Browsing Category
ଖବର
ଭୟଙ୍କର ସିଲିଣ୍ଡର ବ୍ଲାଷ୍ଟ; ଜଳିଗଲା ୧୦ ବଖରା ଘର, ଉଦ୍ଧାର କାର୍ଯ୍ୟ ଜାରି
ଖଲ୍ଲିକୋଟ: ସକାଳୁ ସକାଳୁ ଖଲ୍ଲିକୋଟ ଅଞ୍ଚଳରେ ଘଟିଯାଇଛି ଏକ ଭୟଙ୍କର ଘଟଣା । ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ଏକ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ୧୦ ବଖରା ଘର ଜଳିଯାଇଥିବା ସୂଚନା…
କେଉଁମାନେ ଭବିଷ୍ୟତରେ ହୁଅନ୍ତି କୋଟିପତି? ଏହି ୪ ରାଶି ହୋଇଥାନ୍ତି କୁବେରଙ୍କର ଅତି ପ୍ରିୟ
ଓଡ଼ିଶା ଭାସ୍କର: କୁବେର ଦେବ ହେଉଛନ୍ତି ଧନର ଦେବତା । ଦୀପାବଳିରେ ମା ଲକ୍ଷ୍ମୀଙ୍କ ସହ ପ୍ରଭୁ ଗଣେଶ ଏବଂ କୁବେର ଦେବଙ୍କପୂଜା କରାଯାଏ । ଏହାଦ୍ୱାରା କୁବେର ଦେବଙ୍କ ଆଶିଷ ମଧ୍ୟ ମିଳିପାରିବ । କୁବେର ଦେବଙ୍କ କୃପାରେ…
(Video) ତୁମେ ହିଁ ପ୍ରକୃତ ଯୋଦ୍ଧା: ବାତ୍ୟା ପରେ ରାସ୍ତାରୁ ଗଛ କାଟି ସଫା କରୁଥିଲେ, କଟିଗଲା ଦମକଳ କର୍ମଚାରୀଙ୍କ ହାତ, ତଥାପି ହାରିଲେ ନାହିଁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଦାନା’ ଚାଲିଯାଇଛି ସିନା ତା’ ଦ୍ୱାରା ପ୍ରଭାବିତ ଲୋକଙ୍କର ଦୁଃଖ ସରିନାହିଁ । ଭୀଷଣ ବର୍ଷା ଓ ଦ୍ରୁତ ଗତିର ପବନରେ ରାଜ୍ୟର ଅନେକ ଚାଷୀଙ୍କର ଫସଲ ନଷ୍ଟ ହୋଇଯାଇଛି । ଏବେ ବି ହଜାର…
IPL Retaintion; ନିଜ ଦଳ ଛାଡ଼ିବେ ୩ ଜଣ ଅଧିନାୟକ! Mega Auction ପୂର୍ବରୁ ନିଆଯିବ ବଡ଼ ନିଷ୍ପତ୍ତି
ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୫ ପାଇଁ ଖୁବଶୀଘ୍ର ମେଗା ଅକ୍ସନ ହେବାକୁ ଯାଉଛି । ଏହା ପୂର୍ବରୁ ପ୍ରତ୍ୟେକ ଦଳକୁ ନିଜ ନିଜ ରିଟେନସନ ଲିଷ୍ଟ ଜାରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଟୋବର ୩୧ ସୁଦ୍ଧା ସମସ୍ତ ଦଳ…
ଜଙ୍ଗଲ ଭିତରୁ ବସ୍ତା ବସ୍ତା ଗଞ୍ଜେଇ ଜବତ, ବାହାରକୁ ଚୋରାଚାଲାଣ ହେଉଥିବା ସନ୍ଦେହ
ବୈପାରିଗୁଡ଼ା: ଦିନକୁ ଦିନ ଗଞ୍ଜେଇ ଚୋରାଚାଲାଣକାରୀଙ୍କ ରାଜୁତି ବୃଦ୍ଧି ପାଉଥିବାବେଳେ ବୈପାରିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ଘଞ୍ଚ ଜଙ୍ଗଲ ଭିତରୁ ବସ୍ତା ବସ୍ତା ଗଞ୍ଜେଇ ଜବତ କରିଛି ପୋଲିସ । ତେବେ ଉକ୍ତ…
ଘର ଭଡ଼ା ଦେଉଥିଲେ ସାବଧାନ ! ମାଲିକାନା ଦାବି କରିପାରନ୍ତି ଭଡ଼ାଟିଆ, ଜାଣନ୍ତୁ ଘର ମାଲିକ କିପରି ରଖିବେ ନିଜକୁ ସୁରକ୍ଷିତ
ଓଡ଼ିଶା ଭାସ୍କର: ଆଜିକାଲି ଘର ଭଡ଼ା ରୋଜଗାରର ଏକ ବିକଳ୍ପ ପନ୍ଥା ପାଲଟିଯାଇଛି । ଏହା ଅଧିକାଂଶ ଲୋକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରିଥାଏ । ବିଶେଷ କରି ବଡ଼ ବଡ଼ ସହର କିମ୍ବା ଦିଲ୍ଲୀ, ମୁମ୍ବାଇ ଭଳି ମେଟ୍ରୋ ସହର…
(Video) ‘ଦୟା’କୁ କାହିଁକି ଗୁଳି ମାରିଲେ ଅଭିଜିତ? CIDର ପ୍ରୋମୋକୁ ନେଇ ବଢୁଛି Suspense
ଓଡ଼ିଶା ଭାସ୍କର: ୬ ବର୍ଷ ପରେ ପୁଣିଥରେ ଛୋଟ ପରଦାକୁ ଫେରୁଛି ବହୁ ଚର୍ଚ୍ଚିତ ଟିଭି ସିରିଜ ସିଆଇଡି । ଏହାର ପ୍ରଥମ ପ୍ରୋମୋ ରିଲିଜ ହୋଇସାରିଛି । ପ୍ରଥମ ପ୍ରୋମୋକୁ ଦେଖି ଫ୍ୟାନ୍ସମାନଙ୍କ ସସପେନ୍ସ ଆହୁରି ବଢିଯାଇଛି ।…
ନୂଆ Captain ପାଇଲା ପାକ୍ କ୍ରିକେଟ ଟିମ୍: ବାବରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିଲା ନେତୃତ୍ୱ
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ବାବର ଆଜମଙ୍କୁ ଦଳର ଅଧିନାୟକ ପଦରୁ ବାଦ୍ ଦେବା ପରେ ନୂଆ ଅଧିନାୟକ ବାଛିଛି ପାକିସ୍ତାନ କ୍ରିକେଟ ବୋର୍ଡ । ଏହାସହିତ ଦଳ ପାଇଁ ନୂଆ…
(Video) ଡ୍ୟୁଟିରେ ଥାନାରେ ବାବୁ ପିନ୍ଧିଥିଲେ ଲୁଙ୍ଗି, ମହିଳା ଅଭିଯୋଗ କରିବାକୁ ଆସିବାରୁ …
ଭୋପାଲ: ମଧ୍ୟପ୍ରଦେଶର ଏକ ଥାନାରେ ଡ୍ୟୁଟି ସମୟରେ ଏସଆଇ ଲୁଙ୍ଗି ପିନ୍ଧିବାକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଲୁଙ୍ଗି ପିନ୍ଧି ଜଣେ ମହିଳା ଅଭିଯୋଗକାରିଣୀଙ୍କ ଅଭିଯୋଗ ନ ନେଇ ତାଙ୍କୁ ଗାଳି ମନ୍ଦ ଦେଇ…
ICUରେ ଭର୍ତ୍ତି ହେଲେ ବିଶିଷ୍ଟ ଲୋକ ଗାୟିକା, ତାଙ୍କ ସ୍ୱାସ୍ଥ୍ୟବସ୍ଥା ଚିନ୍ତାଜନକ ବୋଲି କହିଲେ ଡାକ୍ତର
ନୂଆଦିଲ୍ଲୀ: ବିହାରର ବିଶିଷ୍ଟ ଲୋକ ଗାୟିକା ଶାରଦା ସିହ୍ନାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ପଦ୍ମ ଭୂଷଣରେ ସମ୍ମାନିତ ୭୨ ବର୍ଷୀୟା ଗାୟିକା ବର୍ତ୍ତମାନ…