସଦସ୍ୟଙ୍କ ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ପାଇକାରୀ ସମବାୟ ଭଣ୍ଡାର ଲିମିଟେଡ(ଅଳକା)ର ବିଭିନ୍ନ ଦୁର୍ନୀତି ଓ ଅନିୟମିତତା କାର୍ଯ୍ୟ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବୋର୍ଡର ନିର୍ବାଚିତ ସଦସ୍ୟ । ଏ ସମ୍ପର୍କରେ ରାଜ୍ୟ ସମବାୟ ସମିତି…

ଇଂଲଣ୍ଡ ସିରିଜରେ No.1 ସ୍ପିନର ହେବେ ଅଶ୍ୱୀନ! ଏତିକି ପାଦ ଦୂରରେ ଷ୍ଟାର ବୋଲର

ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ । ହାଇଦ୍ରାବାଦରେ ଏହି ସିରିଜର ପ୍ରଥମ ମ୍ୟାଚ ଖେଳିବେ ଉଭୟ ଦଳ । ତେବେ ଏହି ସିରିଜକୁ ନେଇ ଉଭୟ ଦଳ କଠିନ ପରିଶ୍ରମ କରୁଥିବା…

‘ବାଲକ ରାମ’ ଭାବରେ ପୂଜା ପାଇବେ ପ୍ରଭୁ ଶ୍ରୀରାମ: ଅଯୋଧ୍ୟାରେ ରାମଲାଲାଙ୍କର ହେଲା ନାମକରଣ

ନୂଆଦିଲ୍ଲୀ: ଅଯୋଧ୍ୟା ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି । ଏହା ପରେ ଆଜିଠାରୁ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ଖୋଲାଯାଇଛି ମନ୍ଦିର । ତେବେ ଏହାସହିତ ଆଜି ପ୍ରଭୁ…

ଓଡ଼ିଶା ଫେରିଲେ ରାମ ମନ୍ଦିରରେ କାର୍ଯ୍ୟ କରୁଥିବା ଓଡ଼ିଆ ଶିଳ୍ପୀକାର

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଓଡିଶା ଫେରିଲେ ରାମ ମନ୍ଦିରରେ କାର୍ଯ୍ୟ କରୁଥିବା ଓଡ଼ିଆ ଶିଳ୍ପୀକାର । ଅଯୋଧ୍ୟାରେ ନିର୍ମାଣ ଚାଲିଥିଲା ମର୍ଯ୍ୟାଦା ପୁରୋଷତମ ରାମଚନ୍ଦ୍ରଙ୍କ ମନ୍ଦିର । ଆଉ ସେହି ମହାନ କାର୍ଯ୍ୟରେ…

ମୁମ୍ବାଇ: ରାମ ମନ୍ଦିର ଶୋଭାଯାତ୍ରା ଉପରେ ଆକ୍ରମଣ ପରେ ଉତ୍ତେଜନା, ବୁଲିଲା ବୁଲଡୋଜର

ମୁମ୍ବାଇ: ମୁମ୍ବାଇର ମୀରା ରୋଡ୍ ଅଞ୍ଚଳରେ ପ୍ରଶାସନ ଏକ ବୁଲଡୋଜର ଚଳାଇଛି। ଏଠାରେ ବିପୁଳ ସଂଖ୍ୟକ ସୁରକ୍ଷା ବଳ ମୁତୟନ କରାଯାଇଛି। ଏଠାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା କାଣ୍ଡ ଘଟିଥିଲା, ଯାହାର ଅନେକ ଭିଡିଓ ମଧ୍ୟ…

୨୯ ତାରିଖରୁ ଆନ୍ଦୋଳନ କରିବେ Teachers’ Association! ଡାକରା ଦେଲେ ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି । ଶିକ୍ଷକ ସଂଘ ତରଫରୁ ହୋଇଥିବା ସମସ୍ତ ଦାବି ପୂରଣ ନ ହେଲେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦିଆଯାଇଛି ।…

ଜାପାନର ଚନ୍ଦ୍ରଯାନ କାହିଁକି ସୂର୍ଯ୍ୟକିରଣକୁ ଅପେକ୍ଷା କରିଛି?

ନୂଆଦିଲ୍ଲୀ: ଜାପାନର ମହାକାଶ ଏଜେନ୍ସି ଏବେ ବି ଆଶା ରଖିଛି ଯେ ଯଦି ସୂର୍ଯ୍ୟକିରଣ ତାର ଚନ୍ଦ୍ରଯାନ ଉପରେ ପଡିଯାଏ, ତେବେ ସେମାନଙ୍କଚନ୍ଦ୍ର ଲ୍ୟାଣ୍ଡର ଆକ୍ଟିଭ୍ ହୋଇପାରିବ । ଜାପାନର ମହାକାଶ ଏଜେନ୍ସି ଜାକ୍ସା ଏହି…

Big Breaking; ଏପ୍ରିଲ ମାସରେ ହେବ ସାଧାରଣ ନିର୍ବାଚନ! ଇଲେକ୍ସନ କମିଶନ୍ ତରଫରୁ ରେପରେନ୍ସ ଡେଟ୍

ନୂଆଦିଲ୍ଲୀ: ଚଳିତବର୍ଷ ସାଧାରଣ ନିର୍ବାଚନକୁ ନେଇ ଭାରତୀୟ ନିର୍ବାଚନ କମିଶନ୍ ତରଫରୁ ଆସିଛି ଏକ ବଡ଼ ସୂଚନା । ଆସନ୍ତା ଏପ୍ରିଲ ମାସରେ ନିର୍ବାଚନ ହେବା ନେଇ ଇସି ସମ୍ଭାବନା ଜାରି କରିଛନ୍ତି । ଏପ୍ରିଲ ୧୬ ତାରିଖକୁ…

ଏହି ବର୍ଷ ମଧ୍ୟରେ ଆପଣଙ୍କୁ ମିଳିବ ସରକାରୀ ଚାକିରୀ: ମନେ ରଖନ୍ତୁ ଏହି ୫ଟି ଟିପ୍ସ, ମିଳିବ ସଫଳତା

ନୂଆଦିଲ୍ଲୀ: ସଂଘ ଲୋକ ସେବା ଆୟୋଗ ପ୍ରତିବର୍ଷ ବିଭିନ୍ନ ପ୍ରତିଯୋଗୀ ପରୀକ୍ଷା ଆୟୋଜିତ କରାଉଛି । ଚଳିତର୍ବେ ହେବାକୁ ଥିବା ୟୁପିଏସସି ପରୀକ୍ଷାରେ ସାମିଲ ହେବାକୁ ଥିବା ପ୍ରାର୍ଥି ନିଜ ପାଇଁ ପ୍ରସ୍ତୁତି ଆରମ୍ଭ…

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ: ଆଜି ଅପରାହ୍ଣରେ ପୁରୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ…