fbpx
Browsing Category

ଖବର

ତୁଳସୀ ପତ୍ର ଆମ ଶରୀର ପାଇଁ ଔଷଧ: ଥଣ୍ଡା, କାଶ ସହ କର୍କଟ ଭଳି ମାରାତ୍ମକ ରୋଗରୁ ରକ୍ଷା କରେ

ଓଡ଼ିଶା ଭାସ୍କର: ତୁଳସୀପତ୍ର ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଏହା ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ । ନିୟମିତ ତୁଳସୀପତ୍ର ସେବନ କରିବା ଦ୍ୱାରା ଶାରିରୀକ ଓ ମାନସିକ ଭାବେ ସୁସ୍ଥତା ମିଳିଥାଏ । ଅନେକ ସଂକ୍ରମଣ…

(Video) ବାଂଲାଦେଶ ବିକ୍ଷୋଭରେ ସାମିଲ ହେଲେ ବିରାଟ: ଖୁବ ମସ୍ତିରେ ନାଚିଲେ କୋହଲି!

ନୂଆଦିଲ୍ଲୀ: ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ବାଂଲାଦେଶରେ ୩ ଦିନରୁ ତୀବ୍ର ବିରୋଧ ଜାରି ରହିଛି । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଶେଖ୍ ହସୀନା ଦେଶ ଛାଡ଼ି ଚାଲିଯିବା ପରେ ମଧ୍ୟ ବାଂଲାଦେଶରେ…

କ୍ରୀଡ଼ା କ୍ଷେତ୍ରରେ ଭାରତ ପାଇଁ କଳାର ଦିନ; ଅଲିମ୍ପିକ୍ ହେଉ କି କ୍ରିକେଟ୍ ସବୁଠି ହାର୍ ମାନୁଛି ଭାରତ, ଶେଷରେ ଶ୍ରୀଲଙ୍କାଠୁ ବି ହାରିଲା

ନୂଆଦିଲ୍ଲୀ: ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ରେ ଶ୍ରୀଲଙ୍କା ଭାରତକୁ ୧୧୦ ରନ୍ ରେ ପରାସ୍ତ କରିଛି। ଏହି ବିଜୟ ସହ ଶ୍ରୀଲଙ୍କା ସିରିଜ୍ କୁ ୨-୦ରେ ଦଖଲ କରିନେଇଛି। ଦ୍ବିତୀୟ ମ୍ୟାଚ୍ ରେ ଶ୍ରୀଲଙ୍କା…

ସୌରଶକ୍ତି ଉତ୍ପାଦନରେ ଓଡ଼ିଶା ହେବ ନମ୍ବର ୧: ପୂର୍ବତଟ ରେଳ ବିଭାଗ ନେବ ଏହି ଦାୟିତ୍ୱ

ଭୁବନେଶ୍ୱର: ଓଡିଶାରେ ହେବ ସୌରଶକ୍ତି ଉତ୍ପାଦନ କେନ୍ଦ୍ରର ସ୍ଥାପନ । ଏହାକୁ ଆରମ୍ଭ କରିବ ପୂର୍ବତଟ ରେଳପଥ ବିଭାଗ । ୨୧୮୨୬ kwp କ୍ଷମତା ସୌର ଶକ୍ତି ସଂସ୍ଥାପନ କରିବାକୁ ଯୋଜନା ରଖିଛି ପୂର୍ବତଟ ରେଳପଥ ବିଭାଗ । ଏହି…

Video; ୩ବର୍ଷ ଧରି ଝିଅକୁ ଟିଟିକାରି ମାରୁଥିଲେ ପଡ଼ୋଶୀ; ଢୋଲ ବାଡ଼େଇ କହିଲେ ମହିଳା- ‘ମୋ ଝିଅ ଫାର୍ଷ୍ଟ ହେଇଛି…’

ଓଡ଼ିଶା ଭାସ୍କର: ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ, ହେଲେ ଏମିତି କିଛି ଭିଡିଓ ଥାଏ ଯାହାକୁ ଲୋକ ମାନେ ଅଧିକ ପସନ୍ଦ କରନ୍ତି । ଆଉ ଅଧିକ ଦିନ ଧରି ଲୋକ ମାନେ ବାରମ୍ୱାର ଦେଖିଥାନ୍ତି । ସେମିତି ଏକ ଭିଡିଓ…

Oh My God… କିଛି ବର୍ଷରେ ୧୦୦ କୋଟି ଯୁବବର୍ଗ ହୋଇଯିବେ ବଧିର! କ’ଣ କହୁଛି WHO ରିପୋର୍ଟ

ଓଡ଼ିଶା ଭାସ୍କର: ଆଜିକାଲିର ଯୁବଗୋଷ୍ଠୀ ଅଧିକାଂଶ ସମୟରେ କାନରେ ଇୟରବଡ୍, ହେଡ୍ ଫୋନ୍ କିମ୍ବା ଇୟରଫୋନ୍ ଇତ୍ୟାଦି ଲଗାଇ ବୁଲୁଥାନ୍ତି । ଯାହାଫଳରେ ସେମାନଙ୍କୁ ତାଙ୍କ ଚାରିପାଖରେ ଘଟୁଥିବା ବିଭିନ୍ନ ଘଟଣା ବିଷୟରେ ମଧ୍ୟ…

ବାଂଲାଦେଶରେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତି ଉପରେ କ’ଣ କହିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ସେମାନେ ବାଂଲାଦେଶର ଲୋକଙ୍କ ସହ ଠିଆ ହୋଇଛନ୍ତି । ଏଥିସହିତ ବାଂଲାଦେଶରେ ସ୍ଥିତି ଖୁବ୍ ଶୀଘ୍ର ସ୍ୱାଭାବିକ ହେବ ବୋଲି ପାକିସ୍ତାନ ମଧ୍ୟ ଆଶା ପ୍ରକଟ କରିଛି ।…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା… ୫୦୦ ଟଙ୍କାରେ LPG ସିଲିଣ୍ଡର ପାଇବେ ଗ୍ରାହକ: କାହାକୁ ମିଳିବ ସୁବିଧା?

ନୂଆଦିଲ୍ଲୀ: ଦିନକୁ ଦିନ ମହଙ୍ଗା ମାଡ଼ ସାଧାରଣ ଜନତାଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅତ୍ୟାବଶ୍ୟକ ସାମଗ୍ରୀରେ ଦରଦାମ୍ ବୃଦ୍ଧି ଖାଉଟିଙ୍କ ପାଇଁ ଅଡ଼ୁଆ ସାଜିଛି । ତେବେ ଏହାଭିତରେ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍…

‘ଖାଇବା-ପିଇବା ସବୁ ବନ୍ଦ…’ ବାଂଲାଦେଶ ହିଂସାରେ ହିନ୍ଦୁ ମହିଳାଙ୍କ କରୁଣ କାହାଣୀ

ନୂଆଦିଲ୍ଲୀ: ମୁଁ କିମ୍ବା ଘରେ କେହି ବି ଗୋଟିଏ ସପ୍ତାହରୁ ବାହାରକୁ ବାହାରିନାହୁଁ । ଘରେ ଖାଦ୍ୟସାମଗ୍ରୀ ମଧ୍ୟ ଶେଷ ହୋଇ ସାରିଲାଣି । ତେଣୁ ଲୁଣ ସହ ଚାଉଳ ସିଝାଇ ଖାଇବାକୁ ପଡ଼ୁଛି, ନଚେତ୍ ରାତିରେ ଭେ।।କ ଲାଗିବାର ଭୟ…

ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ପାକିସ୍ତାନୀ ଯୁବକ ଗିରଫ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ କିଛି ରାଜନେତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଇରାନ ସହ ସମ୍ପର୍କ ରଖିଥିବା ଜଣେ ପାକିସ୍ତାନୀ ନାଗରିକଙ୍କ ବିରୋଧରେ ମାମଲା ରୁଜୁ…