Browsing Category

ଖବର

YouTube ଡାଏଟ୍ ସାଜିଲା କାଳ, ୩ ମାସ ଧରି ଜୁସ୍ ପିଇ ଚାଲିଗଲା ନାବାଳକ ଜୀବନ

ଚେନ୍ନାଇ: YouTube ଡାଏଟ୍ ସାଜିଲା କାଳ। ଫଳ ରସ ନେଇଗଲା ନାବାଳକ ଜୀବନ। ୟୁଟ୍ୟୁବ ଦେଖି ଜଣେ ୧୭ ବର୍ଷୀୟ ବାଳକ ଡାଏଟିଙ୍ଗ କରୁଥିଲେ। ଆଉ ପ୍ରତ୍ୟେକ ଦିନ ଫଳରସ ପିଇ ରହୁଥିଲେ। କିନ୍ତୁ ଏହି ଡାଇଟ୍ ତାଙ୍କ ଜୀବନ ନେଇଯିବ…

ଟଳିଲା ବଡ଼ ବିମାନ ଦୁର୍ଘଟଣା, ପୁଣି ଏୟାର ଇଣ୍ଡିଆ ବିମାନ ସହ ଘଟିବାକୁ ଯାଉଥିଲା ଭୟଙ୍କର ଘଟଣା !

ଜୟପୁର:  ପୁଣି ଘଟିଥାନ୍ତା ଏକ ବଡ଼ ବିମାନ ଦୁର୍ଘଟଣା। ଅଳ୍ପକେ ବଞ୍ଚିଗଲା ଏୟାର ଇଣ୍ଡିଆର ବିମାନ। ଏୟାର ଇଣ୍ଡିଆର ବିମାନଟି ଜୟପୁରରୁ ଉଡ଼ାଣ ଭରିବା ଆରମ୍ଭ କରିବା ମାତ୍ରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଥିବା…

ନାବାଳିକାକୁ ପ୍ରଥମେ ବଳାତ୍କାର, ଗର୍ଭବତୀ ହେବା ପରେ ଜୀଅନ୍ତା ପୋତିବାକୁ ଉଦ୍ୟମ

ଜଗତସିଂହପୁର: ମାସେ ପର୍ଯ୍ୟନ୍ତ କଲେ ନାବାଳିକାଙ୍କୁ ବଳତ୍କାର। ନାବାଳିକା ଗର୍ଭବତୀ ହେବା ପରେ ଜୀବନ୍ତ ପୋତି ଦେବାକୁ ଉଦ୍ୟମ କରୁଥିଲେ ଅପରାଧୀ। ଜଗତସିଂହପୁର ଜିଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛି। କୁଜଙ୍ଗ ଥାନାରେ…

ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ପାଇଁ ହେଲା ଏମିତି କମାଲ, ୯୨ ବର୍ଷ ଭିତରେ କେବେ ହୋଇନଥିଲା

ନୂଆଦିଲ୍ଲୀ: ଟେଷ୍ଟ ଟିମରେ ଇଣ୍ଡିଆର ଅଧିନାୟକ ହେବାରେ ଶୁଭମନ ଗିଲଙ୍କର ମାତ୍ର ଅଳ୍ପ କିଛି ଦିନ ହେଇଛି।  କିନ୍ତୁ ଏହି ସମୟ ମଧ୍ୟରେ ଏପରି ଅନେକ ଜିନିଷ ଦେଖାଯାଉଛି ଯାହା ପୂର୍ବରୁ କେବେ ହୋଇନଥିଲା। ଅଧିନାୟକ ଭାବରେ…

ଓଡ଼ିଶା ମେଟ୍ରୋକୁ ନେଇ ଅନିଶ୍ଚିତତା, କେନ୍ଦ୍ରକୁ ଯାଇନି ପ୍ରସ୍ତାବ

ଭୁବନେଶ୍ବର: ଓଡ଼ିଶାର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖାଦେଇଥିବା ବେଳେ ଆଜି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଓଡ଼ିଶା ମେଟ୍ରୋ ପାଇଁ କେନ୍ଦ୍ରକୁ ଯାଇନି ପ୍ରସ୍ତାବ । ଓଡ଼ିଶା ମେଟ୍ରୋ ପ୍ରକଳ୍ପକୁ…

୨୮ ଜୁଲାଇରେ ସାମ୍ନା ସାମ୍ନି ହେବେ ଶନି ଏବଂ ମଙ୍ଗଳ; ଏହି 3 ରାଶି ଉପରେ ଛାଇଯିବ ଅନ୍ଧାର, ବିଗିଡ଼ିପାରେ ଆର୍ଥିକ ସ୍ଥିତି

ଓଡ଼ିଶା ଭାସ୍କର: ୨୮ ଜୁଲାଇ ରାତିରେ ମଙ୍ଗଳ କନ୍ୟା ରାଶିରେ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳକୁ ନିଷ୍ଠୁର ଗ୍ରହ ବର୍ଗରେ ରଖାଯାଇଛି। ଯଦି କୁଣ୍ଡଳୀରେ ସେମାନଙ୍କର ସ୍ଥିତି ଭଲ ନାହିଁ, ତେବେ ଜଣେ…

BCCI ର ବଡ଼ ଘୋଷଣା: ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଭାରତୀୟ ଟିମରୁ ବାହାରିଲେ ଏହି ଦୁଇ ଖେଳାଳି

ନୂଆଦିଲ୍ଲୀ: ଟିମରେ ବଡ଼ ଧରଣର ଅଦଳ ବଦଳ କଲା BCCI । କଲା ବଡ଼ ଘୋଷଣା । ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଭାରତୀୟ ଟିମରୁ ବାହାରି ଦୁଇ ଖେଳାଳି । ଭାରତ ମହିଳା 'ଏ' ଦଳର ଆଗାମୀ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ପଡ଼ିଛନ୍ତି ଷ୍ଟାର…

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା, ଫେକ୍‌ ଜବ୍‌ କାର୍ଡ ଧରିବାକୁ ଆରମ୍ଭ ହେବ e-KYC

ଭୁବନେଶ୍ବର: ନକଲି ଜବ କାର୍ଡ ହାତେଇବାରେ ଓଡ଼ିଶା ଦ୍ବିତୀୟ  ସ୍ଥାନରେ ରହିଛି । ଏହାରି ଭିତରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଆଜି ଏକ ବଡ଼ ସୂଚନା ଦେଇଛନ୍ତି । ଫେକ୍‌ କାର୍ଡଧାରୀଙ୍କୁ ଧରିବାକୁ ଆରମ୍ଭ ହେବ…

ଡିଜିଟାଲ୍ ଆରେଷ୍ଟ କରି ଦୁଇ ମହିଳାଙ୍କୁ 9 ଘଣ୍ଟା ନିର୍ଯାତନା; କହିଲେ ଡ୍ରେସ ଖୋଲି ଚିହ୍ନ ଦେଖାଅ, ତାପରେ…

ବେଙ୍ଗାଲୁରୁ: ସବୁ ସୀମା ପାର କଲେ ସାଇବର ଅପରାଧୀ । ଡିଜିଟାଲ ଆରେଷ୍ଟ ମାଧ୍ୟମରେ ଝିଅମାନଙ୍କୁ ନିବସ୍ତ୍ର କରି ଭିଡିଓ କଲେ । ପରେ ସେମାନଙ୍କଠାରୁ 58 ହଜାର ଟଙ୍କା ଆଦାୟ କଲେ । କର୍ଣ୍ଣାଟକର ବାଙ୍ଗାଲୁରୁରୁ ଏଭଳି ଏକ…

ସରକାରଙ୍କ ବଡ଼ କାର୍ଯ୍ଯାନୁଷ୍ଠାନ; ବ୍ୟାନ୍ ହେଲା ALTT, ULLU ଆପ୍ ସମେତ ୨୫ OTT ପ୍ଲାଟଫର୍ମ, ଅଶ୍ଳୀଳ କଣ୍ଟେଣ୍ଟର ଖୋଲିଥିଲେ ପସରା

ନୂଆଦିଲ୍ଲୀ: OTT ପ୍ଲାଟଫର୍ମରେ ଅଶ୍ଲୀଳତା ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ବ୍ୟାନ୍ ହେଲା ୨୫ ଟି OTT ପ୍ଲାଟଫର୍ମ । କେନ୍ଦ୍ର ସରକାର ALTT, ULLY, Desiflix, BigShots ଭଳି 25 OTT ଆପ୍ ବ୍ୟାନ୍ କରିଛନ୍ତି ।…