Browsing Category

ଖବର

ଆଜିଠାରୁ ଜନ ଶୁଣାଣି ପାଇଁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ପଞ୍ଜିକରଣ ଆରମ୍ଭ ହେବ । ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ ଅନଲାଇନ୍ ପଞ୍ଜିକରଣ । ପ୍ରତି ଅଭିଯୋଗ ଶୁଣାଣି ଦିବସ ପାଇଁ ସର୍ବାଧିକ ୧ ହଜାର ଜଣ…

ଜଣେ ହବିଷ୍ୟାଳି ଅଚେତ, ପୁରୀ ମେଡିକାଲରେ ଭର୍ତ୍ତି

ପୁରୀ: ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ । ଏଥିପାଇଁ ଶ୍ରୀକ୍ଷେତରେ ହଜାର ହଜାର ହବିଷ୍ୟାଳିଙ୍କ ସମାଗମ ଦେଖିବାକୁ ମିଳିଛି । ଏଥିମଧ୍ୟରେ ବୃନ୍ଦାବତି ନିବାସ ସାମ୍ନାରେ ଜଣେ ହବିଷ୍ୟାଳି ଅଚେତ ହୋଇଥିବା ଖବର ସାମ୍ନାକୁ…

(Video) ଡରାଇଲାଣି ଦାନା! 22ରେ ବାତ୍ୟାର ରୂପ ନେବ ଲଘୁଚାପ, ଓଡିଶାର ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍

ଭୁବନେଶ୍ବର(ଓଡିଶା ଭାସ୍କର): ସତ ହେବାକୁ ଯାଉଛି ଆକଳନ । ଓଡିଶାରେ ବାତ୍ୟା ଲ୍ୟାଣ୍ଡଫଲ କରିବା ନେଇ ଚର୍ଚ୍ଚା ବୃଦ୍ଧି ପାଇବାରେ ଲାଗିଛି । ଅକ୍ଟୋବର ମାସରେ ସମୁଦ୍ରରେ ଲଘୁଚାପ ସୃଷ୍ଟି ହେବା ମାତ୍ରେ ବାତ୍ୟା ଥନକା…

ଭୁବନେଶ୍ବରରେ 24 ଘଣ୍ଟା ଜଳ ଯୋଗାଣ ବନ୍ଦ, ନଜର ପକାନ୍ତୁ କେଉଁ ଅଞ୍ଚଳ ପ୍ରଭାବିତ ହେବ

ନୂଆଦିଲ୍ଲୀ: ରାଜ୍ୟ ରାଜଧାନୀରେ 24 ଘଣ୍ଟା ଜଳଯୋଗାଣ ବନ୍ଦ । ଆସୁନି ପାଣି । ଶୁକ୍ରବାର ଅପରାହ୍ନ 2ଟାରୁ ଶନିବାର ଅପରାହ୍ନ 2ଟା ପର୍ଯ୍ୟନ୍ତ ରାଜଧାନୀରେ ଜଳଯୋଗାଣ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି । ଓ୍ବାଟକୋ ପକ୍ଷରୁ…

ଦୀପାବଳିରେ କେଉଁ ପୋଷାକ ପିନ୍ଧିବା ଶୁଭ? ରାଶି ଅନୁସାରେ ପିନ୍ଧନ୍ତୁ ଏହି ରଙ୍ଗର ଡ୍ରେସ୍, ପ୍ରସନ୍ନ ହେବେ ମା’ ଲକ୍ଷ୍ମୀ

ଓଡ଼ିଶା ଭାସ୍କର:  ଦୀପାବଳି ପର୍ବ କାର୍ତ୍ତିକ ମାସର ଅମାବାସ୍ୟା ତାରିଖରେ ପାଳନ କରାଯାଏ । ଚଳିତ ବର୍ଷ କାର୍ତ୍ତିକ ମାସର ଅମାବାସ୍ୟା ତିଥି ଅକ୍ଟୋବର ୩୧ରେ ଅପରାହ୍ନ ୨:୪୪ ରୁ ଆରମ୍ଭ ହେଉଛି । ହିନ୍ଦୁ ଧର୍ମରେ ଉଦୟ…

OSSSC ପରିଚାଳିତ ପରୀକ୍ଷା ବିବାଦରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ ରାଜ୍ୟ ସରକାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କିଛି ଦିନ ଧରି ଚାଲିଥିବା OSSSC ପରିଚାଳିତ ପରୀକ୍ଷା ବିବାଦରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଏନେଇ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଜାରି କଲେ ସରକାର । OSSSC…

ଛିଃ… କେମିତି ତିଆରି ହୁଏ ଗୁପଚୁପ? ଖାଇବା ପୂର୍ବରୁ ଦେଖି ନିଅନ୍ତୁ ଏହି ଭିଡିଓ, ଗ୍ରାହକ ନିରାଶ

ଓଡ଼ିଶା ଭାସ୍କର: ପିଲାରୁ ବୁଢା, ପ୍ରାୟ ସମସ୍ତେ ଗୁପଚୁପ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି । ବଜାରରେ ପ୍ରାୟ ସମସ୍ତଙ୍କର ପସନ୍ଦ ହୋଇଥାଏ ସୁଆଦିଆ ଗୁପଚୁପ । ଟିକିଏ ରାଗ, ଟିକିଏ ଲୁଣି, ସାଙ୍ଗକୁ ଗୁପଚୁପର ଟେଷ୍ଟ ବାଟ…

କର୍କଟ ଭଳି ମାରାତ୍ମକ ରୋଗଠୁ ରକ୍ଷା କରିବା ସହ ହାର୍ଟ ସମସ୍ୟାକୁ ବି ଦୂର କରିଥାଏ ସୀତାଫଳ

ଓଡ଼ିଶା ଭାସ୍କର: ସୀତାଫଳ ଏକ ପ୍ରକୃତିର ବରଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଏହାର ରହିଛି ଅନେକ ଲାଭକାକରୀ ଫାଇଦା । ଏହି ଫଳରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ଭିଟାମିନ୍ ଓ ଫାଇବର୍ ଭରପୁର ରହିଛି । ଏହା…

Senior Citizensଙ୍କ ପାଇଁ ଖୁସିଖବର; ୭ ଟଙ୍କା ରଖିଲେ ଜୀବନ ସାରା ପାଇବେ ୫୦୦୦ ଟଙ୍କା: ସରକାରଙ୍କ ଯୋଜନା

ଓଡ଼ିଶା ଭାସ୍କର: ପିଲାଠୁ ବୁଢା ସମସ୍ତଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବା ପାଇଁ ସରକାର ନୂଆ ନୂଆ ଯୋଜନା ଆଣୁଛନ୍ତି । ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ପେସାଲ ଯୋଜନା କରି ସହାୟତାର ହାତ ବଢାଉଛନ୍ତି କେନ୍ଦ୍ର…