Browsing Category

ଖବର

ତାଳଚେରରୁ ପାରାଦୀପ ଏବଂ ଧାମରା ଷ୍ଟ୍ରେଚ୍ ପାଇଁ ଜାତୀୟ ଜଳମାର୍ଗ-୫ କାର୍ଯ୍ୟ ଆଗକୁ ବଢିବ: ଉଷା ପାଢ଼ୀ

ଭୁବନେଶ୍ୱର: ଜାତୀୟ ଜଳମାର୍ଗ-୫ର ତାଲଚରରୁ ପାରାଦୀପ ଏବଂ ଧାମରା ଷ୍ଟ୍ରେଚ୍ ଆଗକୁ ବଢ଼ିବାକୁ ଯାଉଛି ଏବଂ ଖୁବ୍ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ…

(Video) ‘ହେ ନବୀନ ବାବୁ, ଆମେ ତୁମ Fan…’ ଶ୍ରୀମୟୀ ଦେଲେ Surprise, ହସିଲେ ନବୀନ, ଦେଲେ ଆଶୀର୍ବାଦ

ଓଡ଼ିଶା ଭାସ୍କର: ଦୀର୍ଘ ୨୪ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାର ଚେହେରା ହୋଇ ରହିଥିଲେ ନବୀନ ପଟ୍ଟନାୟକ । କିନ୍ତୁ ଆଜି ଓଡ଼ିଶା ରାଜନୀତିରେ ସେ ଅତୀତର ମୁଖ୍ୟମନ୍ତ୍ରୀ ପାଲଟି ଯାଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଦଳ ପରାସ୍ତ…

କଲେଜ ପରିସରରେ ଦୁଷ୍କର୍ମ ଅଭିଯୋଗ, ଛାତ୍ର ସଂଗଠନ ଅଶାନ୍ତ, ୬୦୦ରୁ ଅଧିକ ଗିରଫ

ଇସଲାମାବାଦ: ଜଳୁଛି ପଞ୍ଜାବ । ଦୁଷ୍କର୍ମ ଘଟଣାକୁ ନେଇ ଅଶାନ୍ତ ପାକିସ୍ତାନର ପଞ୍ଜାବ । ସ୍ଥିତି ଅସମ୍ଭାଳ ହେବା ପରେ ରାଜ୍ୟର ପ୍ରଧାନ ମରିୟମ ନବାଜ ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି . ୬୦୦ରୁ ଅଧିକ ଛାତ୍ରଙ୍କୁ…

ଏଣିକି ୧.୭ କୋଟି କ୍ଷତିପୂରଣ… ବିମାନ ଦୁର୍ଘଟଣା ପାଇଁ ବଢିଲା ରାଶି: ବଦଳିଲା ଏହି ଫ୍ଲାଇଟ ନିୟମ

ନୂଆଦିଲ୍ଲୀ: ବିମାନ ଦୁର୍ଘଟଣା ମାମଲା ଏବେ ବୃଦ୍ଧି ପାଉଛି । ଅନ୍ତରାଷ୍ଟ୍ରୀୟ ଉଡ଼ାଣ ସମୟରେ ଯାତ୍ରୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବଡ଼ ଘୋଷଣା ହୋଇଯାଇଛି । ଏୟାରଲାଇନ୍ସ କମ୍ପାନୀ ଦ୍ୱାରା ଦିଆ ଯାଉଥିବା…

(Video) ଦାମୀ ସ୍କୁଲକୁ ପିଲାଙ୍କୁ ପଠାଉଛନ୍ତି କି, ଏଥିପ୍ରତି ଥାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଆମେ ଅନେକ ଥର ଦେଖିଥିବା, ରାସ୍ତା ଉପରେ, ପୁରୁଷ ବା ବାଳକଙ୍କ ଭିତରେ ମାଡଗୋଳ, ଧସ୍ତାଧସ୍ତି ପରି ଦୃଶ୍ୟ । ହେଲେ ସ୍କୁଲର ଛାତ୍ରୀ ଏମିତି ବିଚ ରାସ୍ତାରେ ଗଡାତଡା,ଚୁଟି ଟଣା ଓଟରା କରିବା କେବେ ଦେଖିଛନ୍ତି…

ଭାରତରେ ଏବେ ବି ମରୁଛି ଗରିବ! ଆଙ୍ଗୁଠି ଉଠାଉଛି ଦେଶର ଦାରଦ୍ର୍ୟତା, କ’ଣ କହୁଛି ରିପୋର୍ଟ?

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ଏକ ବିଶାଶୀଳ ରାଷ୍ଟ୍ର ଭାଭବରେ ପରିଚୟ ପାଇଛି । ସାମରିକ କ୍ଷେତ୍ରରୁ ଜ୍ଞାନକୌଶଳ ଇତ୍ୟାଦି ବିଭାଗରେ ନିଜକୁ ଶକ୍ତିଶାଳୀ ଭାବରେ ପ୍ରତିଷ୍ଠା କରିବାରେ ସଫଳ ହୋଇଛି ଭାରତ । କିନ୍ତୁ ଏବେ ବି…

ବିଜ୍ଞାନର ସଫଳତା, ଏଣିକି ମଣିଷ ବୃଦ୍ଧକାଳୀନ ରୋଗରୁ ହେବ ମୁକ୍ତ

ନୂଆଦିଲ୍ଲୀ: ବାର୍ଦ୍ଧକ୍ୟଜନିତ ରୋଗ ଜୀବନର ଶେଷ ସମୟକୁ ଦୁରୁହ କରିଦିଏ । ଏହି ରୋଗର କାରଣ ମୁଖ୍ୟତଃ ଏମଏଏନଫ ନାମକ ପ୍ରୋଟିନ ପାଇଁ ହୋଇଥାଏ । ତେବେ କାନାଡାରେ ରହୁଥିବା ଜଣେ ମୂଳ ଭାରତୀୟ ବୈଜ୍ଞାନିକ ତାଙ୍କ ଗବେଷଣାରୁ…

(Video) ସାମ୍ନାକୁ ଆସିଲା ଦିଲ୍ଲୀ ସିଆରପିଏଫ ସ୍କୁଲ ନିକଟରେ ଘଟିଥିବା ବିସ୍ଫୋରଣର ପ୍ରଥମ ସିସିଟିଭି ଫୁଟେଜ୍

ନୂଆଦିଲ୍ଲୀ: ଆଜି ସକାଳୁ ସକାଳୁ ଦିଲ୍ଲୀର ରୋହିଣୀ ଜିଲ୍ଲାର ପ୍ରଶାନ୍ତ ବିହାର ଅଞ୍ଚଳରେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା । ସିଆରପିଏଫ ସ୍କୁଲ ନିକଟରେ ଘଟିଥିବା ଉକ୍ତ ବିସ୍ଫୋରଣର ଶବ୍ଦରେ ଆଖପାଖରେ ଥିବା କିଛି ଯାନ…

ଧନତେରାସ ଦିନ ଭୁଲରେ କିଣନ୍ତୁ ନାହିଁ ଏହିସବୁ ଜିନିଷ: ରାଗିଯିବେ ମା’ ଲକ୍ଷ୍ମୀ-କୁବେର ଦେବ, ବଢିବ ଆର୍ଥିକ ସମସ୍ୟା

ଓଡ଼ିଶା ଭାସ୍କର: ଧନତେରାସ ପ୍ରତି ବର୍ଷ ଦୀପାବଳିର ଠିକ୍ ୨ ଦିନ ପୂର୍ବରୁ ମନାଯାଇଥାଏ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପାଳନ କରାଯାଇଥାଏ । ଧନତେରାସକୁ ଧନତ୍ରୟୋଦଶୀ ବି କୁହନ୍ତି । ଚଳିତ…

ମୁକେଶ ଅମ୍ବାନୀଙ୍କ ବଦ୍ରିନାଥ ଓ କେଦାରନାଥ ଦର୍ଶନ, ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ଆୟୋଜିତ

ନୂଆଦିଲ୍ଲୀ: ପ୍ରସିଦ୍ଧ ଶିଳ୍ପପତି ମୁକେଶ ଅମ୍ବାନୀ ରବିବାର କେଦାରନାଥ ଓ ବଦ୍ରିନାଥରେ ପହଞ୍ଚି ହରିହରଙ୍କ ଦର୍ଶନ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷ ଅଜେନ୍ଦ୍ର…