Browsing Category
ଖବର
Team India ଗୋଟିଏ ଦିନରେ ଖେଳିବ ଦୁଇଟି ମ୍ୟାଚ: ଭାଗ ହୋଇଯିବ ଭାରତୀୟ ଦଳ
ନୂଆଦିଲ୍ଲୀ: ଅକ୍ଟୋବର ୩ ଅର୍ଥାତ୍ ଆସନ୍ତାକାଲି ଭାରତୀୟ କ୍ରିକେଟ ଫ୍ୟାନ୍ସମାନଙ୍କ ପାଇଁ ଏକ ବଡ଼ ଦିନ ବୋଲି କୁହାଯାଇପାରେ । କାରଣ ଏହି ଗୋଟିଏ ଦିନରେ ଭାରତ ଦୁଇଟି ମ୍ୟାଚ ଖେଳିବାକୁ ଯାଉଛି । ଆସନ୍ତାକାଲି ଗୋଟିଏ ମ୍ୟାଚ…
୪୮ ଘଣ୍ଟା ଭିତରେ ଏକ ବିରାଟ ଭୂକମ୍ପର ସାମନା କରିବ ଦେଶ! ତୁର୍କୀ ଭଳି ହେବି ପରିସ୍ଥିତି?
ନୂଆଦିଲ୍ଲୀ: ଆଗାମୀ ୪୮ ଘଣ୍ଟ ଭିତରେ ଏକ ବଡ଼ ଭୂକମ୍ପ ହେବା ନେଇ ଅନୁମାନ କରାଯାଉଛି । ଭୂକମ୍ପକୁ ନେଇ ଭବିଷ୍ୟବାଣୀ କରୁଥିବା ନେଦରଲାଣ୍ଡର ସୋଲାର ସିଷ୍ଟମ ଜିଓମେଟ୍ରି ସର୍ଭେ(SSGIOS) ଏ ନେଇ ଏକ ସୂଚନା ଦେଇଛି ।…
ଷ୍ଟିପଲଚେଜରେ ଆଉ ୨ ପଦକ ହାତେଇଲା ଭାରତ: ରୌପ୍ୟ ଓ ବ୍ରୋଞ୍ଜ ଉପରେ କବଜା କଲେ ମହିଳା ଦଳ
ନୂଆଦିଲ୍ଲୀ: ଏସିଆନ୍ ଗେମ୍ସରେ ଭାରତୀୟ ଦଳର ଦବଦବା ଜାରି ରହିଛି । ବିଶେଷ କରି ଷ୍ଟିପଲଜେଚରେ ୩ଟି ଯାକ ପଦକ ଜିତି ଇତିହାସ ରଚିଛି ଟିମ ଇଣ୍ଡିଆ । ଗତକାଲି ଏହି କାଟାଗୋରୀର ପୁରୁଷ ଦଳ ସ୍ୱର୍ଣ୍ଣ ପଦକ ନିଜ ନାମରେ…
‘କାରପୁଲିଂ ଉପରେ ଲାଗିବନି ପ୍ରତିବନ୍ଧକ, କିନ୍ତୁ ଚଲାଇବା ପାଇଁ ନେବାକୁ ପଡ଼ିବ ଅନୁମତି’: ପରିବହନ ମନ୍ତ୍ରୀ
ବେଙ୍ଗାଳୁରୁ: 'କାର୍ ପୁଲିଂ' କୁ ନେଇ ରାଜ୍ୟରେ ଉପୁଜିଥିବା ବିବାଦ ଉପରେ ବୟାନ ଦେଇଛନ୍ତି କର୍ଣ୍ଣାଟକ ପରିବହନ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ। ଏସବୁ ଆପରେ ପ୍ରତିବନ୍ଧକ ଲଗାଇବା ନେଇ ସେ ଗଣମାଧ୍ୟମରେ ସ୍ପଷ୍ଟୀକରଣ…
ବିହାରରେ ଜାରି ହେଲା ଜାତିଗତ ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରୁ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟରେ ଜାତିଗତ ସର୍ଭେର ରିପୋର୍ଟ ଏବେ ଜାରି କରାଯାଇଛି । ବିହାରର ମୁଖ୍ୟ ସଚିବ ଏକ ପ୍ରେସ କନଫରେନ୍ସ ଜରିଆରେ ଏହି ରିପୋର୍ଟ…
ମଇଁଷି ଗିଳିଦେଲା ମାଲିକାଣୀର ମଙ୍ଗଳସୂତ୍ର, ଅଢେଇ ଘଣ୍ଟାର ଅପରେସନ ପରେ ଡାକ୍ତର ବାହାର କରିବାକୁ ହେଲେ ସକ୍ଷମ
ୱାସିମ୍: ମହାରାଷ୍ଟ୍ର ୱାସିମ୍ ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ମଇଁଷି ଦେଢ ଲକ୍ଷ ଟଙ୍କା ମୂଲ୍ୟର ମଙ୍ଗଳସୂତ୍ରକୁ ଗିଳି ଦେଇଛି । ଡାକ୍ତର ଅପରେସନ କରି ମଇଁଷି ପେଟରୁ ମଙ୍ଗଳସୂତ୍ର କାଢିଛନ୍ତି…
ମଙ୍ଗଳ ଗ୍ରହରେ ଚାଲିଛି ‘ସଇତାନ’ର ରାଜ୍! ନାସା ବୈଜ୍ଞାନିକଙ୍କ ସାମ୍ନାକୁ ଆସିଗଲା ଭୟାନକ ଦୃଶ୍ୟ
ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ପହଞ୍ଚି ଏଣେତେଣେ ଘୁରି ବୁଲୁଛି ନାସାର ପର୍ସିଭେରେନ୍ସ ରୋଭର । ମଙ୍ଗଳ ଗ୍ରହର ଟିକିନିକି ଖବର ଦେବା ପାଇଁ ଏବେ ଚେଷ୍ଟା ଜାରି ରଖିଛି ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା । ମଙ୍ଗଳପୃଷ୍ଠରେ…
ଓଡ଼ିଶାର ଚାଉଳକୁ ଜାତିସଂଘର ପ୍ରଶଂସା: ଭିଟାମିନଯୁକ୍ତ ଚାଉଳ ପ୍ରସ୍ତୁତିର ଟେକନିକ ଆପଣାଇବ ନାଇଜେରିଆ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରସ୍ତୁତ ହେଉଥିବା ଭିଟାମିନଯୁକ୍ତ ପୁଷ୍ଟିବର୍ଦ୍ଧକ ଚାଉଳ (ଫର୍ଟିଫାଏଡ୍ ରାଇସ)ର ଗ୍ରହଣୀୟତା ବିଦେଶରେ ବଢ଼ିବାରେ ଲାଗିଛି । ସେଥିପାଇଁ ନାଇଜେରିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି…
Project Udbhav; ବେଦ-ପୁରାଣ ପାଠ କରିବେ ଭାରତୀୟ ଯବାନ: ପ୍ରାଚୀନ ପଦ୍ଧତିକୁ ଶକ୍ତି କରି ଶତ୍ରୁକୁ ମାତ୍ ଦେବ Indian Army
ନୂଆଦିଲ୍ଲୀ: ପୁଣିଥରେ ପୁରୁଣା ଜ୍ଞାନ ପୁନରୁଦ୍ଧାର ସମୟକୁ ଫେରି ଆସୁଛି ଭାରତ । ନିଜ ଭବିଷ୍ୟତକୁ ସୁଧାରିବା ପାଇଁ ଭାରତ ଏବେ ଅତୀତର ପୃଷ୍ଠା ଓଲଟାଉଛି । ସମସ୍ତ ବିଭାଗରେ ଶକ୍ତିର ପୁନରୁଦ୍ଧାର ପାଇଁ ଇତିହାସକୁ ଅସ୍ତ୍ର…
ଭାରତୀୟ ବ୍ୟାଡମିଣ୍ଟନ ରଚିଲା ବିରାଟ ଇତିହାସ: ପ୍ରଥମ ଥର ‘ସିଲଭର ମେଡାଲ’ କଲା ନିଜର
ନୂଆଦିଲ୍ଲୀ: ଚଳିତବର୍ଷ ଏସିଆନ୍ ଗେମ୍ସରେ ଭାରତର ଦବଦବା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ୧୩ଟି ସ୍ୱର୍ଣ୍ଣ ସହିତ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ହାସଲ କରିଛି । ତେବେ ଏହା ଭିତରେ ଭାରତୀୟ ବ୍ୟାଡମିଣ୍ଟନ ରଚିଛି…