Browsing Category
ଖବର
ଧନତେରସରେ କରନ୍ତୁ ଏହିସବୁ କାର୍ଯ୍ୟ: ମିଳିଥାଏ ଚମତ୍କାରୀ ଫାଇଦା, ପୂର୍ଣ୍ଣ ହୁଏ ମନସ୍କାମନା
ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଧନତେରସକୁ ଦୀପାବଳି ପରି ମହତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ। ଦୀପାବଳିର ଠିକ ୨ ଦିନ ପୂର୍ବରୁ ଅର୍ଥାତ କାର୍ତ୍ତିକ ମାସର କୃଷ୍ଣପକ୍ଷର ତ୍ରୟୋଦଶୀ ତିଥୀକୁ ଧନେତରସ୍ ଭାବେ ପାଳନ…
ସରଫରାଜଙ୍କ ଶତକ, ଋଷଭଙ୍କ ଦମଦାର ବ୍ୟାଟିଂ… ନ୍ୟୁଜିଲାଣ୍ଡକୁ ୧୦୭ ରନର ଲକ୍ଷ୍ୟ ଦେଲା ଭାରତ
ନୂଆଦିଲ୍ଲୀ: ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ଯୁବ ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନଙ୍କ ବିସ୍ଫୋରକ ଶତକ ବଳରେ ଭାରତ ଏକ ବଡ଼ ସ୍କୋରରେ ପହଞ୍ଚିପାରିଛି । ସରଫରାଜଙ୍କ ସହ ଋଷଭ ପନ୍ତ ଏବଂ…
ବଦଳିବ ନବୀନ ବାବୁଙ୍କ ଆଉ ଏକ ଯୋଜନାର ନାମ: ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ନାଁରେ ହେବ ପରିବର୍ତ୍ତନ
ଭୁବନେଶ୍ୱର: ଓଡ଼ିଶାରେ ଚାଲିଛି ପରିବର୍ତ୍ତନର ନୂଆ ଧାରା । ବିଜେଡି ଶାସନରେ ଥିବା ଅନେକ ଯୋଜନାର ନାମ ପରିବର୍ତ୍ତନ ହେବାରେ ଲାଗିଛି । ବର୍ତ୍ତମାନ ଏହି ପୂର୍ବ ସରକାରଙ୍କର ଆଉ ଏକ ଯୋଜନାର ନାଁ ପରିବର୍ତ୍ତନ କରିବାକୁ…
ଅଷ୍ଟ୍ରେଲିଆ ବିପକ୍ଷରେ Comeback କରିବେ ଇଶାନ: ଖେଳିବେନି ରୋହିତ! ସିରିଜ ପାଇଁ ଦଳ ଘୋଷଣା
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ ଇଣ୍ଡିଆ ଦଳ ଘୋଷଣା କରିସାରିଛି । ଟିମ ଇଣ୍ଡିଆର ବିସ୍ଫୋରକ ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନଙ୍କୁ ଦଳରେ ସୁଯୋଗ ଦେଇଛି ଭାରତୀୟ ଚୟନ କମିଟି । ଦୀର୍ଘ ଦିନରୁ ଭାରତୀୟ…
ଆମିଷ ଛାଡ଼ିବାକୁ ବାଧ୍ୟ ହେଲେ ବିରାଟ କୋହଲି; ହାଡ଼ରୁ ବାହାରୁଥିଲା…
ମୁମ୍ୱାଇ: ବିରାଟ କୋହଲି ନିରାମିଷ ଖାଦ୍ୟ ଖାଇଥାନ୍ତି। ହେଲେ ଆଗରୁ ସେ ଆମିଷ ଖାଉ ଥିଲେ । ୨୦୨୦ରେ ଏକ ଲାଇଭ୍ ସେସନ୍ ସମୟରେ ଇଂଲଣ୍ଡ କ୍ରିକେଟର କେଭିନ୍ ପିଟରସନ୍ ବିରାଟ କୋହଲିଙ୍କୁ କହିଥିଲେ ଯେ ଆପଣ ନନ୍ ଭେଜ୍…
ସମଲିଙ୍ଗୀ ସମ୍ପର୍କ ପାଇଁ ପାଗଳ ହେଲା ଝିଅ; ମା’କୁ ଛୁରୀ ଭୁସି ମାରିଲା ନାବାଳିକା
ନୂଆଦିଲ୍ଲୀ: ଘଟଣାଟି ୨୦୧୨ ମସିହା ଜୁଲାଇ ମାସର। ରାତି ୧ଟାରେ ପୁଲିସର ଜରୁରୀକାଳୀନ ନମ୍ବରକୁ ଏକ କଲ୍ ଆସିଲା। ଫୋନରେ ଥିବା ସ୍ୱରଟି ଜଣେ ଝିଅର ଥିଲା, ଯିଏ କହିଛି ଯେ ରାତି ଅନ୍ଧାରରେ ସେ ପଛ କବାଟ ଦେଇ ତାଙ୍କ ଘରେ…
ଅସନ୍ତୋଷ ଝାଡୁଛନ୍ତି ବିଜେଡି ନେତା, କାହିଁକି ହାରିଲା ଦଳ? କହିଦେଲେ ପଦ୍ମନାଭ
ଓଡିଶା ଭାସ୍କର: ବିଜେଡି ପରାଜୟର ମାଟି କାମୁ଼ଡୁଥିବା ବେଳେ ଜଣ ଜଣ କରି ନେତା ଦଳ ଛାଡୁଛନ୍ତି । ଏହାରି ଭିତରେ ନେତାମାନଙ୍କର ତୁଣ୍ଡ ବୋଲ ମାନୁନଥିବା ଦେଖାଯାଉଛି । ଘର ଢିଙ୍କି କୁମ୍ଭୀର ଭଳି କିଛି ନେତା ଦଳରେ ରହି…
‘ଆମ ଓଡ଼ିଶା ନବୀନ ଓଡ଼ିଶା’ ନାଁ ବଦଳି ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’; ପଞ୍ଚାୟତିରାଜ ମନ୍ତ୍ରୀ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବଦଳିବ 'ଆମ ଓଡ଼ିଶା ନବୀନ ଓଡ଼ିଶା' ନାଁ । ବଦଳି ହେବ 'ବିକଶିତ ଗାଁ, ବିକଶିତ ଓଡ଼ିଶା' । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ସୂଚନା । '୨ ଦିନରେ ଗାଇଡ୍ଲାଇନ୍ ଆଣୁଛନ୍ତି…
ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକ; ଦେହାନ୍ତ ନେଇ ପୁଅ କଳିଙ୍ଗ କେଶରୀ ପରିଡ଼ାଙ୍କ ସୂଚନା
ଭୁବନେଶ୍ବର: (ଓଡ଼ିଶା ଭାସ୍କର) ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକ ଘଟିଛି । କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ଘଟିଛି ପରଲୋକ । ୬୫ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ…
ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନର ଖେଳ ଆରମ୍ଭ; ଶତକ କଲେ ସରଫରାଜ
ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଛି। ଅକ୍ଟୋବର ୧୬ରୁ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହାର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ପ୍ରଥମ…